ଏହି ପୃଷ୍ଠାଟି ବୈଧ ହୋଇସାରିଛି
କେଉଁ ନକ୍ଷତ୍ର କେଉଁଠି ?
୧. ଅଶ୍ୱିନୀ | ମେଷ | ୧୦. ମଘା | ସିଂହ | ୧୯. ମୂଳା | ବିଛା |
୨. ଭରଣୀ | ମେଷ | ୧୧. ପୂ.ଫାଲ୍ଗୁନୀ | ସିଂହ | ୨୦. ପୂର୍ବାଷାଢ଼ା | ଧନୁ |
୩. କୃତ୍ତିକା | ବୃଷ | ୧୨. ଉ.ଫାଲ୍ଗୁନୀ | ସିଂହ | ୨୧.ଉତ୍ତରାଷାଢ଼ା | ଧନୁ |
୪. ରୋହିଣୀ | ବୃଷ | ୧୩. ହସ୍ତା | ହସ୍ତା | ୨୨. ଶ୍ରବଣା | ଗରୁଡ଼ |
୫.ମୃଗଶୀରା | କାଳପୁରୁଷ | ୧୪. ଚିତ୍ରା | କନ୍ୟା | ୨୩. ଧନିଷ୍ଠା | ଧନିଷ୍ଠା |
୬. ଆର୍ଦ୍ରା | * | ୧୫. ସ୍ୱାତୀ | ଭୂତେଶ | ୨୪.ଶତଭିଷା | କୁମ୍ଭ |
୭. ପୁନର୍ବସୁ | ମିଥୁନ | ୧୬. ବିଶାଖା | ତୁଳା | ୨୫. ପୂ.ଭାଦ୍ରପଦ | ପକ୍ଷୀରାଜ |
୮. ପୁଷ୍ୟା | କର୍କଟ | ୧୭. ଅନୁରାଧା | ବିଛା | ୨୬. ଉ.ଭାଦ୍ରପଦ | ପକ୍ଷୀରାଜ |
୯. ଅଶ୍ଳେଷା | ବାସୁକୀ | ୧୮. ଜ୍ୟେଷ୍ଠା | ବିଛା | ୨୭. ରେବତୀ | ମୀନ |
- କାଳପୁରୁଷ-କ ତାରାକୁ ସାଧାରଣତଃ ଆର୍ଦ୍ରା ଭାବରେ ନିଆଯାଏ । କିନ୍ତୁ କେତେ ମତରେ ଆର୍ଦ୍ରା ନକ୍ଷତ୍ର ହେଉଛି ମିଥୁନ ରାଶିର ତାରା ଆଲ୍ହେନା- ଏହା ମୃଗଶୀରା ଓ ପୁନର୍ବସୁ ନକ୍ଷତ୍ର ଦୁହିଁଙ୍କର ପ୍ରାୟ ମଝିରେ ରହିଛି । ତେବେ ତାରାର ନାଁ ହିସାବରେ ବେଟେଲ୍ଜୁଜ୍ ବା କାଳପୁରୁଷ-କ ଓଡ଼ିଆରେ ଆର୍ଦ୍ରା କୁହା ଯାଇ ପାରିବ ।