ଲେଖକ:ଗୋପାଳକୃଷ୍ଣ ପଟ୍ଟନାୟକ

ଉଇକିପାଠାଗାର‌ରୁ
୧୭:୨୫, ୯ ଅପ୍ରେଲ ୨୦୧୭ ବେଳେ Prateek Pattanaik (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ଗୋପାଳକୃଷ୍ଣ ପଟ୍ଟନାୟକ
(୧୭୮୪–୧୮୬୨)
ପାରଳାର ନିବାସୀ । ୟେ ଅନେକ ଲୋକପ୍ରିୟ ଚଉପଦୀର ରଚୟିତା । ଏହାଛଡ଼ା କେତେକ ଜଣାଣ, ଛାନ୍ଦ ଓ ଚଉତିଶା ମଧ୍ୟ ରଚନା କରିଛନ୍ତି । କବିକଳହଂସ ଭାବେ ପରିଚିତ ।
ଗୋପାଳକୃଷ୍ଣ ପଟ୍ଟନାୟକ

ରଚନାବଳୀ

ଚଉପଦୀ

ଜଣାଣ

ଛାନ୍ଦ

ଚଉତିଶା