ଉଇକିପାଠାଗାର:ଜନ୍ମତିଥି/୨/କର୍ମଶାଳା/ପୋଥି ଓ ଉଇକିବଟ
ଦେଖଣା
- ପୋଥି ଓ ଉଇକିବଟ
ସାରାଂଶ
[ସମ୍ପାଦନା]- ଏହି କର୍ମଶାଳାରେ ଉଇକିପାଠାଗାର ଅନ୍ତର୍ଗତ ବିରଳ ବହି ସଂଗ୍ରହ ଓ ଡିଜିଟାଇଜେସଣ ପ୍ରକଳ୍ପ ପୋଥି ବିଷୟରେ ଓ ଉଇକିପିଡ଼ିଆ ପ୍ରଶିକ୍ଷଣ ବଟର ଡେଭଲପମେଣ୍ଟ ବିଷୟରେ ଅଧିକ ଜାଣିବାକୁ ପାଇବେ । ଏହାଦ୍ୱାରା ପୋଥି ପ୍ରକଳ୍ପରେ ଅଧିକ ଲୋକ ମିଶିବେ ଓ ବଟର ଫିଚର ଉପରେ ଅଧିକ ସଜେସଣ ନିଆଯିବ ।
ଏହି କର୍ମଶାଳା ଏକ ଉଇକିମିଡ଼ିଆ ପ୍ରକଳ୍ପ ଓ ସଂଘର କେଉଁ ପ୍ରକାର ବିକାଶରେ ଲାଗିବ?
[ସମ୍ପାଦନା]- ଏହି କର୍ମଶାଳାଦ୍ୱାରା ପୋଥି ପ୍ରକଳ୍ପ ଉନ୍ନତ ହେବ ଓ ତହିଁରୁ ଉଇକିପାଠାଗାରରେ ଅଧିକ ବିରଳ ପୁସ୍ତକ ଉପଲବ୍ଧ ହେବ । ଉଇକିବଟ ଦ୍ୱାରା ସମସ୍ତ ଉଇକିମିଡ଼ିଆ ପ୍ରକଳ୍ପରେ ନୂଆ ବ୍ୟବହାରକାରୀମାନଙ୍କ ପ୍ରଶିକ୍ଷଣ ଅତି ସରଳ ହେବ ଓ ଫଳତଃ ଅଂଶଗ୍ରହଣ ବଢ଼ିପାରେ ।
ପ୍ରେଜେଣ୍ଟେସନ
[ସମ୍ପାଦନା]- ଶୀଘ୍ର ଅପଲୋଡ଼ କରାଯିବ ।
ଅବଧି
[ସମ୍ପାଦନା]- ପାଖାପାଖି ୧୫-୨୦ ମିନିଟରେ ସମସ୍ତ କର୍ମଶାଳା ସମାପ୍ତ ହେବ ।
କର୍ମଶାଳା ପରିଚାଳନା
[ସମ୍ପାଦନା]—ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୧୯:୩୩, ୨୪ ଜାନୁଆରୀ ୨୦୧୭ (IST)