ଉଇକିପାଠାଗାର:ଜନ୍ମତିଥି/୧/ନିର୍ଘଣ୍ଟ/ମେଳଣ

ଉଇକିପାଠାଗାର‌ରୁ

ଉଇକିପାଠାଗାର ପାଇଁ ନିୟମାବଳୀ[ସମ୍ପାଦନା]

  • ସାଧାରଣ ଆଲୋଚନା ଓ ଆବଶ୍ୟକତା ନିର୍ଣ୍ଣୟ
  • ସମ୍ପାଦନା ଓ ସାଧାରଣ ନିୟମାବଳୀ ନିର୍ଦ୍ଧାରଣ

ପାଠକ ସର୍ଭେ[ସମ୍ପାଦନା]

ଅନଲାଇନରେ ଉପଲବ୍ଧ ଓଡ଼ିଆ ଉଇକିପାଠାଗାର ତା'ର ପ୍ରଥମ ବର୍ଷ ପୂରଣ ଅବସରରେ ପାଠକ/ସମ୍ଭାବ୍ୟ ପାଠକ ଓ ଏଥିରେ ସ୍ୱେଚ୍ଛାରେ ଅନେକ ଓଡ଼ିଆ ବହିର ଡିଜିଟାଲ ରୂପ ତିଆରୁଥିବା ଉଇକିଆଳିଙ୍କ ପାଇଁ ଏକ ସର୍ଭେ । ଏହି ପ୍ରକଳ୍ପ ସହିତ ଜଡ଼ିତ ସଭିଏଁ ଓ ଜଡ଼ିତ ହୋଇପାରିବା ବ୍ୟକ୍ତିଗଣ ଉଇକିପାଠାଗାରରେ ବିଭିନ୍ନ ଆବଶ୍ୟକତା, ଏଥିରେ ଭୋଗୁଥିବା ଅସୁବିଧା, ଏ ଏହାର ଉନ୍ନତୀକରଣ ନିମନ୍ତେ ବିଭିନ୍ନ ମତାମତ ଏହି ସର୍ଭେ ମାଧ୍ୟମରେ ଦେଇପାରିବେ । ଆପଣଙ୍କ ମତ ବିଭିନ୍ନ ଅସୁବିଧା ସୁଧାରିବାରେ, ନୂଆ ନୂଆ ସୁବିଧା ଯୋଡ଼ିବାରେ ଓ ଓଡ଼ିଆ ପାଠକମାନଙ୍କ ପାଇଁ ଏକ ଉପଯୋଗୀ ଅନଲାଇନ ପାଠାଗାର ତିଆରିବାରେ ସାହାଯ୍ୟ କରିବ ।

  • ଉଇକିପାଠାଗାର ସମ୍ବନ୍ଧରେ ଜ୍ଞାନ (ଉଇକିପାଠାଗାର ବାବଦରେ ଜାଣନ୍ତି କି? ପ୍ରଥମେ କିପରି ଜାଣିଲେ?)
    • ନାଁ, ଏଯାଏ ଜାଣିନି ।
    • ସାଥି ଉଇକିଆଳିଙ୍କଠାରୁ
    • ଖବରକାଗଜରୁ ପଢ଼ି
  • ଆପଣଙ୍କ ବୃତ୍ତି
    • ସ୍କୁଲ/କଲେଜ/ବିଶ୍ୱବିଦ୍ୟାଳୟ ଛାତ୍ର
    • ଅଧ୍ୟାପନା
    • ଅନ୍ୟାନ୍ୟ ସରକାରୀ ଚାକିରି
    • ଅଣ-ଲାଭକାରୀ ସଂସ୍ଥାରେ ଚାକିରି
    • ମିଡ଼ିଆ ଅନୁଷ୍ଠାନରେ ଚାକିରି
    • ଅନ୍ୟାନ୍ୟ ବେସରକାରୀ ଚାକିରି
  • ଭାରତରେ କେତେ ବର୍ଷରେ ବହିର କପିରାଇଟ ସରିଯାଏ?
    • ୧୯୫୨ ଆଗରରୁ ଛପା ସମସ୍ତ ଲେଖା
    • ସତ୍ୱାଧିକାରୀଙ୍କ ଦେହାନ୍ତର ୬୦ ବର୍ଷ ପୂରାଣି
    • ୧୯୫୨ ଆଗରରୁ ଛପା ଓ ସତ୍ୱାଧିକାରୀଙ୍କ ଦେହାନ୍ତର ୬୦ ବର୍ଷ ପୂରାଣି
  • ଜାଣନ୍ତି କି ଏଥିରେ ଆପଣ କେଉଁ କେଉଁଁ ବହିର ଡିଜିଟାଲ ରୂପ ତିଆରିପାରିବେ?
    • ସମସ୍ତ ବହି
    • କପିରାଇଟ ନଥିବା: ୧୯୫୨ ଆଗରରୁ ଛପା ଓ ସତ୍ୱାଧିକାରୀଙ୍କ ଦେହାନ୍ତର ୬୦ ବର୍ଷ ପୂରାଣି
  • Optical Character Recognition ବା OCR ବ୍ୟବହାର କରି ବହି ସ୍କାନରୁ ଲେଖା ବାହାର କରିବା ଜାଣନ୍ତି କି?
    • ହଁ
    • ନାଁ
  • ଉଇକିପାଠାଗାରରେ ଟାଇପ କରି କିପରି ବହିର ଡିଜିଟାଲ ରୂପ ତିଆରି କରିବେ ଜାଣନ୍ତି?
    • ହଁ
    • ନାଁ
  • ଇଉନିକୋଡ଼ (Unicode) ବ୍ୟବହାର କରି ଲେଖିବାରେ କିଛି ଅସୁବିଧା ଅଛି କି?
    • ହଁ, ମୁଁ ଲେଖିପାରେ କିନ୍ତୁ ଧୀରେଧୀରେ
    • ନାଁ, ମୁଁ ଆକୃତି/ଲିପ-ଅଫିସ/ଶ୍ରୀଲିପି ଆଦି ଜାଣିଛି, କିନ୍ତୁ ଏଯାଏ ଇଉନିକୋଡ଼ ବାବଦରେ ଜାଣିନି ।
    • ହଁ, ଇଉନିକୋଡ଼ ବ୍ୟବହାର କରି ଜାଣିଛି । ତେବେ ଚଞ୍ଚଳ ଲେଖା ଶିଖିବାକୁ କିଛି ସହାୟତା ଲୋଡ଼ା ।
    • ହଁ, ଚଞ୍ଚଳ ଉଇନିକୋଡ଼ ବ୍ୟବହାର କରି ଲେଖିପାରେ ।
  • ଆପଣ କୌଣସି ବହି ପାଇଁ ଅନୁରୋଧ କରିବା ପାଇଁ ଚାହାନ୍ତି କି?
  • ଉଇକିପାଠାଗାରରେ ଲେଖିବାରେ ଅସୁବିଧା ଭୋଗିଲେ କେଉଁଠାରେ ପଚାରିବେ ଜାଣନ୍ତି କି?
    • ହଁ
    • ନାଁ

ଉଇକିଆଳି ସର୍ଭେ[ସମ୍ପାଦନା]

  • ଭବିଷ୍ୟତରେ ବହି ବାଛିବା କେମିତି? କେଉଁ ଆଧାରରେ ବାଛିବା?
    • ସୁବାସ ସାର: ଜଣାଶୁଣା ବହି ବଛାଯାଉ । ଏକ ତାଲିକା କରି ଲେଖାର ମାନ ନିର୍ଦ୍ଧାରଣ କରିବା ।
    • ନସିମ: ଏକମତ । ଭଲ ମାନର ବହି । ସାହିତ୍ୟଭିତ୍ତିକ ବହି ।
    • ସରୋଜ: ଖାଦ୍ୟ ପ୍ରସ୍ତୁତି, ବିଭିନ୍ନ ପ୍ରସ୍ତୁତି ପ୍ରଣାଳୀ: ମଜାବିଜ୍ଞାନ ଆଦି ।
    • ଅଂଶୁମାନ: ଯେଉଁମାନେ ଆଗ୍ରହୀ ସେମାନେ ନିଜେ ଲେଖନ୍ତୁ। ପୁରୁଣା ଧର୍ମଗ୍ରନ୍ଥ ଆଦି । ଛୋଟପିଲାଙ୍କ ପାଇଁ ଗପ ବହି ଯଥା ପଞ୍ଚତନ୍ତ୍ର ଆଦି ।
    • ଜଣାଶୁଣା ଲେଖକଙ୍କ ବହି ।
  • ଶିଶିର: ସ୍କୁଲ ପିଲାଙ୍କ ମଜା ବିଜ୍ଞାନ ବହି, ପଢ଼ା ବହି ସମ୍ବନ୍ଧିତ ବିସ୍ତୃତ ବର୍ଣ୍ଣନା ଥିବା ବହି । ମୃତ୍ୟୁଞ୍ଜୟ; ଏଠାରେ ବହି ବାଛିବାରେ ଟିକେ ଅସୁବିଧା ହୋଇପାରେ ।
    • ଶିତିକଣ୍ଠ: କେବଳ କିଛି ଖରାପ ବହି ଛାଡ଼ି ସବୁ ବହି ରଖିବା । ପାଠ ବହିସବୁ ଏକ କେବଳ ସଭ୍ୟମାନଙ୍କ ପାଇଁ ଏକ ପାଠାଗାର କରାଯାଇଛି । ଆମେ କେମିତି କିଛି ବହିକୁ ନାକଚ କରିପାରିବା? କେବେ କେବେ ବହିରେ ଲେଖାର ମାନ ଭଲ ନଥାଇ ତଥ୍ୟ ଉନ୍ନତ ଥାଏ । ସେସବୁକୁ ନେବା କି ନେବାନାହିଁ? ମୃତ୍ୟୁଞ୍ଜୟ: ଆମେ ଆଗେ ଭଲ ଲେଖା ଥିବା ଲେଖାକୁ ଅଗ୍ରାଧିକାର ଦେଲେ ଭଲ ।
    • ଗପୁ: ଜଣାଶୁଣା, ଯାହା ବେଶି ଖୋଜା ଯାଉଛି । କିଛି ବହି ସବୁଠି ମିଳୁନାହିଁ ।
    • ଶୈଳେଶ: ଆମ ବଡ଼ମାନେ ଯେଉଁ ବହିସବୁ ପଢ଼ୁଥିଲେ । ବହି ତାଲିକା । ଗେଟୁଳ ପେଟୁଳ ଦାସ ।
    • ଜ୍ଞାନ: ସବୁ ବହି ଆଣିବା କିନ୍ତୁ କେବଳ ଡିଜିଟାଲ ଫର୍ମାଟରେ ଥିଲେ ଆଣିବା । ନହେଲେ କେବଳ ଜଣାଶୁଣା ବହି ।
    • ପ୍ରତୀକ: ପୁରୁଣା ଓ ବିରଳ ବହିର ଛବିସବୁ ଆଉଥରେ ଡିଜାଇନ କରି ରଖିପାରିବା । ମୃତ୍ୟୁଞ୍ଜୟ: ଆମେ ଏକ ଆଇଇଜି ଆବେଦନ କରିପାରିବା । ଚର୍ଯ୍ୟାପଦ ଆଦି ସାହିତ୍ୟ ଓଡ଼ିଆ, ବଙ୍ଗଳା ଓ ଅହମୀୟା ଆଦି ଭାଷାର ଆଦି ଭାଷା ଭାବେ
    • ମୃତ୍ୟୁଞ୍ଜୟ: (ଗଣସମ୍ପାଦନା କରି) ପ୍ରଥମ ଓଡ଼ିଆ ବହି ଆଣିପାରିବା ଯଥା: ପ୍ରଥମ ଓଡ଼ିଆ ଉପନ୍ୟାସ, ପ୍ରଥମ କାବ୍ଯ
  • ଆବଶ୍ୟକତା:
    • ସୁବାସ: ମୋବାଇଲ ଆପ
    • ଶିଶିର: ମନୋବଳର ଅଭାବ । ମୋତେ ଯଦି କିଛି ବହି ମିଳନ୍ତା, ବିଜ୍ଞାନ ଓ ପଢ଼ା ବହି ସମ୍ବନ୍ଧିତ କିଛି ବହି ଦେଲେ ।
    • ଶିତିକଣ୍ଠ: ଗୁଗୁଲ OCR ବ୍ୟବହାର କରିବା ପାଇଁ ଇଣ୍ଟରଫେସ । ePUB ରଖା ଯାଇଯାଇପାରିବ କି ନାହିଁ ।
    • ଇଣ୍ଟରଫେସ
    • ସମ୍ପାଦନାରେ ସହଯୋଗ
  • ଆଗାମୀ ଜନ୍ମତିଥି ବେଳକୁ ଲକ୍ଷ ଧାର୍ଯ୍ୟ
  • ଅସୁବିଧା
    • ସୁଭାସିସ: କିଛି ବୈଷୟିକ ସୁବିଧା ଯଥା ଛବି ଯୋଡ଼ିବା ।
    • ଶିତିକଣ୍ଠ: ମୋବାଇଲ ପୃଷ୍ଠା ଖାଲି ଆସୁଛି ।
    • ବୈଷୟିକ
    • ସମ୍ପାଦନାଗତ
    • ଅନ୍ୟାନ୍ୟ
  • କେଉଁ ବହି ଆପଣ ଉଇକିପାଠାଗାରରେ ରହିବା ଆପଣ ଚାହାନ୍ତି?
  • ପ୍ରଚାର-ପ୍ରସାର
    • ସୁବାସ: ବ୍ୟକ୍ତିଗତ ଓ ଆନୁଷ୍ଠାନିକ । ଖବରକାଗଜ ଓ ଲିଫଲେଟ ଆଦି ବାଣ୍ଟି ।
    • ମୃତ୍ୟୁଞ୍ଜୟ: ରାଜଧାନୀ ପୁସ୍ତକମେଳାରେ ଷ୍ଟଲ ।
    • ନସିମ: ସଭା ସମୟରେ ପାମ୍ପଲେଟ
    • ଶ୍ରୀକାନ୍ତ: ଲେଖକ ସମିତିରେ କର୍ମଶାଳା ।
    • ନିର୍ମଳ: ଅଲଗା ଅଲଗା ଜାଗାରେ କର୍ମଶାଳା । ପାଠକ ତିଆରି କରି ସେମାନଙ୍କୁ ଆଗଭର କରାଯିବା ।
    • ବନୋଜ: ଖବରକାଗଜ ବିଜ୍ଞାପନ
    • ଶୈଳେଶ: ସରକାରଙ୍କ ସହଯୋଗ ।
  • ଆନୁଷ୍ଠାନିକ ସହବନ୍ଧନ
    • ଶୈଳେଶ: ଖବରକାଜରେ ବଛାଲେଖା ଆଦି ଯୋଡ଼ିବା ।

ଆଲୋଚନା[ସମ୍ପାଦନା]

  • ସ୍କାନିଂ କରାଯିବ କିପରି
  • ଭ୍ରମ ସଂଶୋଧନ ପାଇଁ ଯୋଜନା