ବ୍ୟବହାରକାରୀ:Psubhashish/ocrwelcome

ଉଇକିପାଠାଗାର‌ରୁ

ଉଇକିପାଠାଗାରରେ ଆପଣଙ୍କୁ ପାଇ ଖୁବ ଆନନ୍ଦିତ । ଆପଣଙ୍କୁ ଲେଖିବାରେ କିଛି ସହଯୋଗ ପାଇଁ ଉପରେ ଥିବା ଛବିରେ କିଛି ସୂଚନା ରହିଛି । ତଳେ ଦେଖନ୍ତୁ କିପରି ସ୍କାନ ଛବିରୁ ଲେଖାକୁ ରୂପାନ୍ତର କରିବେ:

  1. ଆପଣ ଟାଇପ କରୁଥିବା ପୃଷ୍ଠାଯାକre ଡାହାଣ ପଟେ ସ୍କାନ ହୋଇଥିବା ଛବି ଦିଶେ । Prt Sc ବ୍ୟବହାର କରି ଆପଣ ତାକୁ କପି କରିପାରିବେ ।
  2. କୌଣସି Image editor ସଫ୍ଟଓଏର (GIMP, Paint କିମ୍ବା Photoshop) ଖୋଲି ତହିଁରେ Paste କଲେ ସେ ସ୍କାନ ଛବିଟି ଦିଶିବ । ତାକୁ save କରନ୍ତୁ ।

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ

ଏମିତି ଲେଖିଚାଲୁଥିବେ, ଏତିକି କାମନା!