ଲେଖକ:ଶିଶୁ ଅନନ୍ତ

ଉଇକିପାଠାଗାର‌ରୁ
ଶିଶୁ ଅନନ୍ତ ଦାସ
ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ।
ଶିଶୁ ଅନନ୍ତ ଦାସ

ରଚନାବଳୀ[ସମ୍ପାଦନା]

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

  • ଗୁପ୍ତବାଣୀ
  • ଉଦେବାଖର
  • କଳି ମାଳିକା
  • କଳି ଭାଗବତ
  • ଗୁପ୍ତ ବ୍ରହ୍ମତତ୍ତ୍ୱ ଦର୍ଶନ
  • ତତ୍ତ୍ୱପୂର୍ଣ୍ଣ ଗୀତା
  • ତାଣ୍ଡବ ରାସ
  • ପଦକଳ୍ପତରୁ
  • ପଦ ପୋଥି
  • ପଦ୍ମବନ ରାସ
  • ବ୍ରହ୍ମପାର୍ଥିବ ତତ୍ତ୍ୱସାର ଗୀତା
  • ଭବିଷ୍ୟ ତତ୍ତ୍ୱ ଲେଖନ
  • ମୋହକଳ୍ପ ତତ୍ତ୍ୱଟୀକା
  • ଶବ୍ଦବ୍ରହ୍ମ ବା ସୁପ୍ରକାଶ
  • ଜ୍ଞାନଲହରୀ
  • ଶୂନ୍ୟନାମ ଭେଦ
  • ଶୂନ୍ୟରାଦ ଓ ସନ୍ଧିଜ୍ଞାନ
  • ସଂସାର ତତ୍ତ୍ୱବୋଧ ଲେଖନ
  • ହେତୁ ଉଦୟ ଭାଗବତ
  • ଗରୁଡ଼ କେଶବ (ସମ୍ବାଦ) ଚଉତିଶା
  • ଭବିଷ୍ୟ ପୁରାଣ
  • ଚୁମ୍ବକ ଆଗତ ଭବିଷ୍ୟ ମାଳିକା
  • ଅର୍ଥତାରେଣୀ
  • ପ୍ରଶ୍ନୋତ୍ତର
  • ଅଣାକାର ଶବଦ
  • ଭକ୍ତିମୁକ୍ତିଦାୟକ ଗୀତା