ଉଇକିପାଠାଗାର:କର୍ମଶାଳା/ଦିଲ୍ଲୀ/୧

ଉଇକିପାଠାଗାର‌ରୁ
ନୂଆ ଦିଲ୍ଲୀ ଓଡ଼ିଆ ଉଇକିପାଠାଗାର କର୍ମଶାଳା
ଇଣ୍ଟରନେଟରେ ଓଡ଼ିଆ ବହି ଆଣିବାର ଏକ ଅଭିଯାନ
ଡିସେମ୍ବର ୧୪, ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ନୂଆ ଦିଲ୍ଲୀ
ଅପରାହ୍‌ଣ ୨-୪ ଘଟିକା
#Odiawikidel1

ଓଡ଼ିଆ ଉଇକିପାଠାଗାର ଇଣ୍ଟରନେଟରେ ଉପଲବ୍ଧ ଏକ ପାଠାଗାର । ଦୁର୍ମୂଲ୍ୟ ଓ ପୁରୁଣା ଅନେକ ଓଡ଼ିଆ ପୋଥି, ବହି ଆଦି ଏଥିରେ ପଢ଼ିବା ପାଇଁ ଉପଲବ୍ଧ ହେବାକୁ ଯାଉଛି । ତେବେ ଏଥିରେ ବହିମାନ ପଢ଼ିହେବା ସହ ସେସବୁରୁ ଲେଖା ନେଇ ଅନ୍ୟ ସ୍ଥାନରେ ବ୍ୟବହାର କରିହେବ ଓ ଗୁଗୁଲ ଆଦି ସର୍ଚ ଇଞ୍ଜିନରେ ଓଡ଼ିଆରେ ଖୋଜି ପାଇହେବ । ଏହି ପ୍ରକଳ୍ପରେ ଅଧିକ ବହି ଉପଲବ୍ଧ କରିବା ପାଇଁ ଅଧିକ ସ୍ୱେଚ୍ଛାସେବୀଙ୍କ ଅବଦାନ ଲୋଡ଼ା । ଏହି କର୍ମଶାଳାରେ ଆପଣ କିପରି ଓଡ଼ିଆ ବହିମାନ ଏଥିରେ ଉପଲବ୍ଧ କରାଇପାରିବେ ତାହା ଜାଣିବା ସହ ଓଡ଼ିଆରେ ଟାଇପ କରିବା ବାବଦରେ ଅଧିକ ଶିଖିପାରିବେ ।

ଏଥିରେ କଣ କଣ ଶିଖିବାକୁ ମିଳିବ?[ସମ୍ପାଦନା]

  • ଓଡ଼ିଆରେ ଟାଇପ କିପରି କରିବେ
  • କିପରି ଓଡ଼ିଆ ବହି ସବୁ ଓଡ଼ିଆ ଉଇକିପାଠାଗାରରେ. ରଖିବେ
  • ନିଜ ଅବସର ବେଳାରେ କିପରି ଅନ୍ୟମାନଙ୍କ ପାଇଁ ବହିସବୁ ଇଣ୍ଟରନେଟରେ ରଖିବେ

ସ୍ଥାନ ଓ ସମୟ[ସମ୍ପାଦନା]

ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ନୂଆ ଦିଲ୍ଲୀ
(ନିକଟତମ ମେଟ୍ରୋ ଆଇ ଏନ ଏ, ଏଠାରୁ ରିକ୍ସା ଯୋଗେ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ଆସିପାରିବେ)
ଦିନ ୨ ଟା

ପରିଚାଳନା[ସମ୍ପାଦନା]

  • ପଙ୍କଜମାଳା ଷଡ଼ଙ୍ଗୀ
  • ସୁଭାସିସ ପାଣିଗାହି (ମୋବାଇଲ: 8050515339)

ଅଂଶଗ୍ରହଣ[ସମ୍ପାଦନା]

ବିବରଣୀ[ସମ୍ପାଦନା]

ଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ଅଛି ।