ପୃଷ୍ଠା ଆଲୋଚନା:Galpa swalpa.djvu/୩୧

Page contents not supported in other languages.
ଉଇକିପାଠାଗାର‌ରୁ

' 'ଫକୀରମୋହନ ଗ୍ରନ୍ଥାବଳୀ'
ବଡ଼ନଈ ପରଗନାର ଶାଳପାଳ ତାଲୁକର ଜମିଦାର
ଏହି ପୃଷ୍ଠାରେ ପ୍ରଥମ ଦୁଇଧାଡ଼ି ଉପରୋକ୍ତ ମତେ ଲେଖାଯାଇଛି, କିନ୍ତୁ ଏଡିଟ ମୋଡରେ ' 'ଫକୀରମୋହନ ଗ୍ରନ୍ଥାବଳୀ' ଧାଡ଼ିଟି ଦୃଶ୍ୟ ହେଉନାହିଁ । ଏହା କିପରି ସମ୍ଭବ ହୋଇଛି ? ଏହି ଧାଡ଼ିଟିର ' '---' ଚିହ୍ନ ଭୂଲ ଅଛି । କିପରି ସଂଶୋଧନ କରାଯିବ ?--Subas Chandra Rout (ମୋ ଆଲୋଚନା) ୧୯:୧୪, ୧୫ ଅକ୍ଟୋବର ୨୦୧୫ (IST)[reply]