ଆମ ମଧୁସୁଦନ/ସୂଚୀପତ୍ର

ଉଇକିପାଠାଗାର ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ସୂଚୀପତ୍ର
ସୂଚୀପତ୍ର

ଜାତି ନନ୍ଦିଘୋଷର ପ୍ରମତ୍ତ ସାରଥି

କ୍ରମାଙ୍କ ବିଷୟ ପୃଷ୍ଠା
୦୧ : ଶ୍ରୀଜଗନ୍ନାଥଙ୍କର ପ୍ରମତ୍ତ ଉଚ୍ଚାଟନରେ ମଧୁସୂଦନ ୧୩
୦୨ : ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ୧୮
୦୩ : ମାତୃଭୂମିର ମନ୍ତ୍ରଦାତା ମଧୁସୂଦନ ୨୪
୦୪ : ଯାଉଥିଲା ଗୋଟା ଜାତିଟା ଭାସି ୨୮
୦୫ : ମାତୃଶକ୍ତି ଓ ମଧୁସୂଦନ ୩୩
୦୬: ଆଦ୍ୟ ସମାଜବାଦୀ ଅଗ୍ରନାୟକ ୩୭
୦୭: ମଧୁସୂଦନଙ୍କର ବିଶ୍ୱଦୃଷ୍ଟି ୪୨
୦୮: ବ୍ରିଟିଶ ଉପନିବେଶବାଦ ଓ ଓଡ଼ିଆ ଜାତୀୟତା ୪୬
୦୯: ଦୁର୍ଗତଙ୍କର ସେବାରେ ମଧୁସୂଦନ ୫୧
୧୦: ଲଣ୍ଡନର ପୃଷ୍ଠଭୂମିରେ ମଧୁସୂଦନ ୫୫
୧୧: ସ୍ମୃତିର ବିସ୍ମୃତିରେ ମଧୁସୂଦନ ୫୯

ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନପ୍ତ୧୮ପ୍ତ

୧୨ : ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ ୬୫
୧୩ : ଗୋତ୍ରର ନାମ ମଧୁସୂଦନ ୬୮
୧୪ : ଓଡ଼ିଶାର ସାଂସ୍କୃତିକ ଜାଗରଣରେ ଜାତିପ୍ରାଣ ମଧୁସୂଦନ ୭୨
୧୫ : ମୁକ୍ତି ସଂଗ୍ରାମର ଅଗ୍ର ସାରଥି ମଧୁସୂଦନ ୮୦
୧୬ : ପ୍ରଜାକୁଳର ତ୍ରାଣକର୍ତ୍ତା ମଧୁସୂଦନ ୮୮
୧୭ : ଜାତିର ପହିଲି ଖେଳଓ୍ୱାଡ୍‍ ୯୧
୧୮ : ମାନବାତ୍ମାର ପୂଜାରୀ ମଧୁସୂଦନ ୯୬
୧୯ : ଓଡ଼ିଶାରେ ନାରୀ ଶିକ୍ଷାର ଇତିବୃତ୍ତ ୧୦୦
୨୦ : ସମବାୟର ଆଦ୍ୟ ପ୍ରବର୍ତ୍ତକ ମଧୁସୂଦନ ୧୦୫
୨୧ : ଆଇନଜୀବୀ ଆଉ ଆଇନଜ୍ଞ ୧୨୧
୨୨ : ସହସ୍ରଭୁଜାର ଆବାହନ ୧୨୫

ସ୍ୱତନ୍ତ୍ର ଓଡ଼ିଶାର ସଂସ୍ଥାପକ

୨୩ : ଭାଷା ସଂଗ୍ରାମ ଓ ନୂତନ ଓଡ଼ିଶାର ଶତାବ୍ଦୀ ସମାରୋହ ୧୩୩
୨୪ : ଦକ୍ଷିଣ-ଓଡ଼ିଶା ଓ ମଧୁସୂଦନ ୧୪୪
୨୫ : ଓଡ଼ିଶା ପ୍ରଦେଶ ଗଠନର ଘୋଷଣାନାମା ୧୫୨
୨୬ : ଅନ୍ତର୍ଦାହର ଜ୍ୱାଳାରେ ଷଢେ଼ଇକଳା ଓ ଖରସୁଆଁ ୧୫୯
୨୭ : ଭାରତ ପୃଷ୍ଠଭୂମିରେ ଓଡ଼ିଶା ରାଜ୍ୟର ସ୍ଥାପନା ୧୬୩
୨୮ : ଶତାବ୍ଦୀର ନିଦ୍ରାଭଂଗ ୧୬୬
୨୯ : ନୂତନ ଓଡ଼ିଶାର ଇତିହାସ ଓ ଲେଖନୀକାର ୧୭୦
୩୦ : ରାଷ୍ଟ୍ରପତିଙ୍କ ସନ୍ଦେଶରେ ଓଡ଼ିଶା ଦିବସ ୧୭୨
୩୧ : ମଧୁସୂଦନ ଏବଂ ଶ୍ୱେତ ଆଉ ମାଟିଆ ସାମ୍ରାଜ୍ୟବାଦ ୧୭୬
୩୨ : ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମରତ ମଧୁସୂଦନ ୧୮୧
୩୩ : ଓଡ଼ିଶା ପ୍ରଦେଶର ସ୍ଥାପନା- ଏକ ବିସ୍ମୟକର ଉପଲବ୍ଧି ୧୮୪
୩୪ : ମାତୃଭାଷା ଆଉ ମାତୃଭୂମି ୧୮୯

ଗାନ୍ଧୀ ଓ ମଧୁସୂଦନ

୩୫ : ଗାନ୍ଧିଜୀଙ୍କ ପଥପ୍ରଦର୍ଶକ ମଧୁସୂଦନ ଦାସ ୧୯୫
୩୬ : ତଳିଆ ସମାଜ ନିଶ୍ଚେଷ୍ଟତା ଓ ମଧୁସୂଦନ ୧୯୭
୩୭ : ମୋପାଇଁ ଦ୍ୱିତୀୟ ଟଲଷ୍ଟୟ- ମଧୁସୂଦନ ଦାସ ୨୦୧
୩୮ : ମଧୁସୂଦନଙ୍କୁ ପ୍ରେରିତ ଗାନ୍ଧିଜୀଙ୍କ ପତ୍ରାବଳୀ ୨୦୪
୩୯ : ଗାନ୍ଧିଜୀଙ୍କ ଉପରେ ମଧୁସୂଦନଙ୍କ ପ୍ରଭାବ ୨୦୮
୪୦ : ଅସମାହିତ ବିରୋଧାଭାସରେ ଗାନ୍ଧିଜୀ ୨୧୧
୪୧ : ପଦଯାତ୍ରାର ପଥେ ପଥେ ମଧୁତୀର୍ଥ ୨୧୪
୪୨ : ଓଡ଼ିଶା ପ୍ରଦେଶର ଅନ୍ୟତମ ସ୍ଥାପୟିତା ମହାତ୍ମାଗାନ୍ଧୀ ୨୨୫
୪୩ : ଗାନ୍ଧିଜୀ, ଆମ୍ୱେଦକର ଆଉ ମଧୁସୂଦନ ୨୨୯

ସ୍ୱତନ୍ତ୍ର ବର୍ଷରେ ଓଡ଼ିଶା

୪୪ : ୧୯୯୮- ଉତ୍କଳୀୟ ଅଭ୍ୟୁତ୍‍ଥାନର ସାର୍ଦ୍ଧ ଶତାବ୍ଦୀ ଜୟନ୍ତୀ ୨୩୫
୪୫ : ଐତିହ୍ୟରେ ମର୍ଯ୍ୟାଦାବନ୍ତ ୧୯୦୦ ସାଲ ୨୪୦
୪୬ : ୧୯୦୩ : ଏକ କ୍ରାନ୍ତିକାରୀ ସମ୍ୱତ୍ସର ୨୪୩

ସ୍ୱତନ୍ତ୍ର ଘଟଣା

୪୭ : ମଧୁସୂଦନଙ୍କ ନିମନ୍ତ୍ରଣରେ କର୍ଜନଙ୍କ ଓଡ଼ିଶା ପରିଦର୍ଶନ ୨୪୯
୪୮ : ସମ୍ୱଲପୁରରେ ସାର୍‍ ଏଣ୍ଡ୍ରୁ ଫ୍ରେଜର ୨୬୨

ସ୍ୱତନ୍ତ୍ର ବ୍ୟକ୍ତିତ୍ୱ

୪୯ : ପରମ ବିପ୍ଳବିଣୀ ରାଣୀ ସୂର୍ଯ୍ୟମଣି ପାଟମହାଦେଈ ୨୭୧

ଅନ୍ତିମ ପର୍ବ

୫୦ : ଜଣେ ଓଡ଼ିଆ ୨୭୯
୫୧ : ପ୍ରୟାଗର ନେହେରୁ ତୀର୍ଥରୁ ମହାନଦୀ ତୀରସ୍ଥ ମଧୁସ୍ମୃତି ୨୮୨
୫୨ : ଓଡ଼ିଶାର ଦ୍ୱିତୀୟ ବାରବାଟୀ ଦୁର୍ଗ 'ମଧୁସ୍ମୃତି' ଅବଲୁପ୍ତ ୨୮୭
୫୩ : ମଧୁସୂଦନଙ୍କର ସିଦ୍ଧି ଆଉ ଉପଲବ୍ଧି ୨୯୧
୫୪ : ଜାତିପ୍ରତି ଅନ୍ତିମ ଅଭିଭାଷଣ ୩୧୫
୫୫ : ପ୍ରଣାମ ଘେନ ପ୍ରଣାମ ୩୨୫
୫୬ : ଚିରକାଳର ବର୍ତ୍ତମାନ - ଗରିମାମୟ ମଧୁସୂଦନ ୩୫୬

ମଧୁସୂଦନଙ୍କ ଜୀବନର କ୍ରାନ୍ତିକାରୀ ଯାତ୍ରାପଥ ୩୬୧

ଚିଠିପତ୍ର ଓ ଦଲିଲ ୩୮୧