Jump to content

ପୃଷ୍ଠା:Sulakshana (A Samanta Sinhar, c. 1780).pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମନ୍ତ୍ରରେ ଏହି ବେଗ ଦୂର ହେଲେ କଚ ଓ କାବ ଉଭୟ ପକ୍ଷରେ ହଶେଷ ମଙ୍ଗଲ । ବନାରସି ବସ୍ତ୍ରରେ ‘ଡାଲି’ ପକାଇବା ଅପେକ୍ଷା ସମାନ ‘ଚସ୍ପ’ ଥାଇ ପରିଧାନ କର ବୋଧହୂଏ କଳ୍ପାଶକର । ପରବର୍ତ୍ତୀ ସଂସ୍କରଣରେ ଯଦ୍ର ଉକ୍ତ ଲଣ୍ଡ ପଂକ୍ରମାନଙ୍କର ଉଦ୍ଧାର କରି ପାରେ ତାହା ହେଲେ ବିଶେଷ ଅନନ୍ଦ ହେବ । ପରି ଶେଷରେ ବୃକଜ୍ଞଭାର ସହଜ ସ୍ତ୍ରୀକର କରୁ ଅଛୁ ଯେ ଶ୍ରୀ ଶ୍ରୀଯୁକ୍ତ ହରିହର ଦାସ ପାଣ୍ଡୁଲିପି ସଂଶୋଧନରେ ଓ ଶ୍ରୀଯୁକ୍ତ ପଦ୍ମନାଭ ର ଗୁଞ୍ଜଳ ସଂଗ୍ରହରେ ଈଶେଷ ସାହାଯ୍ୟ କରି ଧନ୍ୟବାଦାର୍ହ ହୋଇ ଅଛରୁ । ଶ୍ରୀ ବ୍ରଜସୁନ୍ଦର ଦାସ ।