ଉଇକିପାଠାଗାର:ଜନ୍ମତିଥି/୨/କର୍ମଶାଳା/ପୋଥି ଓ ଉଇକିବଟ

ଉଇକିପାଠାଗାର‌ରୁ
Comment ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି । ଅଧିକ ସୂଚନା ଆଲୋଚନା ପୃଷ୍ଠାରେ ଉପଲବ୍ଧ ।
ପୋଥି ଓ ଉଇକିବଟ

ସାରାଂଶ[ସମ୍ପାଦନା]

  • ଏହି କର୍ମଶାଳାରେ ଉଇକିପାଠାଗାର ଅନ୍ତର୍ଗତ ବିରଳ ବହି ସଂଗ୍ରହ ଓ ଡିଜିଟାଇଜେସଣ ପ୍ରକଳ୍ପ ପୋଥି ବିଷୟରେ ଓ ଉଇକିପିଡ଼ିଆ ପ୍ରଶିକ୍ଷଣ ବଟର ଡେଭଲପମେଣ୍ଟ ବିଷୟରେ ଅଧିକ ଜାଣିବାକୁ ପାଇବେ । ଏହାଦ୍ୱାରା ପୋଥି ପ୍ରକଳ୍ପରେ ଅଧିକ ଲୋକ ମିଶିବେ ଓ ବଟର ଫିଚର ଉପରେ ଅଧିକ ସଜେସଣ ନିଆଯିବ ।

ଏହି କର୍ମଶାଳା ଏକ ଉଇକିମିଡ଼ିଆ ପ୍ରକଳ୍ପ ଓ ସଂଘର କେଉଁ ପ୍ରକାର ବିକାଶରେ ଲାଗିବ?[ସମ୍ପାଦନା]

  • ଏହି କର୍ମଶାଳାଦ୍ୱାରା ପୋଥି ପ୍ରକଳ୍ପ ଉନ୍ନତ ହେବ ଓ ତହିଁରୁ ଉଇକିପାଠାଗାରରେ ଅଧିକ ବିରଳ ପୁସ୍ତକ ଉପଲବ୍ଧ ହେବ । ଉଇକିବଟ ଦ୍ୱାରା ସମସ୍ତ ଉଇକିମିଡ଼ିଆ ପ୍ରକଳ୍ପରେ ନୂଆ ବ୍ୟବହାରକାରୀମାନଙ୍କ ପ୍ରଶିକ୍ଷଣ ଅତି ସରଳ ହେବ ଓ ଫଳତଃ ଅଂଶଗ୍ରହଣ ବଢ଼ିପାରେ ।

ପ୍ରେଜେଣ୍ଟେସନ[ସମ୍ପାଦନା]

  • ଶୀଘ୍ର ଅପଲୋଡ଼ କରାଯିବ ।
  • ପାଖାପାଖି ୧୫-୨୦ ମିନିଟରେ ସମସ୍ତ କର୍ମଶାଳା ସମାପ୍ତ ହେବ ।

କର୍ମଶାଳା ପରିଚାଳନା[ସମ୍ପାଦନା]

ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) (ମୋ ଆଲୋଚନା) ୧୯:୩୩, ୨୪ ଜାନୁଆରୀ ୨୦୧୭ (IST)[reply]

ଇଚ୍ଛୁକ ଉଇକିଆଳି[ସମ୍ପାଦନା]

  1. --ସୁଭାସିସ ପାଣିଘରି (ମୋ ଆଲୋଚନା) ୨୧:୫୬, ୨୪ ଜାନୁଆରୀ ୨୦୧୭ (IST)[reply]