ସୁଲକ୍ଷଣା । ଗ୍ରୀର । ସାରସୁନ୍ଦର ହେ । ଶରୀ ଭଲବ ୟା ମୁରଣରେ । ସେ ମୁଁ, ଅସରରେ ରସିଲେ ପ୍ରାଣ୍ଡରେ ଏବେ ଉପତ୍ତରେ ସବୁ ସରେ ୨ | ସୁଷମ ମଦନ ଜର୍ଭ ସୁଇଦନ ମଦମର୍ଦନ କରକର । ମନ୍ତ୍ରୀ ସୁ- ବିଦ୍ରନ ପୀୟୂଷ ସଦନ ହରଇ ନଦିନ କନ୍ଦର୍ପର | ସାରି ସୁନ୍ଦର ହେ । ସବୁ ପ୍ରକାରେ ମୋର ମୋହନ । ଶ୍ରୀଅଙ୍ଗ ଚନ୍ଦନ କରଇ ଦିନ ଶୀତଲେ ବନ୍ଦନ କରେ ମନ ।୭ । ସ୍ନେହେ ମୋହବାର ରଙ୍ଗେ ରୂହ ବାର ହସି କହବାର କ ଋଭୁଗ୍ଧ । ସୁରଜ ହେବାର ସ୍ଫୁ ଦେବାର ବୋଲ ପରସ୍ପର ଭୋର ଗୋଷ୍ଠୀ ! ସରସୁନ୍ଦର ହେ । ସେ କ ପାଶୋର, ମନୁ ହେବାର | ସେବଜ୍ଞ ହେବାର ବାଞ୍ଛ! 'ଅନଙ୍କାର କାଣୀ ଝାସିବର ସଭ୍ୟ ମୋର । ଶ୍ରୀଅଙ୍ଗ ସହ କ ଦୁଃଖ ରହସ୍ତ ବୃହତ୍ତ ରହିଲ ମୋହ ପ୍ରାଣ । ସୁଖ ନ ରହିଲ ହୃଦୟ ହଲ ସ୍ନେହର ମୋହଲ୍ ଅନୁକ୍ଷଣ | ସାର- ସୁନ୍ଦର ହେ । ଶଙ୍କା ସ୍ତରକ ସ୍ରୋତ ବହଲ । ସହଜେ ମହଲା ଅବସ୍ତ୍ର କହିଲେ ଶାୱେର ଲହଲ ଦୁଃଖମାଲା । ୯ ।
ଶିବଙ୍କ୍ ଜାଗର ନଶିରେ ଜାଗର ଦେବ ଉଜାଗର ହେବ ମୁହଁ । ମୁରସ୍କ ସାମର ମୋ ପ୍ରାଣୀ ନାଗର ଜପଦ ରକ୍ତର ହର ବହି । ସାର- ସୁନ୍ଦର ହେ । ସଂସାର ବର୍ଣ ଅନ୍ନ ଘରର । ସଭ ମୁହଁ ଘର ଭୁଞ୍ଜିବ ନାଗର ଏ ଦେହଭାଗର ହେତୁ ମୋର । ୧୧ । ସଙ୍ଗେ ମୋ ନାଥରେ, ଇଭର ହାତରେ ଚହଲ୍ ବିଥିଲେ ଜଣ୍ଡ ବନ୍ଦ । ସୁଖକୁ ସ୍ଥିରେ ଲୁଉ ମୋ ମାଥରେ ଅଚଲ ପଥରେ ପୂଜା ଲୁବ । ସ୍ତର ଶେଖର ହେ । ସୁଯଶ ରଖାଅ ରୁ ଏଥିରେ | ସୁପ୍ନସ୍ଥ ପଥରେ, ପ୍ରାଣ ଯାଉ ଥରେ କରେ ମନ୍ମଥରେ ନ ଦେ ମୋର [୧୧ ସତେ କ୍ ଚରଣ ବନ୍ଧର ସ୍ମରଣ କରୁ ମୋ ମରଣ ହେବ ପୁଣି । ସର କାରଣ ହେବାକୁ କାରଣ ତାହାଙ୍କ ଶରଣ ଆୟ ମଣି ।