ଲେଖକ:ମୃତ୍ୟୁଞ୍ଜୟ ରଥ

ଉଇକିପାଠାଗାର‌ରୁ
ମୃତ୍ୟୁଞ୍ଜୟ ରଥ
(୧୮୮୨–୧୯୨୪)
ମୃତ୍ୟୁଞ୍ଜୟ ରଥ ଜଣେ ସଂସ୍କୃତ ପଣ୍ଡିତ, ଭାଷାବିତ ଓ ଅନୁବାଦକ ଥିଲେ । ମାତ୍ର ୩୭ବର୍ଷର ଜୀବନକାଳ ମଧ୍ୟରେ ସେ ଅନେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦ ଭିନ୍ନ ସେ ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

ସଂସ୍କୃତ ଭାଷାରୁ ଅନୁବାଦ[ସମ୍ପାଦନା]

  • ବିକ୍ରମୋର୍ବଶୀ
  • ମୁଦ୍ରାରାକ୍ଷାସ
  • ମୃଚ୍ଛକଟିକ
  • ବେଣୀ ସଂହାର
  • କୁମାର ସଂଭବ
  • ମାଳତୀ ମାଧବ

ଉପନ୍ୟାସ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

  • ନାରୀ ଦର୍ପଣ
  • କର୍ମଯୋଗୀ ଗୌରୀଶଙ୍କର
  • ଶାରଳା ଚରିତ
  • ସରଳ ଓଡ଼ିଆ ଅଭିଧାନ
  • ସୁଖବୋଧ ବ୍ୟାକରଣ