ପୃଷ୍ଠା ଆଲୋଚନା:ଅଭିନବ ବୀଜଗାଣିତିକ ବିଧି ବିଜ୍ଞାନ.pdf/୪

Page contents not supported in other languages.
ଉଇକିପାଠାଗାର‌ରୁ

ଏହା ଏହି ପୃଷ୍ଠାରେ ଲେଖାଯାଇଛି:- ବନ୍ଧନି()" Bracket",ର(ଗୁଣନ) "Of", ହରଣ(÷) "Division", ଗୁଣନ"Multiplication",ମିଶାଣ "Addition" ଓ ଫେଡାଣ "Subtraction" କ୍ରମରେ ସରଳ କରାଯାଏ । ଏହାକୁ ସଂକ୍ଷେପରେ BODMAS (ବଦ୍‌ମାସ) ନିୟମ ବୋଲି ମନେ ରଖିବା ସହଜ । BODMAS (ବଦ୍‌ମାସ) ନିୟମ ଗୋଟିଏ ଇଂରାଜୀ ଶବ୍ଦ ।

ଏହା ବ୍ୟତୀତ ଓଡ଼ିଆରେ ଗୋଟିଏ ଧାଡ଼ି ଅଛି 'ବର ହଗୁ ମିଫେ' । ବ (ବନ୍ଧନୀ), ର, ହ(ହରଣ), ଗୁ(ଗୁଣନ), ମି(ମିଶାଣ), ଫେ(ଫେଡ଼ାଣ) । ଆଗରୁ ଏହାର ବ‌ହୁଳ ବ୍ୟବ‌ହାର ହେଉଥିଲା ।--Subas Chandra Rout (ମୋ ଆଲୋଚନା) ୧୭:୦୭, ୨୨ ନଭେମ୍ବର ୨୦୧୫ (IST)[reply]