ଶ୍ରୀ ଜଗନ୍ନାଥ/ସୂଚୀପତ୍ର

ଉଇକିପାଠାଗାର‌ରୁ
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ସୂଚୀପତ୍ର

ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ (୯-୨୦) ପୁରାଣରେ ଶ୍ରୀକ୍ଷେତ୍ର - ଶିଳାଲିପି ଓ ତାମ୍ରପତ୍ର ଲିପିରେ ଶ୍ରୀକ୍ଷେତ୍ର ଓ ପୁରୁଷୋତ୍ତମ ଜଗନ୍ନାଥ - ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ

ଶ୍ରୀଜଗନ୍ନାଥ ତତ୍ତ୍ବ (୨୧-୫୫) ଜୈନଧର୍ମ ଓ ଜଗନ୍ନାଥ – ବୌଦ୍ଧଧର୍ମ ଓ ଜଗନ୍ନାଥ - ଦାରୁବ୍ରହ୍ମ - ଚକାଡୋଳା

ଶ୍ରୀମନ୍ଦିରର ସେବକ (୫୬-୯୬)

ଗଜପତି ମହାରାଜା ସେବା - ପରିଚ୍ଛା (ପରୀକ୍ଷା)/ରାଜଗୁରୁ - ପାଟଯୋଷୀ ମହାପାତ୍ର (ଛତିଶା ନିଯୋଗ ନାୟକ)- ଭିତରଛ ମହାପାତ୍ର - ତଳିଛ - ମୁଦ୍ରହସ୍ତ (ମୁଦିରଥ) – ଦେଉଳ ପୁରୋହିତ - ପୂଜାପଣ୍ଡା - ବଡ଼ପଣ୍ଡା – ପୁଷ୍ପାଳକ - ମହାଜନ - ମୁଦ୍ରା ସେବକ - ଖୁଣ୍ଟିଆ - ଭଣ୍ଡାର ମେକାପପାଳିଆ ମେକାପ- ଅଖଣ୍ଡ ମେକାପ- ଚାଙ୍ଗଡ଼ା ମେକାପ- ଖଟଶେଜ ମେକାପ- ପ୍ରତିହାରୀ - ଦଇତା, ପତି ମହାପାତ୍ର- ପତ୍ରିବଡୁ - ଗରାବଡୁ - ସୁଆରବଡୁ - ଜ୍ୟୋତିଷ ଖୁରି ନାହାକ - ମୁଖ ପଖାଳ ସେବା - ଘଟୁଆରି - ଗୋଛିକାର - ସୁନାଗୋସ୍ବାମୀ - ମୁଦୁଲି - ଆଳତି ବଳିତା ସେବା - ପୁରାଣ ପଣ୍ଡା - ଦତ୍ତ ମହାପାତ୍ର - ଲୁଗାଧୁଆ, ପାଣିକୁଣ୍ଡ ସେବା – ବଲ୍ଲଭ ଯୋଗାଣିଆ - ବିମାନବଡୁ - ଅଣସର ସୁଧ ସୁଆର ଓ ସୁଧସୁଆର - ହଡ଼ପ ନାଏକ - ବିଡ଼ିଆ ଯୋଗାଣିଆ - ଖଟୁଳି ସେବକ - ଆସ୍ଥାନ ପ୍ରତିହାରୀ (ପଢ଼ିଆରୀ) – କୋଠଭୋଗ ଯୋଗାଣିଆ – ପ୍ରଧାନି - ପାଇକ – ଲେଙ୍କା - ସୁଆର ମହାସୁଆର ନିଯୋଗ - ମହାସୁଆର – ଜଗିଆ ମହାସୁଆର ବା ରୋଷ ଅମିନ – ବଡ଼ୁ ସୁଆର – ପନ୍ତିବଡ଼ୁ - ବିଡ଼ୁଆ ପନ୍ତିବଡ଼ୁ - ଅମାଲୁ ତୋଳି ଓ ପୁର ଖରଡ଼ା - ତୋଳାବଡୁ – ରୋଷ ପାଇକ - ବାହାର ଦେଉଳି ସୁଆର - ବାହାର ଦେଉଳି ଯୋଗାଣିଆ - ରୋଷ ଧୋପଖାଳିଆ – ଅଙ୍ଗାରୁଆ - ଗୋବରପାଣିଆ - ହାଣ୍ଡି ଯୋଗାଣିଆ ଓ ତୋଳାବତୀ ସେବା - ବିରିବଟା ସମର୍ଥା ସେବା - କୋଠଭୋଗ ପାଣିଆ - ପନିକି ପଟା - ନିକାପ ବା ଗନ୍ଧଣ

ନିକାପ - ବିରିବୁହା ସେବକ - ଦଉଡ଼ି ବଳା - ଚୂନରା ଗରୁଡ଼ ସେବକ - ସାବତ ନିଯୋଗ - ପଣିଆପଟ - ମଣ୍ଡଣି ସେବା - ଚକା ଅପସର ସେବକ – ମୂଳିଆ ସୁଆଁସିଆ - ବୀଣାକାର ସେବା - ଦର୍ପଣିଆ ଓ ବଇରଖିଆ - କୋଠ ସୁଆଁସିଆ - ମହାଭୋଇ - ଗୀତଗୋବିନ୍ଦ ସେବା - ଭିତର ଗାଆଣୀ ଦେବଦାସୀ - ସମ୍ପ୍ରଦା ନିଯୋଗ - ଦୟଣାମାଳୀ - ମାଦେଳି - ପ୍ରସାଦବଡୁ - ତାଟୁଆ - ପତର ବନ୍ଧା – ବଜୟନ୍ତ୍ରୀ (ବାଦ୍ୟକାର) - ଛତାର ସେବକ - କାହାଳିଆ - ଶଙ୍ଖୁଆ ପର୍ବଯାତ୍ରା ଯୋଗାଣିଆ - ଚିତ୍ରକାର - ରୂପକାର – ବଣିଆ - ତାମରା ବିଶୋଇ - କରତିଆ - ବେଣ୍ଡବିନ୍ଧା ପାଇକ – ପାଟରା ବିଶୋଇ - କଳାବେଠିଆ - ଦରଜି ସେବା – କୁମ୍ଭାର ବିଶୋଇ - ରଥ ଭୋଇ – ମାଳଚୂଳ ସେବା - ବାଣୁଆ - ଚକ୍ର ଦିହୁଡ଼ିଆ - ଓଝା ମହାରଣା - ଘଣ୍ଟସେବା - ଘଣ୍ଡୁଆ - ରଥ ଡାହୁକ – ବଢ଼େଇ ସେବକ - ବୈଦ୍ୟ – ଅମୋଣିହା ଛତାର - ଛାମୁ ଦିହୁଡ଼ି - ଚାପ ବେହେରା ଓ ଚାପ ଦଳାଇ - ଚାପ ଦଳାଇ - ମାପ ସାଇତା କରଣ/ମହାପ୍ରଶସ୍ତ ସେବା - ଚଡ଼ଉକରଣ - ଦେଉଳକରଣ - ବଇଠିକରଣ - କୋଠକରଣ - ଚର୍ଚ୍ଚାଇତକରଣ - ଦୟଣାପତ୍ରୀ - ଚାଉଳବଛା କରଣ - ବ୍ୟକ୍ତିଗତ ବା ଆନୁଷ୍ଠାନିକ ସେବା – ବେହେରାକରଣ

ଶ୍ରୀମନ୍ଦିରର ନୀତି (୯୭-୧୧୧)

ଦୈନନ୍ଦିନ ନୀତି: ଦ୍ବାରଫିଟା ଓ ମଙ୍ଗଳ ଆରତି – ମଇଲମ - ଅବକାଶ - ମଇଲମ - ସାହାଣମେଲା - ବେଶଲାଗି - ରୋଷ ହୋମ - ସୂର୍ଯ୍ୟପୂଜା - ଦ୍ୱାରପାଳ ପୂଜା - ଗୋପାଳବଲ୍ଲଭ ଭୋଗ - ସକାଳ ଧୂପ- ମଇଲମ ଓ ଭୋଗ ମଣ୍ଡପ - ମଧ୍ୟାହ୍ନ ଧୂପ- ମଧ୍ୟାହ୍ନ ପହୁଡ଼ – ସନ୍ଧ୍ୟା ଆରତି – ସନ୍ଧ୍ୟା ଧୂପ- ମଇଲମ ଓ ଚନ୍ଦନଲାଗି - ବଡ଼ସିଂହାର ବେଶ - ବଡ଼ସିଂହାର ଭୋଗ - ଖଟଶେଯ ଲାଗି ଓ ରାତ୍ରପହୁଡ଼

ବିଶେଷ ବା ସାମୟିକ ନୀତି : ଗୁରୁବାର ନୀତି (ମାଜଣା ଓ ଏକାନ୍ତ) - ନକ୍ଷତ୍ର ବନ୍ଦାପନା – ଏକାଦଶୀ ନୀତି - ବାର ଅନୁସାରେ ଏକାଦଶୀ ନୀତି – ଅମାବାସ୍ୟା ନୀତି ବା ସାଗର ବିଜେ - ବାର ଅନୁସାରେ ବିଭିନ୍ନ ରଙ୍ଗର ଘୋଡ଼ (ଶୀତବସ୍ତ୍ର) - ବନକଲାଗି ବା ଶ୍ରୀମୁଖ ସିଂହାର - ବେଣ୍ଟ ବା ଶିକାର - ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ନୀତି – ଅଶୌଚ ବା ଦୁର୍ଘଟଣାଜନିତ ନୀତି

ଯାତ୍ରା ଓ ପର୍ବପର୍ବାଣି (୧୧୨-୧୬୦) ଦେବସ୍ନାନ ପୂର୍ଣ୍ଣିମା - ଅଣସର (ଅନବସର) - ଶ୍ରୀଗୁଣ୍ଡିଚା ଯାତ୍ରା – ହେରାପଞ୍ଚମୀ - ଏକାଦଶୀ ନୀତି : ସୁନାବେଶ ଓ ଶୟନଠାକୁର ବିଜେ - ଦ୍ୱାଦଶୀ ନୀତି : ଅଧରପଣା ଓ ଗରୁଡ଼ ଶୟନ - ତ୍ରୟୋଦଶୀ ନୀତି: ନୀଳାଦ୍ରି ବିଜେ - କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ବନ୍ଦାପନା - ଚିତାଲାଗି ଅମାବାସ୍ୟା - ବାଡ଼ି ନୃସିଂହ ବିଜେ - ଝୁଲଣ ଯାତ୍ରା - ଶ୍ରାବଣ ଶୁକ୍ଳ ଏକାଦଶୀ - ଝୁଲଣପୂର୍ଣ୍ଣିମା - ରାହୁରେଖା ଲାଗି (ରେଖାପଞ୍ଚମୀ) - ଶ୍ରୀକୃଷ୍ଣ ଜନ୍ମ : ନନ୍ଦୋତ୍ସବ ଓ କୃଷ୍ଣଲୀଳା - ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଓ ସପ୍ତପୁରି ଅମାବାସ୍ୟା - ଭାଦ୍ରବ ଶୁକ୍ଳ ଚତୁର୍ଥୀ (ଗଣେଶ ପୂଜା) – ଭାଦ୍ରବ ଶୁକ୍ଳ ପଞ୍ଚମୀ (ଋଷି ପଞ୍ଚମୀ) - ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ) - ଭାଦ୍ରବ ଶୁକ୍ଳ ଏକାଦଶୀ

(ପାର୍ଶ୍ୱପରିବର୍ତ୍ତନ) - ଭାଦ୍ରବ ଶୁକ୍ଳ ଦ୍ୱାଦଶୀ (ବାମନ ଜନ୍ମ, ସୁନିଆଁ, ଗରୁଡ଼ ପାର୍ଶ୍ୱପରିବର୍ତ୍ତନ, ଇନ୍ଦ୍ରଧ୍ବଜପୂଜା) - ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ (ଅନନ୍ତ ଚତୁର୍ଦ୍ଦଶୀ) - ଭାଦ୍ରବ ପୂର୍ଣ୍ଣିମା (ଇନ୍ଦୁ ପୂର୍ଣ୍ଣିମା) - ସହସ୍ର କୁମ୍ଭାଭିଷେକ (ବିମଳାଙ୍କ ଷୋଡ଼ଶ ପୂଜାରମ୍ଭ) - ଆଶ୍ୱିନ କୃଷ୍ଣ ଅଷ୍ଟମୀ (ଦ୍ବିତୀୟା ଓଷା) - ଆଶ୍ୱିନ ଶୁକ୍ଳ ଦଶମୀ (ଦଶହରା ଓ ଆୟୁଧ ପୂଜା) – କାର୍ତ୍ତିକ ମାସ ନୀତି – ଆଶ୍ୱିନ ମାସର ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) - ଗର୍ଭଣା ସଂକ୍ରାନ୍ତି - ନବାନ୍ନ - ପ୍ରଥମାଷ୍ଟମୀ - ଦୀପଦାନ ଓ ପିତୃଶ୍ରାଦ୍ଧ - ଓଢ଼ଣ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ - ମାର୍ଗଶିର ପୂର୍ଣ୍ଣିମା - ଧନୁସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି - ବକୁଳ ଅମାବାସ୍ୟା – ପୁଷ୍ୟାଭିଷେକ – ନବାଙ୍କ ଓ ମକର ସଂକ୍ରାନ୍ତି - ପଦ୍ମବେଶ - ବସନ୍ତ ପଞ୍ଚମୀ - ତିଳ ସପ୍ତମୀ (ମାଘ ଶୁକ୍ଳ ସପ୍ତମୀ) - ଭୌମ ଏକାଦଶୀ (ମାଘ ଶୁକ୍ଳ ଏକାଦଶୀ) – ଗଜ ଉଦ୍ଧାରଣ ବେଶ (ମାଘ ପୂର୍ଣ୍ଣିମା) - ଶିବରାତ୍ରି ( ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ) - ଦୋଳ ଯାତ୍ରା (ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ) - ଦୋଳ ପୂର୍ଣ୍ଣିମା - ହୋରି - ଚୈତ୍ର ଗୁଣ୍ଡିଚା – ଅଶୋକାଷ୍ଟମୀ - ଶ୍ରୀରାମନବମୀ - ରାମାଭିଷେକ -ଦମନକ ଚୋରି - ଦମନକ ଚତୁର୍ଦ୍ଦଶୀ (ଦୟଣା ଲାଗି) - ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) - ଅକ୍ଷୟ ତୃତୀୟା (ଚନ୍ଦନ ଯାତ୍ରାରମ୍ଭ) - ନୀଳାଦ୍ରି ମହୋଦୟ - ଶ୍ରୀନୃସିଂହ ଜନ୍ମ - ଶୀତଳ ଷଷ୍ଠୀ - ରାଜେନ୍ଦ୍ରାଭିଷେକ - ରୁକ୍ମିଣୀ ହରଣ ଏକାଦଶୀ ଓ ବିବାହ - ଚମ୍ପକ ଦ୍ୱାଦଶୀ

ଶ୍ରୀଜଗନ୍ନାଥଙ୍କ ବେଶ (୧୬୧-୧୭୦)
ଅବକାଶ (ତଡ଼ପ ଉତ୍ତରୀ) ବେଶ - ବଡ଼ସିଂହାର ବେଶ - ଗଣପତି ବେଶ ବା ହାତୀ ବେଶ - ରାଜବେଶ ବା ସୁନାବେଶ – ବଣଭୋଜି ବେଶ - କାଳୀୟଦଳନ ବେଶ - ପ୍ରଳମ୍ବାସୁରବଧ ବେଶ - କୃଷ୍ଣ-ବଳରାମ ବେଶ - ବାମନ ବେଶ - ରାଧା-ଦାମୋଦର ବେଶ - ଲକ୍ଷ୍ମୀନାରାୟଣ ବେଶ - ବାଙ୍କଚୂଡ଼ା ବେଶ - ତ୍ରିବିକ୍ରମ (ଆଡ଼କିଆ) ବେଶ - ଲକ୍ଷ୍ମୀ ନୃସିଂହ (ଡାଳିକିଆ) ବେଶ - ଶ୍ରାଦ୍ଧ ବେଶ – ନାଗାର୍ଜୁନ ବେଶ - ଘୋଡ଼ଲାଗି ବେଶ - ଚାଚେରୀ ବେଶ – ପଦ୍ମ ବେଶ - ଗଜ ଉଦ୍ଧାରଣ ବେଶ - ରଘୁନାଥ ବେଶ - ଚନ୍ଦନ ବେଶ - ମକରଚୌରାସୀ ବେଶ

ବିଭିନ୍ନ ମଠ ଓ ଶ୍ରୀମନ୍ଦିର (୧୭୧-୧୮୧)
ଜଗନ୍ନାଥବଲ୍ଲଭ ମଠ - ରାଘବ ଦାସ ମଠ - ଓଡ଼ିଆ ମଠ - ଶ୍ରୀରାମଦାସ ମଠ - ଏମାର ମଠ - ଗୋପାଳ ତୀର୍ଥ ମଠ - ଗୋବର୍ଦ୍ଧନ ମଠ - ବଡ଼ଛତା ମଠ - ରାଧାକାନ୍ତ ମଠ - ତ୍ରିମାଳୀ ମଠ - ଉତ୍ତର ପାର୍ଶ୍ୱ ମଠ - ମହୀପ୍ରକାଶ ମଠ - ସୁନା ଗୋସ୍ବାମୀ ଓ ଦର୍ପନାରାୟଣ ମଠ - ଚାଉଳିଆ ମଠ - ଶଙ୍କରାନନ୍ଦ ମଠ - ଗଙ୍ଗାମାତା ମଠ- ମଙ୍କୁ ମଠ - ରାଧାବଲ୍ଲଭ ମଠ - ଲବଣଖିଆ ମଠ - ଛାଉଣୀ ମଠ - ଝାଡୁ ମଠ - ପାପୁଡ଼ିଆ ମଠ - ରାଜଗୋପାଳାଚାରୀ ମଠ - ଭେଙ୍କଟାଚାରୀ ମଠ - ନରସିଂହ ଆଚାରୀ ମଠ - ନେବଳ ଦାସ ମଠ - ଦେବଗିରି ମଠ - ପିପିଲି ସଦାବର୍ତ୍ତ ମଠ - ସମାଧି ମଠ - ରାମଜୀ ମଠ - ରାମଚନ୍ଦ୍ର ବହ୍ମଚାରୀ ମଠ - ବଳରାମ କୋଟ ମଠ - ସୁନ୍ଦର ଦାସ ମଠ - ବଡ଼ସନ୍ଥ ମଠ - ସିଦ୍ଧ ବକୁଳ ମଠ- ସାତ ଛତା ମଠ - ନୂଆ ମଠ - ମହାନନ୍ଦ ବନଗୋସ୍ୱାମୀ

ମଠ - ରାମତାରକ ମହେଶ୍ୱରାନନ୍ଦ ମଠ - ମଧୁସୂଦନ ଦାସ ମଠ - କଣାସ ମଠ - ହରିଡ଼ାଖଣ୍ଡି ମଠ - ଦିଲ୍ଲୀ ବାଳକ ଦାସ ମଠ - ଅଷ୍ଟଗ୍ରାସୀ ମଠ - କଉଶଲ୍ୟା ମଠ - ନିରାଲମ୍ବୀ ଆଖଡ଼ା ମଠ - ଝାଞ୍ଜପିଟା ମଠ

ଶ୍ରୀମନ୍ଦିର ପରିସରର ମନ୍ଦିର ଓ ଦେବଦେବୀ (୧୮୨-୧୯୪)

ଶ୍ରୀମନ୍ଦିର ବାହାରର ଅନ୍ୟାନ୍ୟ ପବିତ୍ର ପୀଠ (୧୯୫-୨୦୪)

ପଞ୍ଚପାଣ୍ଡବ - ଗୁଣ୍ଡିଚା ମନ୍ଦିର/ଗୁଣ୍ଡିଚା ଘର - ଶ୍ରୀ ନୃସିଂହ ମନ୍ଦିର - ମାଉସୀମା’ ବା ଅର୍ଦ୍ଧାଶନୀ ଆଲାମଚଣ୍ଡୀ ମନ୍ଦିର - ଦକ୍ଷିଣକାଳୀ ମନ୍ଦିର - ନାରାୟଣୀ ମନ୍ଦିର - ଦରିଆ ମହାବୀର (ବେଡ଼ି ହନୁମାନ) - ଚର୍ଚ୍ଚିକା ମନ୍ଦିର - ଚକ୍ରତୀର୍ଥ ନାରାୟଣ - ଶ୍ୟାମାକାଳୀ ଠାକୁର - କନକଦୁର୍ଗା ଠାକୁରାଣୀ - ସିଦ୍ଧ ହନୁମାନ ମନ୍ଦିର - ଅନ୍ୟାନ୍ୟ ଠାକୁରାଣୀ ମନ୍ଦିର - ଜୟଦୁର୍ଗା ମନ୍ଦିର (ଭାରତୀ କୋଠା) - ତୋଟା ଗୋପୀନାଥ ମନ୍ଦିର - ସୁନାର ଗୌରାଙ୍ଗ ମନ୍ଦିର - ପଞ୍ଚତୀର୍ଥ - ମହୋଦଧି ଓ ସ୍ବର୍ଗଦ୍ବାର - ଅଠରନଳା - ବାଟମଙ୍ଗଳା ମନ୍ଦିର – କାକୁଡ଼ିଖାଇ ମନ୍ଦିର - ଅଲାରନାଥ ମନ୍ଦିର -ବାଲିହରଚଣ୍ଡୀ ମନ୍ଦିର - ମଣିନାଗ ଠାକୁରାଣୀ - ବଡ଼ରାଉଳାଈ ଠାକୁରାଣୀ - ରାମଚଣ୍ଡୀ ଠାକୁରାଣୀ - କପିଳେଶ୍ବର ଦେବ - କାଳିଆ ଗୋପୀନାଥ ଦେବ - ଯୋଡ଼ାଲିଙ୍ଗ - ଭାରତୀ କୋଠା ମଠ - ମା’ ମଙ୍ଗଳା ଠାକୁରାଣୀ - ଶ୍ରୀଲିଙ୍ଗରାଜ ମନ୍ଦିର

ଶ୍ରୀମନ୍ଦିର ପରିଚାଳନା (୨୦୫-୨୪୫)
ଗଜପତି ମୁକୁନ୍ଦ ଦେବ (୨ୟ) - ରାମଚନ୍ଦ୍ର ଦେବ (୩ୟ) - ବୀରକେଶରୀ ଦେବ (୨ୟ) - ଦିବ୍ୟସିଂହ ଦେବ (୩ୟ)

ପରିଶିଷ୍ଟ (୨୪୬-୩୦୦)
୧ : ପୁରାଣ ଓ ଲୋକକଥାରେ ଶ୍ରୀଜଗନ୍ନାଥ
୨ : ଶ୍ରୀମନ୍ଦିରର କଳା ଓ ସ୍ଥାପତ୍ୟ
୩ : ଶ୍ରୀମନ୍ଦିର ସଂରକ୍ଷଣ
୪ : ରଥ ନିର୍ମାଣ
୫ : ଶତାବ୍ଦୀର ଶେଷ ନବକଳେବର
୬ : ଚତୁର୍ଦ୍ଧା ମୂର୍ତ୍ତିଙ୍କ ଉଚ୍ଚତା
୭ : କୋଠଭୋଗ
୮ : ଶ୍ରୀମନ୍ଦିର ସମ୍ବନ୍ଧିତ କେତେକ ଶବ୍ଦାର୍ଥ
୯ : ନିର୍ବାଚିତ ଗ୍ରନ୍ଥସୂଚୀ