ଯେଉଁ କୁସୁମଦ୍ବାରା ଜଗତ୍ ପ୍ରୀତ ହୁଏ, ଅର୍ଥାତ୍ କାହାରି ପୀଡ଼ା ନ ହୁଏ, ସେହି କୁସୁମ ଦ୍ବାରା କନ୍ଦର୍ପ, ବିରହୀ କି ପୀଡ଼ିତ କରୁଅଛି । ୨ୟ ବ୍ୟାଘାତାଳୀ - ସୂକରତା ନିମିତ୍ତ କର୍ତବ୍ୟ କ୍ରିୟା ଯେବେ କାର୍ଯ୍ୟବିରୋଧନୀ ହୁଏ - ଯଥା, ରାଜା ସ୍ବପୁତ୍ରକୁ କହିଲେ, ଆମେ ବିଦେଶକୁ ଯାଉଅର୍ଜୁ, ତୁମେୟ ବାଳକ ଅଟ, ଗୃହରେ • ଥାଅ । ପୁତ୍ର କହିଲେ ବାଳକ ବୋଲି ଯେବେ ଜାଣୁଅଛ, ତେବେ ତତ୍ଯାଗ କରିଯିବାର ବିଧେୟ ନୁହେଁ । କାରଣମାକାଳୀ - କାରଣମାନେ ଯଥା ପୂର୍ବରେ ଅଲେ - ଯଥା, ନ୍ୟାୟ ଦ୍ବାରା ଶ୍ରୀ, ଶ୍ରୀ ଦ୍ବାରା ତ୍ୟାଗ, ତ୍ୟାଗ ଦ୍ବାରା ଯଶ ହୁଏ । ୨ୟ କାରଣମାଳାଳୀ - କାରଣମାନେ, ଉତ୍ତରରେ ଥୁଲେ - ଯଥା, ନରକ, ପାପରୁ ପାପ, ଦାରିଦ୍ର୍ୟରୁ ଦାରିଦ୍ର୍ୟ, ଅପ୍ରଦାନରୁ ହୁଏ । ଏକାବଳୀ ଅଳଙ୍କ - ପୂର୍ବରୁ ଗୃହୀତ ହୋଇ ପଶ୍ଚାତ୍ ତ୍ୟକ୍ତ ହେବା ଅର୍ଥଶ୍ରେଣୀକୁ - 2, ନେତ୍ର ଦୃୟ କର୍ଣ୍ଣପର୍ଯ୍ୟନ୍ତ ବିଶାଳ ହୋଇଅଛି, ଜର୍ଣ୍ଣ ଦ୍ୱୟ, ବାହୁସ୍ତମ୍ଭ ପର୍ଯ୍ୟନ୍ତ ଦୋଳିତ ହେଉଅଛନ୍ତି; ଦୋ ସ୍ତମ୍ଭ ହ୍ରାୟ ଜାନୁ ପର୍ଯ୍ୟନ୍ତ ଲମ୍ବାୟମାନ ହୋଇ ଅଛନ୍ତି; ଜାନୁଦୃୟ ଋତ୍ବଦର୍ପଣ ପରି ହୋଇ ଅଛନ୍ତି । ମାଳା ଦୀପକାଳୀ - ଏକାବଳୀ ଓ ଦୀପକ ଏ ଦୁହିଙ୍କର ଯୋଗକୁ - ଯଥା, ହେ କୃଷ୍ଣ !। ଧର୍ମ ସାଧୁମାନଙ୍କ ହୃଦୟରେ ସ୍ଥିତି କଲା, ସେହି ହୃଦୟ, ତୁମ୍ଭଠାରେ ରହିଲା । ସାରାଳୀ" କାର - ଉତ୍ତରୋତ୍ତର ଉତ୍କର୍ଷକୁ - ଯଥା, ମଧୁ ମଧୁର, ତଦପେକ୍ଷା ପୀୟୁକ୍ଷ, ତଦପେକ୍ଷା କବିବଚନ ମଧୁର; ଅଥବା” ଯଥସଂଖ୍ୟାଳ° - କ୍ରମଦ୍ବାରା କ୍ରମିକମାନଙ୍କର ଅନ୍ୱୟକୁ - ଯଥା, ଶଡୁ, ମିତ୍ର, ବିପତ୍ତିକୁଜିତ, ରଞ୍ଜିତ ଭଗ୍ନ, କର । ଅତ୍ର ଶତ୍ମକୁ ଜିତକର ଇତ୍ୟାଦି କ୍ରମ ପର୍ଯ୍ୟାୟାଳୀ - ଏକ ବ୍ୟକ୍ତିର କ୍ରମରେ ଯେବେ ଅନେକ ସଂଶ୍ରୟ ହୁଏ - ଯଥା, କାମିନୀର ବଦନ ଶୋଭା ପଦ୍ମକୁ ଛାଡ଼ି ଚନ୍ଦ୍ରଠାକୁ ଗଲା । ପରିବୃତ୍ଯନଙ୍କ - ନୁଧ୍ୟାନ ଓ ଅଧକ ଏ ଦୁହିଙ୍କର ପରସ୍ପର ବିନିମୟକୁ ଯଥା, ଏ। ରାଜା, ଏକଶରକୁ ତ୍ୟକ୍ତ କରି ରିପୁଶ୍ରୀର କଟାକ୍ଷମାନଙ୍କୁ ଗ୍ରହଣ କଲେ । ଏହାର ତାତ୍ପର୍ଯ୍ୟ ଏହି ରିପୁସମ୍ପରିମାନଙ୍କୁ ଗ୍ରହଣ କଲେ । ତୃଣାଲୁଘୁତର ସ୍କୁଳ, ସ୍କୁଳାଦପି ଚ ଯା ଚକ୫ ବାୟୁନ କି* ନନୀତୋଽସୌ। ମାମୟଂ ପ୍ରାର୍ଥ ଯେ ଦିତି ।
ପୃଷ୍ଠା:Alankara Bodhodaya.pdf/୭୦
ଦେଖଣା