ଲେଖକ:କବିସୂର୍ଯ୍ୟ ବଳଦେବ ରଥ

ଉଇକିପାଠାଗାର‌ରୁ
୦୪:୦୧, ୨୬ ଅଗଷ୍ଟ ୨୦୧୭ ବେଳେ Jnanaranjan sahu (ଆଲୋଚନା | ଅବଦାନ) (Bot: Automated text replacement (- ରେ +ରେ )) ଙ୍କ ଦେଇ ହୋଇଥିବା ସଂସ୍କରଣ
ବଳଦେବ ରଥ
(୧୭୮୯–୧୮୪୫)
କବିସୂର୍ଯ୍ୟ ଭାବେ ପରିଚିତ । ଅନେକ ଚଉପଦୀ, ଚଉତିଶା, ଛାନ୍ଦର ରଚୟିତା । ତହିଁରୁ ଅନେକ ଆଠଗଡ଼ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମରେ ଭଣିଛନ୍ତି । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ହେଉଛି କିଶୋରଚନନ୍ଦ୍ରାନନ୍ଦ ଚମ୍ପୂ ବା କିଶୋରୀ ଚମ୍ପୂ । ଏହା ଛଡ଼ା ଗଞ୍ଜାମ ଜିଲ୍ଲାର ଢୁମ୍ପା ସଙ୍ଗୀତର ୟେ ଆଦ୍ୟ ପ୍ରବର୍ତ୍ତକ ।
ବଳଦେବ ରଥ

ରଚନାବଳୀ

(ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)

ଚମ୍ପୂ

କାବ୍ୟ

  • ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)

ଗଦ୍ୟ

ହାସ୍ୟରସାତ୍ମକ

  • ହାସ୍ୟକଲ୍ଲୋଳ

ଜଣାଣ

  • ସର୍ପ ଜଣାଣ
  • ମହାବାହୁ ଜଣାଣ

ଚଉତିଶା

  • ମହାବାହୁ ଜଣାଣ

ଚଉପଦୀ

ଢୁମ୍ପା ଗୀତ

  • ଯାଇଫୁଲ ଢୁମ୍ପା
  • ଛୋଟ ଢୁମ୍ପା
  • ନିଆଳୀଗଭା ଢୁମ୍ପା

ମନାସ

  • ଫୁଲ ମନାସ
  • ଫଳ ମନାସ
  • ଅଳଙ୍କାର ମନାସ

ଚଉପଦୀ ତାଲିକା