ପୃଷ୍ଠା:Gita Gobinda 1921.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୧ଶ ସର୍ଗଃ]
୭୧
ଗୀତଗୋବିନ୍ଦ

କାଶ୍ମୀରଗୌରବପୁଷାମ‌ଭିସକାଣରି
ମାନ‌ଦ୍ଧରେଖମ‌ଭିତୋ ରୁଚିମଞ୍ଜରୀଭିଃ ।
ଏତ‌ତ୍ତମାଳଦଳନୀଳତମଂ ତମିଶ୍ରଂ
ତ‌ତ୍‌ପ୍ରେମହେମନିକଶୋପଳତାଂ ତନୋତି ।୧୨।
ହାରାବଳୀତରଳ କାଞ୍ଚନ‌କାଞ୍ଚିଦାମ
ମଞ୍ଜୀରକଙ୍କଣମଣିଦ୍ୟୁତିଦୀପିତସ୍ୟ
ଦ୍ୱାରେ ନିକୁଞ୍ଜନିଳୟସ୍ୟ ହରିଂ ବିଲୋକ୍ୟ
ବ୍ରୀଡ଼ାବତୀମଥ ସଖୀମିୟମିତ୍ୟୁବାଚ ।୧୩।
ଦେଶବରାଡ଼ିରାଗ ରୂପକତାଳାଭ୍ୟାଂ ଗୀୟତେ ।
ମଞ୍ଜୁତରକୁଞ୍ଜତଳକେଳିସଦନେ ।
ପ୍ରବିଶ ରାଧେ ମାଧବସମୀପମିହ
ବିଳସ ରତିରଭସ‌ହସିତବଦନେ ।୧୪।


ଲେଖିତ ।୨୯। ଅଶୀତନିଚୋଳେ ତନୁ ଆଚ୍ଛାଦିତ କରି । ଅଭିସାରୀଚତୁରୀ ଅଟଇ ସେ ସୁନ୍ଦରୀ ।୩୦। ସାତ୍ତ୍ୱିକ‌ହୃଦୟ ହୋଇ ହରିଣନୟନୀ । ହରିକ୍ରୀଡ଼ାରସେ ମଜ୍ଜି ଅଛି ମନ ଘେନି ।୩୧। ଗମଇ ନିକୁଞ୍ଜ ଲତାଘନ ଘୋରବନେ । ପତିତନୁ ଆଲିଙ୍ଗନ କରେ ମନେ ମନେ । ଅଭିସାରିକାର ବପୁ ଲାବଣ୍ୟ ସୁଜ୍ୟୋତି । କୁଙ୍କୁମେ ଅଙ୍କିତ ସେ ଗଉରବର୍ଣ୍ଣ କାନ୍ତି ।୩୩। ଘନତିମିର ନୀଳତମାଳ ତନୁଆଭା । ରାମାବର ତନୁ ତ‌ଥି ହେମଲତା ଶୋଭା ।୩୪। ଚରଣେ ନୂପୁର କରେ ରୁଚିର କଙ୍କଣ । ଶବଦବାରିତ ସେହୁ କରିଛି ବର୍ଦ୍ଧନ ।୩୫। ସ‌ଭୟ ହୋଇଣ ମତ୍ତକୁଞ୍ଜରଗମନୀ । ପ୍ରବେଶ କୁଞ୍ଜସଦନେ ସଖୀ ସଙ୍ଗେ ଘେନି ।୩୬। ତରଳ ବର୍ତ୍ତୁଳ ଅମଳ ମୁକୁତାହାର । କଟିତଟେ ମେଖଳା କିଙ୍କିଣୀ ସୁବର୍ଣ୍ଣର ।୩୭। ନୂପୁର କରଭୂଷଣ ବଳୟ ବିରାଜେ । ନାନାମଣିଗଣମାନଙ୍କର ଜ୍ୟୋତି ଗଞ୍ଜେ ।୩୮। ନିକୁଞ୍ଜ ସଦନ ଦ୍ୱାରେ ମିଳି ଶଶିମୁଖୀ । ସଲ୍ଲଜେ ବୋଇଲା ଶ୍ରୀକୃଷ୍ଣର ମୁଖ