Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୭୪ ଘୁମଲ୍ଲ ରଗ ଘଟିଆରୀ ପଡ଼ିତାଳ ମାରର ମୁଖରୁ ଶୁଣି ବଂଶପାଣି ବୋଧେ କଣ୍ଢେଇ ବଚନ । କହି ମୁଁ କାହାକୁ ରଣେ ଜଣି ନାହି ଏ ବସ୍ତୋଦଣ ଭୁବନରେ । ଏବେ କରରୁ ୧ ମୋନର ବୁଦ୍ଧି ରନ୍ଧ ମୃଗ ହୋଇ ଅବସ୍ତ୍ର । ଗ୍ରାମ ଆଶ୍ରମ ନିକଟେ ଚରୁଥୁରୁ ଦେଖି ଲେଇବେ ବଧୂ ରେ ି । ଗ୍ରାମ ଭୋଗେ ଲେଭି କରି ଗେଡାଇଲେ ବଡ଼ ଦୂର ଘେନ ଯିବୁ ଲକ୍ଷ୍ମଣ ଦାହି ଜାନଙ୍କ ବାହି ବୋଲି ଉଚ୍ଚ ସ୍ବରରେ ଡାକରୁ ରେ ' ଭହ ଅବା ରୁ ସିନା ମଈରୁ ମୋର ଅଜ୍ଞ ଯେବେ ନ କରି ୩ । ଖଡଗ ଘେନ ହାଣିବ ଭୋର ସ୍ଥିର ଏହିକ୍ଷଣି କ କଣ୍ଠରୁ ୪ ରେ । ମନେ ବିରୁଭଲ୍ ମାଚ ଅସୁର ନିଶ୍ଚୟ ବ ମରଣ } ଏ ହାରୁ ଯାଇ ଗ୍ରାମ ହାତେ ପ୍ରାଣ ଗଲେ ହୋଇବ ସିନା ଜାରଣ ଯେ ' ବୋଲେ ମାର୍ଚ୍ଚ ଶୁଣ ରାବଣ ୫ ତୋର ନକ ହେବ ମରଣ । ତୁମ୍ଭେ ଆସୁଥାଅ ମୁଁ ଏବେ ଯାଉଛୁ ହୋଇବ ହେମ ହରଣ ହେ ଓ ଶୁଣି ଖୁବ ଆଙ୍ଗନ କରି ରହିବରେ ବସାଇଲ୍ । ଆକାଶ ମାର୍ଗରେ ଘେନ ଆସି ଭାକୁ ପଞ୍ଚବର୍ଷରେ ଚୁଡ଼ଲା । ଦେଖି ମାର୍ଚ୍ଚ ଗ୍ରାମ ଆଶ୍ରମ ଶୋଭ୍ ଦିଶୁଛୁ ରମ୍ୟ ଉଦ୍ୟାନ । କଦମ୍ବ କଣ୍ଡିକାର ବେଉଁ ସୁନ୍ଦର ଦିଶଇ ତା ଅନୁପମ ୭ ହେ । ଏମନ୍ତ କହି ତାକୁ ଦେଖି ଦେଇ ଲୁଚ ବନ ଭୂତର ! ମାଗୁଚି ତତ୍ୟ ହେମ ମୃଗ ହୋଇଲ୍ ରବଣେଶ୍ଵର ହିଜର ଯେ । ଶୃଙ୍ଗମଣି ଖୁବ୍ ବଡ ଫ ମୁଖ ମାଣିକ୍ୟ ହୋଇଛ ଉଚ୍ଚ । ନୟନ ନଳମଣି ପେଟ ରଜଜ ମରକତ ପ୍ରାୟୁ ଭଞ୍ଜ ଯେ । ୧-କହରେ ପୋଥପାଠ, ୨-ଦେଖିଲେ ଧାଇଁଲେ ବନ୍ଧ ପୋଥୁପାଠ, ୩- ଏଠାରେ ପାଦ ଦୁଇଟି ଓଲଟି ପାଲ ହୋଇ ପୋଥରେ ରହିଛି, ୪-ମଈବୁରେ ପୋଥିପାଠ, ୫ ଭହି ମାଝର ବୋଲିଇ ଶୁଣ ପୋୟପାଠ, ୭-ଅନୁପାମ ପୋଥପାଠ ।