ସସିସେଣା/ଉପପୃଷ୍ଠା
ଦେଖଣା
< ସସିସେଣା
ସସିସେଣା ଲେଖକ/କବି: ଉପପୃଷ୍ଠା |
ଭ୍ରମ ସଂଶୋଧନ→ |
ଯେଉଁ କମନୀୟ କାବ୍ୟଟି ଉତ୍କଳ ଭାରତୀଙ୍କୁ ଉପହାର ପ୍ରଦାନ କରିଅଛନ୍ତି, ତାହା ନିଜ ଗୁଣରେ ଉତ୍କଳରେ ଗୃହେ ଗୃହେ ସମାଦୃତ ହେବ, ଏହା ନିଃନନ୍ଦେହ ।
ଏହି କାବ୍ୟଟିର ସଂକଳନରେ ମୁଁ ପ୍ରାକୃତିକ ଊତ୍କଳର ବିଭିନ୍ନ ସ୍ଥାନର ପୋଥିମାନଙ୍କର ତୁଳନାତ୍ମକ ଆଲୋଚନା କରି ଯଥାସମ୍ଭବ ଶୁଦ୍ଧ ପାଠ ଗ୍ରହଣ କରିଅଛି । ମୟୁରଭଞ୍ଜ ନିବାସୀ ମୋର ଛାତ୍ର ଶ୍ରୀମାନ୍ ଦୀନବନ୍ଧୁ ମିଶ୍ର ବି.ଏ., ସମ୍ବଲପୁର ନିବାସୀ ଶ୍ରୀମାନ୍ କପିଳେଶ୍ୱର ନନ୍ଦ ମୋତେ ସେମାନଙ୍କ ଦୂର ଦେଶରୁ ପୋଥିମାନ ସଂଗ୍ରହ କରି ଦେଇ ଯଥେଷ୍ଟ ସାହାଯ୍ୟ କରି ଅଛନ୍ତି । ସର୍ବଶେଷରେ ମୋର ଅନ୍ୟତମ ଛାତ୍ର ଶ୍ରୀମାନ ପୀତାମ୍ବର ବଳ ମଧୂପୁର ରାଜବାଟୀରୁ ମଧ୍ୟ ଖଣ୍ତିଏ ପୋଥି ଦେଇଥିଲେ । ସେହି ପୋଥି ତିନୋଟିର ସହାୟତାରେ ଶଶିସେଣା କାବ୍ୟଟି ପୁସ୍ତକାକାରରେ ପାଠକମାନଙ୍କ ହସ୍ତରେ ଅର୍ପିତ ହେଲା । ପୋଥି ସଂଗ୍ରହକର୍ତ୍ତାମାନଙ୍କ ନିକଟରେ ପ୍ରାଚୀ ସମିତି ଚିର କୃତଜ୍ଞ ।
ଶ୍ରୀ ଆର୍ତ୍ତାବଲ୍ଲଭ ମହାନ୍ତି
ପୃଷ୍ଠା | ପଦ-ଚରଣ | ଅଶୁଦ୍ଧ ପଦ | ଶୁଦ୍ଧପଦ |
୧୦ | ୧୫-୨ | ତ୍ରିବଣୀ | ତ୍ରିବେଣୀ |
୨୨ | ୩୩-୪ | ଜଣି | ଜାଣି |
୨୩ | ୪୪-୧ | ବୋଲ | ବୋଲଇ |
୪୨ | ୩୩-୩ | ପଢିଲା | ପଡିଲା |
୪୨ | ଫୁଟନୋଟ୍ | ଉଛତ | ଭଗତ |
୮୩ | ୨୦-୩ | ମୋଜଣା | ମାଜଣା |
୮୨ | ୪୦-୧ | ଦାୟା | ଦୟା |
୯୧ | ୧୧-୧ | ବାଞ୍ଛା | ବାଞ୍ଛା |
୯୨ | ୪୬-୧ | ୟେତ | ୟେତେ |
୯୮ | ୧-୧ | ଦିନ | ଦିନୁଁ |