ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସ୍ଥାପନ କରିଥ୍ ଲି । ଏହା ଅଧୁନା ଏକ ପୂ ର୍ଣ୍ଣ ସରକାରୀ ସ୍କୁଲ୍ ହୋଇଛି । ଫିରିଙ୍ଗିଆରେ ଅଧୁନା କଲେଜ ହେଲାଣି । ଏସବୁ ପାଇଁ ଅନେକ ଅନେକ କଷ୍ଟ ସ୍ୱୀକାର କରି ହେଡ଼୍ ମାଷ୍ଟର ଗୋବିନ୍ଦ ଚନ୍ଦ୍ର ମହାନ୍ତି ଦୀର୍ଘଦିନର ସାଧନା ଦ୍ୱାରା ଭବିଷ୍ୟତ-ଶିକ୍ଷାର ବିକାଶ ଓ ବିସ୍ତାର ନିମନ୍ତେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରିଥ୍ ଲେ ତାହା ହୁଏ ଫିରିଙ୍ଗିଆର ପୁରୁଣା ଲୋକଙ୍କର ମନେ ଥ୍ ବ । ନୂଆ ଲୋକେ ଏହା ଜାଣିନଥ୍ ବେ ।

                              ଗୋବିନ୍ଦ  ବାବୁଙ୍କୁ   ସାମ୍ ନା   ସାମ୍ ନି  ସମସ୍ତେ   ଆଜ୍ଞା  ଡାକନ୍ତି।   ତାଙ୍କ   ପଛରେ  ଲୋକେ  କହ ନ୍ତି   ଗୋବିନ୍ଦ   ମାଷ୍ଟ୍ରେ, ତାଙ୍କର  ଛାତ୍ର ଛାତ୍ରୀ  ମାନଙ୍କର     ସେ  ହେଡ୍ ମାଷ୍ଟ୍ରେ।  କିନ୍ତୁ    କନ୍ଧ   ସମ୍ପ୍ରଦାୟ ରେ   ସେ  ଦେରି   ମାଷ୍ଟୁରା  [ବଡ  ଶିକ୍ଷକ]  ନାମରେ  ପରିଚିତ।  ଚିର  ହାସ୍ଯମୁଖ   ,ନିରାଡମ୍ବର  ଜୀବନ , ଘର  ଦୁଃଖ  ଗା ଉଣି  ଗାଇଲେ   ସରିବ  ନାହିଁ।