ବ୍ୟବହାରକାରୀଙ୍କ ଆଲୋଚନା:Radhadwibedi

ଉଇକିପାଠାଗାର ରୁ
Jump to navigation Jump to search

ସଠିକ୍ ଲେଖା[ସମ୍ପାଦନା]

ରାଧା ମ୍ୟାଡାମ୍, ଆପଣଙ୍କ ଆସ ତାରା ଦେଖିବାରେ କେତେକ ଭୂଲ ଦେଖାଯାଉଛି । ସେ ଗୁଡ଼ିକ କମ୍ପ୍ୟୁଟର ଯୋଗୁ ହୋଇପାରେ । ଆପଣ କମ୍ପ୍ୟୁଟରରେ କେଉଁ ଅପରେଟିଙ୍ଗ ସିସ୍ଟମ ବ୍ୟବ‌ହାର କରୁଛନ୍ତି ଓ କେଉଁ ଇନପୁଟ ବ୍ୟବ‌ହାର କରୁଛନ୍ତି ଲେଖିଲେ ମୁଁ ତାର ଉପାୟ ବତେଇଦେବି । --Subas Chandra Rout (ମୋ ଆଲୋଚନା) ୧୯:୧୭, ୨୯ ଫେବୃଆରୀ ୨୦୧୬ (IST)

ଉଇକିପାଠାଗାର ର ଆଗାମୀ ସଭା ବାବଦରେ ବିଚାର[ସମ୍ପାଦନା]

ପ୍ରିୟ ରାଧାରାଣୀ,

ଆପଣଙ୍କୁ ମୋର ନମସ୍କାର । ଆପଣମାନେ ଫେବୃଆରୀ ୨୧ ତାରିଖରେ ଉଇକିପାଠାଗାର କର୍ମଶାଳାରେ ଯୋଗ ଦେଇ ଏହି ପ୍ରକଳ୍ପଟି ବିଷୟରେ ଜାଣିବା ଓ ସେଥିରେ କାମ କରିବାରେ ଆଗ୍ରହ ଦେଖାଇବାରୁ ଆମେ ଖୁବ ଆନନ୍ଦିତ । ଆପଣମାନଙ୍କ ସୁବିଧା-ଅସୁବିଧା ପାଇଁ ସଙ୍ଗେ ସଙ୍ଗେ ସାହାଯ୍ୟ କରିବା ସକାଶେ ଗୋଟିଏ ଫେସବୁକ ଗ୍ରୁପ ଚାଟ ତିଆରି କରାଯାଇଛି । ସେଥିରେ ଆପଣମାନେ ନିୟମିତ ଭାବେ ଜୁଡ଼ି ରହିଲେ ଭଲ ହେବ ।

ଓଡ଼ିଆ ଉଇକିପାଠାଗାରର ପରିଚାଳକ ମୃତ୍ୟୁଞ୍ଜୟ କର ଓ ଉଇକିଆଳି ଶୈଳେଶ ପଟ୍ଟନାୟକ ମଧ୍ୟ ଆମ ସ‌ହିତ ଫେସବୁକ ଗ୍ରୁପ ଚାଟରେ ଅଛନ୍ତି । ଆପଣ ସେମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରିପାରିବେ । ତେବେ ଆମ ଓଡ଼ିଆ ଉଇକିପାଠାଗାରର ଆଲୋଚନା ସଭାରେ ଆପଣ ସାଧାରଣ ଆଲୋଚନା ବି କରିପାରିବେ । ଏଥି ସହିତ ମୋତେ/ଶୈଳେଶଙ୍କୁ ଆମ ଆଲୋଚନା ପୃଷ୍ଠା, ମେଲରେ କିମ୍ୱା ଫୋନରେ ପଚାରି ପାରିବେ (ମୋ ଆଲୋଚନା ପୃଷ୍ଠା, ଇମେଲ: pankajmala1At sign.svghttp://gmail.com ; ମୃତ୍ୟୁଞ୍ଜୟ କରଙ୍କ ଆଲୋଚନା ପୃଷ୍ଠା; ଶୈଳେଶଙ୍କ ଆଲୋଚନା ପୃଷ୍ଠା, ଇମେଲ: sailesh.patnaik007At sign.svghttp://gmail.com , ଫୋନ: 0753709770)

ଯଦି ଆପଣଙ୍କର କେହି ସାଙ୍ଗ ସାଥି ଏଥିରେ ଭାଗ ନେବାକୁ ଚାହାନ୍ତି ତାହେଲେ ଆପଣ ତାଙ୍କୁ ଉଇକିପାଠାଗାର ବାବଦରେ ଜଣାଇପାରିବେ ଓ ଏଥିରେ ଯୋଡ଼ିପାରିବେ । ଆମ ଆଗାମୀ ସଭାରେ ନୂଆ ସାଙ୍ଗ ସାଥିଙ୍କୁ ଆଣିପାରିବେ । ଆପଣମାନେ ଯଦି ଚାହିଁବେ ଆଉଥରେ ମାର୍ଚ୍ଚ ମାସ ଶେଷ ସ‌ପ୍ତାହରେ (ମାର୍ଚ୍ଚ ୨୬ କିମ୍ୱା ଅପ୍ରେଲ ୨) ସ‌ମସ୍ତେ ଏକାଠି ହୋଇ ଗୋଟେ ସ‌ଭା କରିପାରିଲେ ଭଲ ହୁଅନ୍ତା ।

ଆପଣମାନେ ନିୟମିତ କିଛି କିଛି ସମୟ ଦେଇ ଉଇକିପାଠାଗାରରେ ଦେଇପାରୁଥିବେ ବୋଲି ଆଶା । ଆପଣଙ୍କ ପାଇଁ ବିଭିନ୍ନ ବିଷୟରେ ସହଯୋଗ ନିମନ୍ତେ ଆମେ ଏଇ ସହଯୋଗ ପୃଷ୍ଠାଟି ତିଆରି କରିଛୁ । ସମୟ ଦେଖି ତାହା ଟିକେ ଦେଖୁଥିବେ ।

Pmsarangi (ମୋ ଆଲୋଚନା) ୧୩:୩୨, ୧ ମାର୍ଚ୍ଚ ୨୦୧୬ (IST)


ପ୍ରିୟ ପଙ୍କଜ,

ଠିକ ଅଛି।


Radhadwibedi (ମୋ ଆଲୋଚନା) ୧୭:୦୯, ୧ ମାର୍ଚ୍ଚ ୨୦୧୬ (IST)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬[ସମ୍ପାଦନା]

Odia Wikipedia's Feminism logo.svg ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)

Share your experience and feedback as a Wikimedian in this global survey[ସମ୍ପାଦନା]

  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.

Your feedback matters: Final reminder to take the global Wikimedia survey[ସମ୍ପାଦନା]

(Sorry to write in Engilsh)

ଆପଣ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର[ସମ୍ପାଦନା]

ଆପଣ ଚାଟରେ ପଚାରିଥିବା ଚାରୋଟି ପ୍ରଶ୍ନର ଉତ୍ତର ତଳେ ଦେଲି:

୧. ଉଇକିପାଠାଗାରରେ ଅନେକ ବହି ଅଧାଲେଖା ଅବସ୍ଥାରେ ଅଛି । ଏହାର ଉପକାରିତା ଓ ଅପକାରିତା କଣ?

ଉଇକିପାଠାଗାରରେ ଥିବା ବହି ସମ୍ପୂର୍ଣ ଟାଇପ ଆପଣଙ୍କ ଓ ମୋ ଭଳି ଉଇକିଆଳିଙ୍କ ହାତରେ । ତେଣୁ ଆମେ ଯେତିକି ଟାଇପ କରିବୁ ସେତେ ବଢ଼ିବ । ତେବେ ସମସ୍ତେ ଯେହେତୁ ସ୍ୱେଚ୍ଛାସେବୀ ଆଉ ସମାନ ସମୟ ଦେଇପାରିବେ ନାହିଁ ତେଣୁ କିଛି ବହି ପୂରା ଟାଇପ ହେଲାବେଳେ ଆଉ କିଛି ଅଧା । ଉପକାରିତା: ଅଧା କାମ କରିବା ପାଇଁ ନୂଆମାନଙ୍କୁ ଡାକିହେବ । ଅପକାରିତା: କେହି ପାଠକ ହୁଏତ ଅଧା ଥିବା ବହି ଦେଖି ନିରାଶ ହୋଇପାରେ ।

୨. ବନାନ ସଂଶୋଧନ ପାଇଁ କିଛି ଟୁଲ ଅଛି କି?

ବନାନ ସଂଶୋଧନ କେବଳ ଉଇକିପାଠାଗାରରେ ନୁହେଁ ସବୁ ଉଇକିମିଡ଼ିଆ ପ୍ରକଳ୍ପରେ ଏକ ବଡ଼ ଅସୁବିଧା । ଆମର ଯେହେତୁ ସକ୍ରିୟ ଉଇକିଆଳି ସଂଖ୍ୟା କମ ତେଣୁ ଏସବୁ ରହିବା ସ୍ୱାଭାବିକ । ତେବେ ବନାନ ଗୁଡ଼ିକ ବଟ ବ୍ୟବହାର କରି ସୁଧାରିହେବ । ଏଥିରେ ଅସୁବିଧା ହେଉଛି ଗୋଟିଏ ଶବ୍ଦର ଏକାଧିକ ଠିକ ବନାନ ଥିଲେ ଆଉ କୌଣସି ଲେଖକ ନିଜସ୍ୱ ଶୈଳୀରେ ଜାଣିଶୁଣି ଭିନ୍ନ ପ୍ରକାର ବନାନରେ ଲେଖୁଥିଲେ ସେସବୁ ବି ବଦଳିଯିବ । ସାଧାରଣତଃ ମୂଳ ଲେଖକଙ୍କ ଲେଖାକୁ ଯଥାରୀତି ଟାଇପ କରାଯାଏ । ତେବେ ଏ ବାବଦରେ ଆମେସବୁ ମିଶି ଏକ ମତ ନେଇପାରିବା । ଆପଣ ଆଲୋଚନା ସଭା ପାଇଁ ଆଲୋଚନାଟିଏ ଆରମ୍ଭ କଲେ ଭଲହୁଅନ୍ତା । ବାକିମାନେ ବି ମତ ଦିଅନ୍ତେ । ବନାନ ସଂଶୋଧନ AutoWikiBrowser ବା ବଟ ବ୍ୟବହାର କରି ସୁଧାରିହେବ ।

୩. ଲେଖାରେ left ଓ right alignment କିପରି କରିହେବ?

ତଳ କୋଡ଼ ବ୍ୟବହାର କରି Text ବଦଳରେ ଯେକୌଣସି ଲେଖାକୁ ସେହି କୋଡ଼ ଭିତରେ ପକେଇ ଲେଖିପାରିବେ:

<div style='text-align:right;'>Text</div>

Text

ଆପଣ <poem> କୋଡ଼ ବ୍ୟବହାର ନକଲେ ଆପେଆପେ left alignment ହୋଇଯିବ । କରୁଥିଲେ ତଳ କୋଡ଼ ବ୍ୟବହାର କରିପାରିବେ:

<div style='text-align:left;'>Text</div>

Text

ଆଶା ସବୁପ୍ରଶ୍ନର ଉତ୍ତର ଦେଇଛି ବୋଲି । ଆଉ କିଛି ଅସୁବିଧା ଥିଲେ ଏଇଠି କିମ୍ବା ବିଷୟବସ୍ତୁ ଆଲୋଚନା ପୃଷ୍ଠାରେ ପଚାରିପାରିବେ । --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୧:୦୨, ୪ ଫେବୃଆରୀ ୨୦୧୮ (IST)

Share your experience and feedback as a Wikimedian in this global survey[ସମ୍ପାଦନା]

WMF Surveys, ୦୦:୦୬, ୩୦ ମାର୍ଚ୍ଚ ୨୦୧୮ (IST)

Reminder: Share your feedback in this Wikimedia survey[ସମ୍ପାଦନା]

WMF Surveys, ୦୭:୦୪, ୧୩ ଅପ୍ରେଲ ୨୦୧୮ (IST)

Your feedback matters: Final reminder to take the global Wikimedia survey[ସମ୍ପାଦନା]

WMF Surveys, ୦୬:୧୩, ୨୦ ଅପ୍ରେଲ ୨୦୧୮ (IST)

ନମଃସ୍କାର ଭୂଲ[ସମ୍ପାଦନା]

ବ୍ୟବହାରକାରୀ:Radhadwibedi, ଆପଣଙ୍କର ପୃଷ୍ଠାରେ ନମଃସ୍କାର ଲେଖାଅଛି । ମ୍ୟାଡାମ, କେବଳ ନମସ୍କାର ଲେଖାଯାଏ ।

==ଧନ୍ୟବାଦ ସାର ।Radhadwibedi (ମୋ ଆଲୋଚନା) ୧୨:୨୪, ୨ ସେପ୍ଟେମ୍ବର ୨୦୧୯ (IST)

Community Insights Survey[ସମ୍ପାଦନା]

RMaung (WMF) ୨୦:୦୨, ୯ ସେପ୍ଟେମ୍ବର ୨୦୧୯ (IST)

Indic Wikisource Proofreadthon[ସମ୍ପାଦନା]

Sorry for writing this message in English - feel free to help us translating it

Indic Wikisource Proofreadthon third prize[ସମ୍ପାଦନା]

Sorry for writing this message in English - feel free to help us translating it

Special Bronze Barnstar.png Congratulations!!!
Dear Radhadwibedi, the results of the Indic Wikisource Proofreadthon have been published.You won third place in this contest from your community. Congratulations !!!

The Centre for Internet & Society (CIS-A2K) will need to fill out the required information in this Google form to send the contest prize to your address. We assure that this information will be kept completely confidential. Please confirm here just below this message by notifying ( "I have filled up the form. - ~~~~") us, when you filled up this form. You are requested to complete this form within 7 days.

Thank you for your contribution to Wikisource. Hopefully, Wikisource will continue to enrich your active constructive editing in the future.

Thanks for your contribution
Jayanta (CIS-A2K)
Wikisource Advisor, CIS-A2K

  1. Thank you very much for this prize. Radhadwibedi (ମୋ ଆଲୋଚନା) ୧୦:୪୩, ୧୫ ମଇ ୨୦୨୦ (IST)
  2. " I have filled up the form. Radhadwibedi (ମୋ ଆଲୋଚନା) ୧୫:୫୮, ୧୮ ମଇ ୨୦୨୦ (IST)

Indic Wikisource Proofreadthon II 2020[ସମ୍ପାଦନା]

Sorry for writing this message in English - feel free to help us translating it

Indic Wikisource Proofreadthon II[ସମ୍ପାଦନା]

Sorry for writing this message in English - feel free to help us translating it