ଉଇକିପାଠାଗାର:ଜନ୍ମତିଥି/୧
ନିର୍ଘଣ୍ଟ
୨୦୧୫ ଅକ୍ଟୋବର ୨୫ ତାରିଖ
ସକାଳ ୧୦-ଉପରଓଳି ୪
ଉଇକିଆଳି ମେଳଣ (କେବଳ ସକ୍ରିୟ ଉଇକିଆଳିଙ୍କ ପାଇଁ) ▶
ସନ୍ଧ୍ୟା ୫-୫:୧୫
ନାମଲେଖା ଓ ଆସନ ଗ୍ରହଣ
ଶିକ୍ଷଣ ପୁସ୍ତିକା ବିତରଣ
ସନ୍ଧ୍ୟା ୫:୧୫-୫:୩୦
ସଭାର ସଂକ୍ଷିପ୍ତ ସୂଚନା (ଡ. ସୁବାସ ଚନ୍ଦ୍ର ରାଉତ) ▶
ସନ୍ଧ୍ୟା ୫:୩୦-୬:୦୦
ବିବରଣୀ ପାଠ (ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗାହି) ▶
ସନ୍ଧ୍ୟା ୬:୦୦-୬:୧୦
ଅତିଥିମାନଙ୍କୁ ମଞ୍ଚପରେ ଆମନ୍ତ୍ରଣ
ଅତିଥି ପରିଚୟ ପ୍ରଦାନ
ସନ୍ଧ୍ୟା ୬:୧୦-୬:୩୦
ସୃଜନିକା: ଦେଢ଼ ଲକ୍ଷ ପୃଷ୍ଠାର ଡିଜିଟାଲ ଅଭିଲେଖ (ଡ. ପୁଷ୍ପଶ୍ରୀ ପଟ୍ଟନାୟକ ଓ ଜୀବନ ପଣ୍ଡା)
ସନ୍ଧ୍ୟା ୬:୩୦-୭:୦୦
ଆଲୋଚନାଚକ୍ର: "ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ, ଆବଶ୍ୟକତା ଓ ଭବିଷ୍ୟତ": ଡ. ଯତିନ ମହାନ୍ତି, ସୁଧିର ପଟ୍ଟନାୟକ (ସମଦୃଷ୍ଟି ପ୍ରକାଶନ), ଅନୀଲ ପ୍ରଧାନ (ଶିକ୍ଷାସନ୍ଧାନ) ▶
ସନ୍ଧ୍ୟା ୭:୦୦-୭:୧୫
ଉଇକିଆଳିଙ୍କୁ ପୁରସ୍କାର ବିତରଣ (ପରିଚାଳନା: ମୃତ୍ୟୁଞ୍ଜୟ କର)
ସନ୍ଧ୍ୟା ୭:୧୫-୭:୩୦
☕ ଚା-ଜଳଖିଆ
ଯୋଗାଯୋଗ
- ଅବସ୍ଥିତି
ଇନଷ୍ଟଚ୍ୟୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚୁରାଲ ଏକ୍ସଟେନସନ,
ସିରିପୁର, (ଓଇଉଏଟି ପାଖରେ)
ବରମୁଣ୍ଡା, ଭୁବନେଶ୍ୱର
- ଇ-ମେଲ
- odiawikigmail.com
- ଫେସବୁକ
- https://www.facebook.com/groups/OdiaWiki
- ଟୁଇଟର
- @odiawiki
- ଏହି କାର୍ଯ୍ୟକ୍ରମର ପରିଚାଳନା ବାବଦରେ ଜାଣିବା, ଭାଗନେବା ଅଥବା ଗମନାଗମନ ପାଇଁ ସାହାଯ୍ୟ ଚାହୁଁଥିଲେ "/ପରିଚାଳନା" ପୃଷ୍ଠାଟି ଦେଖନ୍ତୁ ।
ଉଇକିପିଡ଼ିଆ କମନ୍ସରେ: Odia Wikisource 1st anniversary ଉପରେ ମାଧ୍ୟମ ରହିଛି । |