ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(୬୧)ଅଭ୍ଯାସରେ ପରିଣତ ହୋଇଥିଲା। ମାତ୍ର ଏଥିପାଇଁ ତାଙ୍କୁ କେତେକ ପ୍ରବୀଣ ତଥା ରକ୍ଷଣଶୀଳ ଶିକ୍ଷକଙ୍କ କଠୋର ଦ୍ରୁଷ୍ଟିରେ ପଡିବାକୁ ହୋଇଥିଲା। ସ୍କୁଲ ଜୀବନରେ ପଣ୍ଡିତ ନୀଳକଣ୍ଠଙ୍କ ହାତରେ ଭଲ ଡ୍ରଇଂ ହେଉନଥିଲା। ସେଥ୍ପାଇଁ ସେ ଶିକ୍ଷକଙ୍କଠାରୁ ବିଦ୍ରୁପାମ୍କ ଭର୍ସନା ଶୁଣିଥ୍ ଲେ। ଏହା ତାଙ୍କୁ ବଡ ବାଧ୍ଥ୍ ଲା। ଛାତ୍ର ଜୀବନରେ ନହେଲେ ମଧ୍ଯ ଶିକ୍ଷକ ଜୀବନରେ ସେ ମଡେଲ୍ ଡ୍ରିଇଂ ପୁସ୍ତକଟିଏ ଲେଖିଲେ। ଅଙ୍କନରେ ନହେଲେ ବି ବହିରେ ଡ୍ରିଇଂ କରିବାର ଏକ ସୁନ୍ଦର ପଦ୍ଦତି ସେ ବାହାର କରିଥ୍ ଲେ। ସେ ବହିଟି ପରେ ସ୍କୁଲମାନଙ୍କରେ ଚଳିଥ୍ ଲା।ତଙ୍କୁ ଶିକ୍ଷକ ଓ ପିଲାମନେ ଭାରି ଆଦର କରିଥ୍ ଲା। ସତ୍ଯବାଦୀ ସ୍କୁଲ ପଲାମାନେ କେବଳ ଶ୍ରେଣୀ ଗୃହରେ ଉନ୍ନତ ଶିକ୍ଷା ଲାଭ କରୁନଥ୍ ଲେ। ପରିଭ୍ରମଣ ଶିକ୍ଷାର ଏକ ଅଙ୍ଗ ରୁପେ ସେଠାରେ ଅନୁସୃତ ହୋଇଥ୍ ଲା।ସେଥ୍ପାଇଁ ନୀଳକଣ୍ଠ ପିଲାମାନଙ୍କୁ ସାଙ୍ଗରେ ନେଇ କୋଣର୍କ,କଣ୍ଟିଲୋ ଆଦି ସ୍ଥାନଙ୍କୁ ଯାଇଥ୍ ଲେ। କୋଣାର୍କ ଦର୍ଶନ କରି ସେ ମନ୍ଦିର ସଂପର୍କରେ ସମସ୍ତ ବିଷୟ ବୁଝି ପିଲାମାନେ ନୀଳମଣ୍ଠଙ୍କ ସହିତ ରାମଚଣ୍ଡୀ ଯାତ୍ରା କରିଥ୍ ଲେ। ରାମଚଣ୍ଡୀଠାରେ ଚନ୍ଦ୍ରକିରଣରେ ମାୟାଦେବୀଙ୍କ ମନ୍ଦିରର ଦୃଶ୍ଯ ଦେଖିବାସେମାନଙ୍କର ଇଚ୍ଛା ଥ୍ ଲା। ସେ ଦିନ ଥ୍ ଲା କୁଆଁର ପୁନେଇ। ମାତ୍ର ପ୍ରବଳ ବର୍ଷା ଓ ବତାସି ହେତୁ ପିଲାମାନେ ମନ୍ଦିର ବାହାରକୁ ବିହାରିପାରିନଥ୍ ଲେ। ପଣ୍ଡିତ ନୀଳକଣ୍ଠ ସେମାନଙ୍କ ଶୋଇବା ଅବସ୍ଥାରେ ନିଜେ ଅନିଦ୍ରା ରହି 'କୋଣାର୍କ' କାବ୍ଯର 'ରାମଚଣ୍ଡୀରେ ରାତୀ' ଭାଗଟି ଲେଖ୍ଥ୍ ଲେ। ଅନୁଭୁତି,ଅବସାଦ, ୱସାମାଜିକଚଳଣୀ, ତିଥ୍ ରମହତ୍ତ, ଇତିହାସ ଓ ସ୍ବପ୍ନରେ ଗୋଳିହୋଇ ପ୍ରକାଶ ପାଇଥ୍ ବା ଅନବଦ୍ଯ କୋଣାର୍କେ କାବ୍ଯର ପ୍ରାଣ ସେହି ସମୁଦ୍ରିସିକତରେ ପଣ୍ଡିତ ନୀଳକଣ୍ଠଙ୍କ କଲମରେ ଜୀବନ୍ତ ରୂପେ କାୟା ପରିଗ୍ରହଣ କରିଥ ଲା। କିନ୍ତୁ କଣ୍ଟିଲୋ ଯାତ୍ରା ଥ୍ ଲା ଏକ ସଂପୂର୍ଣ୍ଣ ବିପରୀତ ଘଟଣା। ସେଠାରେ ପଣ୍ଡିତ ନୀଳକଣ୍ଠଙ୍କ ଦୃଷ୍ଟିରେ ଗଡ଼ଜାତ ଶାସନର କଳଙ୍କ ଜର୍ଜରିତ ଦିଗ ଲୁଚି ରହିପାରିନଥ୍ ଲା। ତାଙ୍କ ବିଦ୍ରୋହ ଆତ୍ମା ସେଠାରେ ଉଗ୍ର ରୂପ ପରି ଗ୍ରହଣ କରି ରାଜଶକ୍ତିଏ ଅନ୍ଯାୟ ବିରୋଧରେ ଦୃଡ଼ ପ୍ରତିବାଦ ଜ୍ଞାପନ କରିଥ୍ ଲେ। ଏହା ଘଟିଥ୍ ଲା ଖଣ୍ଡପଡ଼ା ରାଜାଙ୍କ ଦ୍ବାରା, ବଳଦମାନଙ୍କୁ ଧରି ଜଗିରହିଥ୍ ବା ପ୍ରଜାମାନଙ୍କ ଦୁଃଖରେ ଅତିଷ୍ଠ ନୀଳକଣ୍ଠଙ୍କ