ସସିସେଣା/ଉପପୃଷ୍ଠା

ଉଇକିପାଠାଗାର‌ରୁ
ସସିସେଣା ଲେଖକ/କବି: ପ୍ରତାପ ରାୟ
ଉପପୃଷ୍ଠା

ଯେଉଁ କମନୀୟ କାବ୍ୟଟି ଉତ୍କଳ ଭାରତୀଙ୍କୁ ଉପ‌ହାର ପ୍ରଦାନ କରିଅଛନ୍ତି, ତାହା ନିଜ ଗୁଣରେ ଉତ୍କଳରେ ଗୃହେ ଗୃହେ ସମାଦୃତ ହେବ, ଏହା ନିଃନନ୍ଦେହ ।
ଏହି କାବ୍ୟଟିର ସଂକଳନରେ ମୁଁ ପ୍ରାକୃତିକ ଊତ୍କଳର ବିଭିନ୍ନ ସ୍ଥାନର ପୋଥିମାନଙ୍କର ତୁଳନାତ୍ମକ ଆଲୋଚନା କରି ଯଥାସମ୍ଭବ ଶୁଦ୍ଧ ପାଠ ଗ୍ରହଣ କରିଅଛି । ମ‌ୟୁରଭଞ୍ଜ ନିବାସୀ ମୋର ଛାତ୍ର ଶ୍ରୀମାନ୍ ଦୀନବନ୍ଧୁ ମିଶ୍ର ବି.ଏ., ସମ୍ବଲପୁର ନିବାସୀ ଶ୍ରୀମାନ୍ କପିଳେଶ୍ୱର ନନ୍ଦ ମୋତେ ସେମାନଙ୍କ ଦୂର ଦେଶରୁ ପୋଥିମାନ ସଂଗ୍ରହ କରି ଦେଇ ଯଥେଷ୍ଟ ସାହାଯ୍ୟ କରି ଅଛନ୍ତି । ସର୍ବଶେଷରେ ମୋର ଅନ୍ୟତମ ଛାତ୍ର ଶ୍ରୀମାନ ପୀତାମ୍ବର ବଳ ମଧୂପୁର ରାଜବାଟୀରୁ ମଧ୍ୟ ଖଣ୍ତିଏ ପୋଥି ଦେଇଥିଲେ । ସେହି ପୋଥି ତିନୋଟିର ସ‌ହାୟତାରେ ଶଶିସେଣା କାବ୍ୟଟି ପୁସ୍ତକାକାରରେ ପାଠକମାନଙ୍କ ହସ୍ତରେ ଅର୍ପିତ ହେଲା । ପୋଥି ସଂଗ୍ରହକର୍ତ୍ତାମାନଙ୍କ ନିକଟରେ ପ୍ରାଚୀ ସମିତି ଚିର କୃତଜ୍ଞ ।

ଶ୍ରୀ ଆର୍ତ୍ତାବଲ୍ଲଭ ମହାନ୍ତି

ଭ୍ରମ ସଂଶୋଧନ
ପୃଷ୍ଠା ପଦ-ଚରଣ ଅଶୁଦ୍ଧ ପଦ ଶୁଦ୍ଧପଦ
୧୦ ୧୫-୨ ତ୍ରିବଣୀ ତ୍ରିବେଣୀ
୨୨ ୩୩-୪ ଜଣି ଜାଣି
୨୩ ୪୪-୧ ବୋଲ ବୋଲଇ
୪୨ ୩୩-୩ ପଢିଲା ପଡିଲା
୪୨ ଫୁଟ‌ନୋଟ୍ ଉଛତ ଭଗତ
୮୩ ୨୦-୩ ମୋଜଣା ମାଜଣା
୮୨ ୪୦-୧ ଦାୟା ଦୟା
୯୧ ୧୧-୧ ବାଞ୍ଛା ବାଞ୍ଛା
୯୨ ୪୬-୧ ୟେତ ୟେତେ
୯୮ ୧-୧ ଦିନ ଦିନୁଁ