ଉଇକିପାଠାଗାର:ଜନ୍ମତିଥି/୧/ଆମ କଥା

ଉଇକିପାଠାଗାର‌ରୁ


 
      link=https://twitter.com/intent/tweet?url=https://or.wikisource.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BE%E0%AC%A0%E0%AC%BE%E0%AC%97%E0%AC%BE%E0%AC%B0:%E0%AC%9C%E0%AC%A8%E0%AD%8D%E0%AC%AE%E0%AC%A4%E0%AC%BF%E0%AC%A5%E0%AC%BF/%E0%AD%A7&text=ଓଡ଼ିଆ ଉଇକିପାଠାଗାରକୁ ବର୍ଷେ ପୂରିଲା, ଆସନ୍ତୁ ଭୁବନେଶ୍ୱରରେ ଏକାଠି ହେବା ଏହି ଓଡ଼ିଆ ଇ-ଲାଇବ୍ରେରି ଆନ୍ଦୋଳନ ଲାଗି ।&original_referer=https://or.wikisource.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BE%E0%AC%A0%E0%AC%BE%E0%AC%97%E0%AC%BE%E0%AC%B0:%E0%AC%9C%E0%AC%A8%E0%AD%8D%E0%AC%AE%E0%AC%A4%E0%AC%BF%E0%AC%A5%E0%AC%BF/%E0%AD%A7&via=odiawiki&hashtags=
 

ଆମ ବିଷୟରେ ପଦେ

ଓଡ଼ିଆ ଉଇକିପାଠାଗାର, ଓଡ଼ିଆ ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ ଅଟେ । ଏହି ପ୍ରକଳ୍ପ ବହୁତ ଦିନ ଧରି ଇନ୍‌କ୍ୟୁବେଟରରେ ରହିବା ପରେ ପୂର୍ବବର୍ଷ ଅକ୍ଟୋବର ୨୫ ବେଳକୁ ସଚଳ ହୋଇଥିଲା । ଏଥିରେ ମୁଖ୍ୟତଃ କିଛି ପୁରୁଣା ଉଇକିଆଳି ଆଉ କିଛି ନୂଆ ଲୋକ ଯୋଗ ଦେଇ କାମ ଆଗେଇନେଇଥିଲେ । କିସ୍‌ଠାରେ ଆୟୋଜିତ କର୍ମଶାଳା ଯୋଗୁଁ ବହୁତ ନୂଆ ଲୋକ ଏଥିରେ ଯୋଗ ଦେଇଥିଲେ ।.....



ଆଗରୁ ହୋଇଥିବା କିଛି ମେଳଣ ଓ ଆଲୋଚନା ଚକ୍ର