ପୃଷ୍ଠା:Pratham Purush.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପରିଶିଷ୍ଟ ୩

ସମୟାନୁକ୍ରମ

୧୯୭୦-୭୧   ରଚନାକାଳ

୧୯୭୧   ଡିସେମ୍ବର 'ପ୍ରଥମ ପୁରୁଷ' ପ୍ରଥମ ପ୍ରକାଶ (ପ୍ରକାଶକ: ଅନନ୍ତ ମହାପାତ୍ର; ପ୍ରଚ୍ଛଦ: ସତ୍ୟଜିତ ରାୟ; ମୂଲ୍ୟ: ଚାରିଟଙ୍କା)

୧୯୭୨  କଲିକତାରେ ପ୍ରଥମ ପୁରୁଷର କବିତା ପାଠ (ବିଶେଷ ଉପସ୍ଥିତି: ଶକ୍ତି ଚଟ୍ଟୋପାଧ୍ୟାୟ)

୧୯୭୪   ହିନ୍ଦୀ ଅନୁବାଦ ପ୍ରକାଶ (ଅନୁବାଦ : ଶଙ୍କରଲାଲ ପୁରୋହିତ; ପ୍ରଚ୍ଛଦ: ଅସିତ ମୁଖାର୍ଜୀ; ପ୍ରକାଶକ: ଲହର ପ୍ରକାଶନ, ଆଲ୍ଲାହାବାଦ; ଭୂମିକା: ଓଁକାର ଶରଦ; ମୂଲ୍ୟ: ଛଅ ଟଙ୍କା)

୧୯୭୬   ଇଂରାଜୀ ଅନୁବାଦ First Person ପ୍ରକାଶିତ ( ଅନୁବାଦ: ଦେବ ପଟ୍ଟନାୟକ; ପ୍ରକାଶକ: Arnold Heinemann; ମୂଲ୍ୟ:ପନ୍ଦର ଟଙ୍କା)

୧୯୭୮   ହିନ୍ଦୀ ‘ପ୍ରଥମ ପୁରୁଷ’ ଆଲୋଚନା ସଭା (ଆୟୋଜନ: ମହାନଦୀ ବୃତ୍ତ; ସଭାପତି: ଡ. ଲକ୍ଷ୍ମୀନାରାୟଣ ଲାଲ; ମୁଖ୍ୟବକ୍ତା: ଅଜିତ କୁମାର; ସଂଯୋଜକ: ଖଗେଶ୍ୱର ମହାପାତ୍ର)