ଲେଖକ:ଭୀମା ଧୀବର
ଦେଖଣା
| ←Author Index: ଧ | ଭୀମା ଧୀବର (୧୬??–୧୭??) |
| ଭୀମାଧୀବର ଥିଲେ ସପ୍ତଦଶ ଶତାବ୍ଦୀର ଜଣେ କବି । ସେ କେଉଟ/ଧୀବର ପରିବାରରେ ଜନ୍ମଗ୍ରହଣ କରିଥିଲେ ।ସାରଳା ମହାଭାରତରୁ ଦ୍ରୌପଦୀ ବସ୍ତ୍ରହରଣ ଆଧାରିତ ସରଳ ସାବଲୀଳ କାବ୍ୟ ଲେଖିଥିଲେ । |
ରଚନାବଳୀ
[ସମ୍ପାଦନା]- କପଟପାଶା – (ଲିଖନ ପ୍ରକଳ୍ପ)