ଶ୍ରୀ ମଙ୍ଗଳା ସ୍ତୁତି

ଉଇକିପାଠାଗାର‌ରୁ

. ଶ୍ରୀ ମଙ୍ଗଳା ସ୍ତୁତି..

ଜୟ ଜୟ ଜୟ ମାଗୋ ଜଗତ ବନ୍ଦନୀ | ଜୟ ଜୟ ଜୟ ମାଗୋ ବିଘ୍ନ ବିନାଶିନୀ |୧|

ଜୟ ଜୟ ଜୟ ମାଗୋ ତ୍ରିପୁର ମୋହିନୀ | ଜୟ ଜୟ ଜୟ ମାଗୋ ସଙ୍କଟ ତାରିଣୀ |୨|

ଜୟ ଜୟ ଜୟ ମାଗୋ ନିର୍ମୁନ୍ଡ ମାଳିନୀ | ଜୟ ଜୟ ଜୟ ମାଗୋ ଶଙ୍କର ଭବାନୀ |୩|

ଜୟ ଜୟ ଜୟ ମାଗୋ ତ୍ରିତାପ ହାରିଣୀ | ଜୟ ମାତା ତୋ ଦୟାରୁ ମୂର୍ଖୋ ହୁଏ ୁଣୀ(ଜ୍ଞାନୀ) |୪|

ଜୟ ତୁମଙ୍ଗଳା ମାଗ ା ଜୟ ହର ଚଣ୍ଡୀ | ତୋତେ ସୁମରିଲେ ମାତ(ମାଗ ା) ଦୁରତି ଯେ ଖ୍ନ୍ଡି|୫|

ବିପଦ କାଳଗର ସୁମରନ୍ତି ଯେଉଁଜନ | ମହାଗ ାର ସଙ୍କଟରୁ ଫିଟାଉ ବନ୍ଧନ |୬|

ଅଦୃଶୟକୁ ଦୃଶୟ ହୁଏ ତୋ ନାମ ଧରିଲେ | ବିପତ୍ତିନଥାଏ ମାଗୋ ତୋତେ ସୁମରିଲେ |୭|

ତୋହର ଯେ ନାମମାନ ଯହୁଁସୁମରଇ | କିଛିହିଁ ସଙ୍କଟ ମାଗ ା ବିପତ୍ତିନ ଥାଇ |୮|

ଅନାଥକୁଦୟା ମାଗ ା ଦୂବ କରୁଦାରୁ| ଦୁସ୍ତର ପଡିଲେ ମାଗ ା ପ୍ରାଣୀଙ୍କୁ ଉଦ୍ଧାରୁ |୯|

ଯେତେବେଳେ ପ୍ରାଣୀଙ୍କୁ ଯେ ପଡିଥାଏ କଷ୍ଟ | ତୋତେ ସୁମରଲେ ମାଗ ା ଫିଟାଉ ସଙ୍କଟ |୧୦|

ଯେ ତୋହର ବାରବ୍ରତ ସବୁକଗର ନିତି| ପାଏ ସେହିଧନ ଜନ ଅଚଳ ସମ୍ପତ୍ତି |୧୧|

ନଗମା ନାରାୟଣୀ ମାଗ ା ଅପ୍ରନ ପାର୍ବତୀ | ଭ୍ରମଣ ତୁ(ଗେ) କରୁମାଗ ା ଅର୍ଦ୍ଧ ନିଶା ରାତି |୧୨|

ଚଣ୍ଡୀ ଯେ ଚାମୁଣ୍ଡା ମାଗ ା ଖଟନ୍ତି ଅପାର | ଏମାନଙ୍କୁ ସଗଙ୍ଗେ ଘେନି ଭ୍ରମଣ ତୋହର |୧୩|

ପୟରେ ଅଳତା ଭାଲେ ସନ୍ଦିୁରର ଚିତା | ରଙ୍ଗ ବସନରେ ତୋର ଶ୍ରୀ ଅଙ୍ଗ ଶୋଭିତା |୧୩|

ସିିଂହର ପୃଷ୍ଠେର ମାଗ ା ବିଜେ କରିଥାଉ | ଯେ ମୁଖେ (ମୁଗହ)ଁ ପଡିଲେ ମାଗ ା ନବତ୍ତମନ୍ତିଆଉ |୧୪|

ନମସ୍ତେ ଶାରଳା ମାଗ ା ଶଙ୍କର ଭବାନୀ | ଦୟାକର ମୋତେ ମାଗ ା ଦୂର୍ଗତି ନାଶିନୀ |୧୫|

ଅଥଳ ସମୁଦ୍ରେ ମାତ ବୁଡିଲା ା ମୋ ଭେଳା | ଦୁସ୍ତର ପଡିଲା ମାଗ ା ଉଦ୍ଧାର ମଙ୍ଗଳା |୧୬|

ସଖା ସହୋଦର ମାଗ ା ବନ୍ଧୁବଳ ନାହିଁ| ବିପତ୍ତିକାଳରେ ସାହା ହୁଅ ମହାମାୟୀ |୧୭|

ବିନ୍ଧୟ ଗିରିବାସିନୀ ମା ଗହମୈବନ୍ତସୁତା | ଏମନ୍ତ ଦ୍ୱାଦଶ ନାମ ଦେଲେହେ ବିଧାତା |୧୮|

ଝଙ୍କଡେ ରହେିୁନାମ ଶାରଳା ବୋଲାଇ | କାକଟପୁରେ ରହେିୁମଙ୍ଗଳା ଯେ ତହିଁ(ତୁହ) ି |୧୯|

ଲହଲହ ଜିହୱା ମା ସନ୍ଦୁରେ ମୁଖମନ୍ଡି|କୋଣାର୍କେ ରହିଲୁ ମା ହୋଇ ରାମ ଚଣ୍ଡୀ |୨୦|

ପୁରୁଷୋତ୍ତମେ ରହେିଲୁ ବିମଳା ବୋଲାଇ | ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ |୨୧|

ସମୱେପୁଗର ରହିଲୁ(ମା) ନାମ ସମଲାଇ | ୋଜପୁଗର ରହେିୁଲୁ ମା ନାମ ବିରଜାଇ |୨୨|

ପଶ୍ଚିମେ ରହିଲୁ ମାତ ନାମ ହେଙ୍ଗୁଳାଇ | ଭୁବଗନଶ୍ୱର ରହିଲୁ ଗଉରୀ ବାୋଲାଇ |୨୩|

ବାଣପୁରେ ରହିଲୁ ମା ନାମ ଭଗବତୀ | ସକଳ ନାମେର ତୋତେ କରନ୍ତି ଯେ ସ୍ତୁତ ି|୨୪|

ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି| ଏମଗନ୍ତେ ଦ୍ୱାଦଶ ନାମ ଦାତା ଗଲେ ଦେଇ |୨୫|

ତୋହର ମହିମା ମାଗ ା କେ ପାରିବ କହି| ମାଡିବସିଅଛୁ ଦଶଦିଗ ମହାମାୟୀ |୨୬|

ନମସ୍ତେ ଚଣ୍ଡୀକା ତୁମେ ରୁେଦ୍ରଙ୍କର ବାମା | କେ କହିପାରିବ ମାଗ ା ତୁମ୍ଭର ମହିମା |୨୭|

ଡମୱରୁମଝା ମାଗ ା ବିଚିତ୍ରସିିଂହ ଠାଣି| ମହା ମୂତ୍ତମୀ ରୂପେ ମାଗ ା ଅଟୁ ଗୋସାମଣୀ |୨୮|

େହ େହ ଜିହୱା ମାଗ ା ଘୋର ଦନ୍ତପାଟି| ନମୋ ଆଦିମାତା ତୁହି(ମାଗ ା) ବିଜେ ସିିଂହ ପିଠି |୨୯|

କାତି ଯେ ଖର୍ପର ମାଗ ା ଶୋହ ବାମକର | ଶଙ୍ଖ ଚକ୍ର ଗଦା ମାଗ ା ଆୟୁଧ ତୋହର |୩୦|

ନାନା ପୁଷ୍ପମାଳ ତୋର କୁସୁମ ଚନ୍ଦନ | କପାଳେ ସନ୍ଦିୁର ାର ଦିଶେ ଶୋଭାବନ |୩୧|

ନମସ୍ତେ ଶାରଳା ମାଗ ା ଚଣ୍ଡୀ ମହାମାୟୀ | ଦୁସ୍ତର ପଡିଲେ ମାଗ ା ଉଦ୍ଧାରୁ ଯେ ତୁହ ି|୩୨|

ତ୍ରତୟାରେ ତୋତେ ମାଗ ା ସୁମରିଲେ ରାମ | ପ୍ରସନ୍ନ ହୋଇଣ ମାଗୋ କଲୁ କେୁପୂର୍ଣ୍ମକାମ |୩୩|

ତୁମରି ଆଜ୍ଞାରେ ରାମ େଙ୍କା କଗେ ଜୟ | ରାବଣକୁମାରିସୀତା ଆଣିରାମ ରାୟ |୩୪|

ନମଗସ୍ତ ଶାରଳା ମାଗ ା ରକ୍ଷା କର ଗମାଗତ | ମୁହିଁଅରକ୍ଷିତ ଜନ ଆଶ୍ରା କଲିତୋତେ |୩୫|

ଯେତେବେଳ ୋହା ମାଗ ା କରୁଥିବି ଇଛା | ତୋ ପାଦ ସ୍ମରଣେ ପୂରୁଥିବ ମନ ବାଞ୍ଛା |୩୬|

ତୁମର ଚରଣେ ମୋର ରହୁ ମନସ୍ଥିର | କହେ ଦୀନ ହୀନ ଆଦିମାତ ଯେ ଉଦ୍ଧାର |୩୭|