ପୃଷ୍ଠା:Hada bagicha.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଙ୍କେଇ ଷ୍ଟାଣ୍ଡ ଭିତରକୁ ଯିବାବେଳେ ସଭିଙ୍କ ମୁହଁରେ ଲାଇଟ ପକାଇ ଚାଲିଗଲା । ସମସ୍ତଙ୍କୁ ଯେପରି ଶୋଷିନେଲା- ହକିଷ୍ଟିକ୍ ପିଲାଙ୍କୁ, ଝିଅପୁଅ ବାପମାଙ୍କୁ, ଶାଢ଼ି ପିନ୍ଧା ବେଗମ୍କୁ ଓ ଅନ୍ୟାନ୍ୟଙ୍କୁ । ସମସ୍ତେ ଆଖି ବୁଜିଦେଲେ