ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୮୨

ହୁଅଇ ତାହା ସେ ଦେଶର ବ୍ୟୟର ଉପଯୁକ୍ତ ରଖି ବାଣିଜ୍ୟ କାରିମାନେ ଜାହାଜାଦି ଦ୍ୱାରା ଦେଶ ଦେଶାନ୍ତରରେ ବଳିଲା ଦ୍ରବ୍ୟ ଘେନି ଯାନ୍ତି । ଏମନ୍ତେ କୃଷକମାନେ ଯେଋପେ ମାଟି ଚାଷ କରି ଜୀନନ କାଟନ୍ତି ସେଋପେ ସମୁଦ୍ର ଚାଷସ୍ୱଋପ କର୍ମ କରି ହଜାର ମଣିଷମାନେ ଜୀବନ କାଟନ୍ତି । ଆଉ ଏମନ୍ତ ଏକ ଦେଶରେ ଯେତେ ଜ୍ଞାନ ଓ ଉପକାରକ ବିଦ୍ୟାଦି ଥାୟେ ତାହା ବାଣିଜ୍ୟ କର୍ମ ହୋଇ ଅନ୍ୟଦେଶରେ ପ୍ରବେଶ ହୁଅଇ । ପୁଣି ଭରସା ଅଛି ଯେ ସେହି ଜ୍ଞାନ ଓ ସତ୍ୟ ଧର୍ମ ସବୁ ଦେଶରେ ବ୍ୟାପି ଯାନ୍ତେ ମଣିଷମାନେ ଆଉ ଯୁଦ୍ଧାଦି କର୍ମ ନ କରି କେବଳ ପରମ୍ପରା ହିତାଚରଣ ପରି ଏକ ପାରାବାରସ୍ୱଋପ ହୋଇ କୁଶଳରେ କାଳ କାଟିବେ ।

ପଦାର୍ଥ ବିଦ୍ୟା ସାର ସମାପ୍ତ