Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

୮, ଘୁମଲଲା ନଦ୍ରାରେ ଅଜ୍ଞନ ଅସୁସ୍ଥ, ଘୁମନାମ ସୀଭା ଘୋନ ବସି । ଅମୃଢ ଗୁଣ୍ଡକୁ ନରରେ ଘେନ ସୀତାଙ୍କ କରେ ଦେଲେ ସଂଯୋନ । କରଣ, ଭାହାଙ୍କୁ ବହୁ ସ୍ତବ । ବୋଇଲେ ଆମ୍ଭେ ଆସିଛୁ ବାସବ ?? ଧାରା ସହିରେ ସକଲ ଅମର ଅମୃତ ଦେଇଛନ୍ତି ମୋର କର । ଭୋଜନ କର କ୍ଷୁଧାର ଵା ହର ମନରେ କିଛୁ ସଂଶୟ ନକର ଗୋ । ଜନନ, ଆମ୍ଭମାନଙ୍କ ପାଇଁ । ବରଷେ ମାନ୍ଧ ଥା!ଅ ଦୁଃଖ ସହି ଗୋ । ଶ୍ରୀରମଙ୍କୁ ଆମ୍ଭେ ଯାଇ ନହରୁ ଯେମନ୍ତେ ଆସିବେ ଜାହା କରିବୁ । ପୁର୍ବ ଭାରା ନାତ ଦୃଷ୍ଟି ଅସୁର ସହିତ ମାଈବେ ଯେ ଦଶଶିର । ଜନନ, ତେବେ ପୃଥ୍ବୀର ଜ୍ଵର ? ଉଶ୍ବାସ ହୋଇବ ସରଗୁଚର୍‌ ଗୋ !! ସଙ୍କେତୁ ଜାନଙ୍କ ଦେଖ ଜାଣିଲେ କର ଅଙ୍ଗଲ କରଣ ଘେନଲେ । ଶ୍ରୀଘ୍ରମ ସୁମର କଲେ ଭ ପାନ ଗଲେ ସୁରପୁର ପାକଶାସନ ! ସେ ଜାନକ ଦେବ ପାଦ କମଳ । ଘନ ବଖି ଭରୁ ମଭ୍ରଲ ୧ । ଦଶ - ଗୁଜ୍ଜରୀ, ଅବକାଶ ଦଶ ୨ ମନେ ବରନ୍ତ ସେ କୋଦଣ୍ଡ-ପାଣି । ଆଉ କ ବପରି ପଡ଼ବ ତା ନଜାଣି ଯେ ଅସୁର ବୋଇଲ୍ ଆମ୍ଭେ ଥରେ ବାଣୀ । ସୀତା ଲକ୍ଷ୍ମଣ ନସ ବୋଲିବେ ଶୁଣି ଯେ । ସଫ୍ଟର ହୋଇ ସମ ସ୍କୁଲ ଖରେ ୩ । ଅନ୍ୟ ମୃଗ ମାଈ ମାଂସ ୪ ଅଛ କରେ ଯେ ।! ୧- ଭ୍ରସଲ ଭ୍ରମର । ୨- ରଗ-କେଦାର କାମୋଦୀ ପୁସ୍ତକପାଠ । ୩– ଧୀରେ ପୁସ୍ତକପାଠ । ୪-ଅନ୍ୟ ମାୟାମୃଗ ଧଈ ପୋଥିପାଠ