ଉଇକିପାଠାଗାର:କର୍ମଶାଳା/ଦିଲ୍ଲୀ/୧
Appearance
ଇଣ୍ଟରନେଟରେ ଓଡ଼ିଆ ବହି ଆଣିବାର ଏକ ଅଭିଯାନ |
ଡିସେମ୍ବର ୧୪, ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର ନୂଆ ଦିଲ୍ଲୀ ଅପରାହ୍ଣ ୨-୪ ଘଟିକା #Odiawikidel1
|
ଓଡ଼ିଆ ଉଇକିପାଠାଗାର ଇଣ୍ଟରନେଟରେ ଉପଲବ୍ଧ ଏକ ପାଠାଗାର । ଦୁର୍ମୂଲ୍ୟ ଓ ପୁରୁଣା ଅନେକ ଓଡ଼ିଆ ପୋଥି, ବହି ଆଦି ଏଥିରେ ପଢ଼ିବା ପାଇଁ ଉପଲବ୍ଧ ହେବାକୁ ଯାଉଛି । ତେବେ ଏଥିରେ ବହିମାନ ପଢ଼ିହେବା ସହ ସେସବୁରୁ ଲେଖା ନେଇ ଅନ୍ୟ ସ୍ଥାନରେ ବ୍ୟବହାର କରିହେବ ଓ ଗୁଗୁଲ ଆଦି ସର୍ଚ ଇଞ୍ଜିନରେ ଓଡ଼ିଆରେ ଖୋଜି ପାଇହେବ । ଏହି ପ୍ରକଳ୍ପରେ ଅଧିକ ବହି ଉପଲବ୍ଧ କରିବା ପାଇଁ ଅଧିକ ସ୍ୱେଚ୍ଛାସେବୀଙ୍କ ଅବଦାନ ଲୋଡ଼ା । ଏହି କର୍ମଶାଳାରେ ଆପଣ କିପରି ଓଡ଼ିଆ ବହିମାନ ଏଥିରେ ଉପଲବ୍ଧ କରାଇପାରିବେ ତାହା ଜାଣିବା ସହ ଓଡ଼ିଆରେ ଟାଇପ କରିବା ବାବଦରେ ଅଧିକ ଶିଖିପାରିବେ ।
ଏଥିରେ କଣ କଣ ଶିଖିବାକୁ ମିଳିବ?
[ସମ୍ପାଦନା]- ଓଡ଼ିଆରେ ଟାଇପ କିପରି କରିବେ
- କିପରି ଓଡ଼ିଆ ବହି ସବୁ ଓଡ଼ିଆ ଉଇକିପାଠାଗାରରେ. ରଖିବେ
- ନିଜ ଅବସର ବେଳାରେ କିପରି ଅନ୍ୟମାନଙ୍କ ପାଇଁ ବହିସବୁ ଇଣ୍ଟରନେଟରେ ରଖିବେ
ସ୍ଥାନ ଓ ସମୟ
[ସମ୍ପାଦନା]ଜଗନ୍ନାଥ ମନ୍ଦିର, ତ୍ୟାଗରାଜ ନଗର, ନୂଆ ଦିଲ୍ଲୀ
(ନିକଟତମ ମେଟ୍ରୋ ଆଇ ଏନ ଏ, ଏଠାରୁ ରିକ୍ସା ଯୋଗେ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିର ଆସିପାରିବେ)
ଦିନ ୨ ଟା
ପରିଚାଳନା
[ସମ୍ପାଦନା]- ପଙ୍କଜମାଳା ଷଡ଼ଙ୍ଗୀ
- ସୁଭାସିସ ପାଣିଗାହି (ମୋବାଇଲ: 8050515339)
ଅଂଶଗ୍ରହଣ
[ସମ୍ପାଦନା]ବିବରଣୀ
[ସମ୍ପାଦନା]ଫଟୋ
[ସମ୍ପାଦନା]ଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ଅଛି ।