ବ୍ୟବହାରକାରୀଙ୍କ ଆଲୋଚନା:Prateek Pattanaik

ଉଇକିପାଠାଗାର ରୁ
Jump to navigation Jump to search


ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

-ଶିତିକଣ୍ଠ ଦାଶ (ମୋ ଆଲୋଚନା), ୨୦ ଅକ୍ଟୋବର ୨୦୧୫ (IST)

ବାର୍ଣ୍ଣଷ୍ଟାର[ସମ୍ପାଦନା]

Tireless Contributor Barnstar.gif ଦିବାରାତ୍ର ଅବଦାନକାରୀ ବାର୍ଣ୍ଣଷ୍ଟାର

ଆଦରର ଜଗନ୍ନାଥ,

ଓଡ଼ିଆ ଉଇକିପାଠାଗାରକୁ ସମୃଦ୍ଧ କରିବାରେ ତୁମ ଅତୁଳନୀୟ ଅବଦାନ ପାଇଁ ଅନେକ ଅନେକ ଧନ୍ୟବାଦ । ତୁମ ପାଇଁ ଏହି କୁନି ଭେଟି । ଆଗକୁ ନୂଆ ନୂଆ ବହି ପଢିବା ଅପେକ୍ଷାରେ .... --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୧:୨୪, ୨୭ ସେପ୍ଟେମ୍ବର ୨୦୧୬ (IST)

ଅନେକ ଅନେକ ଧନ୍ୟବାଦ, ଶିତିକଣ୍ଠ ଭାଇ । (ଜଗନ୍ନାଥ ବୋଲି ଡାକିଲେ ଭାରି ଅଡୁଆ, ପ୍ରତୀକ ବୋଲି ଜାଣିଥାନ୍ତୁ । :) --ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୧୧:୩୪, ୨୮ ସେପ୍ଟେମ୍ବର ୨୦୧୬ (IST)