ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବିଦ୍ୟାଳୟ ଏବଂ ସେତେବେଳେ ସଂସ୍କୃତ ଟୋମାନରେ ପଢୁଥିବା ଛାତ୍ରଛତ୍ରୀମନେ : କଲିକତାସ୍ଥିତ ପରୀକ୍ଷା ଏବଂ କର୍ମକାଣ୍ଡ ବିଦ୍ୟାଳୟ ସ୍ଥାପନ କରିଥିଲେ । ପରବର୍ତ୍ତୀ କାଳରେ ସେ ଦୁଇ ବିଦ୍ୟାଳୟକୁ ମିଶାଇ ଏହି ବିଦ୍ୟାଳୟର ନାମ ବେଦ କର୍ମକାଣ୍ଡ ବିଦ୍ୟାଳୟ' ରଖୁଥିଲେ ଏବଂ ଏହାର ସଂପାଦନା ଦାୟିତ୍ୱ ନିଜେ ଗ୍ରହଣ କରିଥିଲେ । ଏଥି ସହିତ ହରିହର ଦାସଙ୍କୁ ଉଦ୍ୟମରେ ଗଢ଼ି ଉଠିଥିବା ପୁରୀସ୍ଥିତ : ସଂସ୍କୃତ ସ୍କୁଲ ଠାରେ: ପ୍ରଥମେ ସେ ସଂସ୍କୃତି ଆରମ୍ଭ କଲେ ଏବଂ ଏହାର ଉନ୍ନତିକଛେ.ସାରାଜୀବନ: ଚେଷ୍ଟା କରି ଆସିଥିଲେ । ପରବର୍ତ୍ତୀ କାଳରେ ସେଇ ସଂସ୍କୃତି କଲେଜଟିର ନାଆଁ ହେଲା ସଦାଶିବ ସଂସ୍କୃତ ମହାବିଦ୍ୟାଳୟ । କେନ୍ଦ୍ର ସରକାର ଏହି ଶିକ୍ଷାନୁଷ୍ଠାନଟିକୁ ହାତକୁ ନେବା ପୂରେ ଏହି ଶିକ୍ଷାନୁଷ୍ଠାନ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ମହାବିଦ୍ୟାଳୟ : ନାମରେ ନାମିତ ହୋଇଛି । କଳିଙ୍ଗ ଏହା ବ୍ୟତ୍ରୀତ କେନ୍ଦ୍ରରେ ପରୀକ୍ଷୀ ଦେବାକୁ ଯାଉଥିଲେ । ଏହି ଅସୁବିଧା ଏଡ଼ାଲୁବା ପାଇଁ ସେ ଲାଗିପଡ଼ି ଓଡ଼ିଶାର ପୁରୀ, କଟକ, ବାଲେଶ୍ବରରେ ପରୀକ୍ଷା କେନ୍ଦ୍ର କରାଇଲେ । ' ସେତେବେଳେ ବିହାରଓଡ଼ିଶୀ ସଂସ୍କୃତ ସମାବର୍ତ୍ତନ ଉତ୍ସବ ମୁଜାଫରପୁର ଓ ପାଟଣା ସଂସ୍କୃତ କଲେଜରେ ହେଉଥିଲା । ଏହି ସମିତିର କାର୍ଯ୍ୟ ଓଡ଼ିଶାରେ ହେଉ ବୋଲି ଦାବି କରି ସେ ସଫଳ ହେଲେ ଏବଂ ସଂସ୍କୃତ ଶିକ୍ଷା ପାଇଁ ଏକ ସ୍ୱତନ୍ତ୍ର ଶାଖା sa ପରିଷଦ ଓଡ଼ିଶାରେ ପ୍ରତିଷ୍ଠା କରାଗଲା । ସେ ଏହି ପରିଷଦର ସଭାପତି ଥିଲେ । ଅତିବଡ଼ୀ ଜଗନ୍ନାଥ ଦୀସଙ୍କର ପ୍ରତିମୂର୍ତ୍ତିଟି ଯେଉଁ କୋଠାଘରେ ରହୁଥିଲା, ତାହା ବାଲିରେ ପୋତି ହୋଇପଡ଼ିଥିବାରୁ ସଦାଶିବ ଏହାର ମଧ ଜୀର୍ଣ୍ଣ ସଂସ୍କାର କରିଥିଲେ । ସଦାଶିବ ତାଙ୍କର ଜଞ୍ଜାଳମୟ ଜୀବନ ମଧ୍ୟରେ ସାରସ୍ବତ ସାଧନାରେ ବ୍ରତୀ ଥିଲେ । . ସେ ଓଡ଼ିଆ ଛନ୍ଦ ଓ ସାହିତ୍ୟ ବିଷୟରେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରବିନ୍ଧ ଲେଖୁଥିଲେ । ସେ ‘‘କପଦ ଧର୍ମ ସର୍ବସ୍‌’ ନାମକ ଏକ ସ୍ମତିଗ୍ରଛି ସଂସ୍କୃତ ଭାଷାରେ ଲେଖୁଥିଲେ । ଏହା ପ୍ରଥମେ କଲିକତାରେ ପ୍ରକାଶ ପାଇବା ସହିତ ତାଙ୍କୁ ଅଜସ୍ର ଖ୍ୟାତିର ଅଧିକାରୀ କରାଇ ପାରିଥିଲା । ସେ ଭାଗବତ ରଚୟିତା । ଅତିବଡ଼ୀ ଜଗନ୍ନାଥଙ୍କ ଜୀବନକାହାଣୀ ସଂଗ୍ରହ କଗରାଥ ଦାସ' ନାମିକ ଏକ ପୁସ୍ତକ ପ୍ରକାଶ କରିଥିଲେ । ଏହାକୁ ନେଇ ସେ ‘ଅତିବଡ଼ୀ କରିଥିଲେ । ସଦାଶିବଙ୍କ ଲିଖୁତ ‘ଜଗନ୍ନାଥ ମନ୍ଦିର” ଶୀର୍ଷକ ପ୍ରଟନ୍ଧି ତଳୀନ ବଳ! ପତ୍ରିକା “ନବ୍ୟ ଭାରତ’ରେ ପ୍ରକାଣ୍ଡ ପାଇଁ ଏଥିରେ ଶ୍ରୀମନ୍ଦିର ସଂପର୍କରେ ବହୁ ଅଜ୍ଞାତ ପରିବେଶିତ ହୋଇଥିଲ! ! ପରେ ଏହି ପ୍ରବନ୍ଧଟି ବଙ୍ଗଳା ଭାଷାରେ ତଥ୍ୟ ୩୭