Jump to content

ପୃଷ୍ଠା:Sulakshana (A Samanta Sinhar, c. 1780).pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୁଲକ୍ଷଣା ।

ସ୍ୱର ମଙ୍ଗଳ । ପ୍ରଥମ ଛାନ୍ଦ

ଶ୍ରୀ ଗୋଚନ ରସାନନ୍ଦ ଭଦ୍ ବହି । ଶିବ ଶେଷ ଯଶ ଲେଶ କୃଷ୍ଣବେ ବା କାହିଁ ହେ । ୯ ।
ସନାଇନ ଅସ୍ବାସ୍ଥ୍ୟ ପ୍ରେମ କଲେକ୍ଟର |
ସଙ୍କଳନ ବା କଳ୍ପଭରୁ ଯେ ଈଶ୍ଵର ହେ । ? {
ସର୍ବ ଶିବପ୍ରଦ ଭକ୍ତବକୁ ସୁବରାହ ।
ସମ୍ପୂର୍ଣ୍ଣ କର ମୋ ମନୋରଥ ଦ
ବନ୍ଧ ରହ । ୩ |
ସ୍କୁଲକ୍ଷଣୀ ନାମରେ ଏ କର୍‌ତ୍ ହୋଇବ ।
ସରସ୍ତ ଲକ୍ଷଣାଳଙ୍କାରରେ କରିବ ହେ | ୪ |
ସମସ୍ତ ରମ୍ୟରେ ସମୀ ପ୍ରାୟୁ ସୁଖ ଦେବ । ସ ଆଦ୍ୟ ଲୟୁମ ଅନଗ୍ନରେ ସିଦ୍ଧ ହେବ ହେ । + |
ଝୋଲ ପଦ ଝୋଲ ଦୁନ୍ଦ ଏଥୁ ଲୁଟ ହୋଲ ।
ପ୍ରା ଅକଳଙ୍ଘ ଲକ୍ଷଣ ମଞ୍ଜୁଲ ହେ । ୬ ।
ସୁଜନ ଚ ହୃଦ୍ର ଜାଲ ଭୋଷିବ । ସହଜେ କୁରୁର୍କ୍ କଉଶିକେ ଚିନ୍ତା ଦେବ ହେ । ୭ |
ସୁମନା ମାଳା ମୁଁ ବନାଉଛି କୁରୁହଲେ ।
ସର ହିଁକମାନେ ରବି ଲମ୍ବାଇବେ ଗଳେ ହେ । ୮ ।