ଆଲୋଚନା:ଓଡ଼ିଆ ଭାଗବତ/୪

Page contents not supported in other languages.
ଉଇକିପାଠାଗାର‌ରୁ

ଏହା ସର୍ବଜନ ବିଦିତ ଯେ ଜଗନ୍ନାଥ ଦାସ ନବାକ୍ଷରୀ ଛନ୍ଦରେ ସମ୍ପୁର୍ଣ୍ଣ ଓଡିଆ ଭାଗବତ ରଚନା କରିଥିଲେ । ଗୀତା ପ୍ରେସଦ୍ୱାରା ପ୍ରକାଶିତ ଭାଗବତରେ ଏହା ସ୍ପଷ୍ଟ । ତେବେ ଉଇକି ପାଠାଗାରର ଏହି ଭାଗବତରେ ସ୍କନ୍ଧ-୪ ଅଧ୍ୟାୟ ୮,୯,୧୦ ଇତ୍ୟାଦି ଚଉଦ ଅକ୍ଷରୀ କେଉଁ ବହି ଆଧାରରେ ଲିଖିତ ତାହାର ଆଧାର ରହିବା ଜରୁରୀ ବୋଲି ମନେ ହୁଏ ।

ହରିହର ପ୍ରସାଦ ଶତପଥୀ