ଅବନା ରସତରଙ୍ଗ

ଉଇକିପାଠାଗାର‌ରୁ
Jump to navigation Jump to search
ଅବନା ରସତରଙ୍ଗ
ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏହି କାବ୍ୟର ନାମରେ ଯେପରି ସବୁ ବର୍ଣ୍ଣ 'ଅବନା', ସମଗ୍ର କାବ୍ୟର ସବୁ ପଂକ୍ତି ହେଉଛି ସେହିପରି ଅବନାରେ ରଚିତ। ଏହି କାବ୍ୟରେ ଉପେନ୍ଦ୍ର ଭଞ୍ଜ ବନାନ, ଅର୍ଥାତ୍, ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ ପ୍ରଭୃତି ସ୍ଵରବର୍ଣ୍ଣ ଯୁକ୍ତ ହୋଇଥିବା ଶବ୍ଦ ପଦାଦ୍ଯରେ ପ୍ରୟୋଗ କରି ନାହାଁନ୍ତି। ।

ଅବନା ରସତରଙ୍ଗ
ଉପେନ୍ଦ୍ର ଭଞ୍ଜ

ଛାନ୍ଦସୂଚୀ

  1. ଜୟ ଭକତବତ୍ସଳ ଜଗତ ଇଶ୍ଵର
  2. ଏ ଅନନ୍ତ ରସ କର ଶ୍ରବଣ ସଜ୍ଜନ
  3. ଅଜନନ୍ଦନ ନନ୍ଦନ ଭ୍ରମଣବନ
  4. ପ୍ରକଟ ଘନ ସମୟ ଘନ ପଟଳ ଉଦୟ
  5. ଜଗତ ତମସ ଘନ ଘନ ବଶ ସତ ଅହ
  6. ଅବରଜ ବଚନର ମଉନ
  7. ଅସମଶର ଉଜ୍ଜନ କରଇ ତ କଥନ କମଳନୟନ
  8. ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ
  9. ବକବର କର କର ଶ୍ରବଣ ଏମନ୍ତ ପରମ ରମ୍ଯଈକ୍ଷଣ
  10. ସଲକ୍ଷଣ ମଖ ରକ୍ଷଣ ଚର ଅଚର ଇନ
  11. ଗତ ମର୍କଟକଟକ ମଧ୍ୟ ଲକ୍ଷ୍ମଣ ଖରତର
  12. ଏ ସମୟ ବସନ୍ତ ରଞ୍ଜନର ସମୟ