ପୃଷ୍ଠା:Baula Charita o Ramagatha (Gobinda Bhanja).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବଉଳା ବଚନ ଶୁଣି କ‌ହୁଅଛି ବାଘ ପୁତ୍ର କି କରିବ ମୃତ୍ୟୁ ହୋଇଲାନି ଆଗ । ଦେଖିବାମାତ୍ରକେ ମୋତେ ପ୍ରାଣୀ କରେ ତ୍ରାସ ଥୋକେ ଲୋକ ଦେଖିବାମ ତ୍ରକେ ଯାନ୍ତି ନାଶ ।୮୫।