ଆଲୋଚନା:ଓଡ଼ିଆ ଭାଗବତ/୮
ନୂଆ ଯୋଡ଼ନ୍ତୁଦେଖଣା
Latest comment: ୧୦ ବର୍ଷ ପୂର୍ବେ by Psubhashish in topic କିପରି ଓଡ଼ିଆ ଭାଗବତର ତୃତୀୟ ଭାଗ ତିଆରି କରିବେ
କିପରି ଓଡ଼ିଆ ଭାଗବତର ତୃତୀୟ ଭାଗ ତିଆରି କରିବେ
[ସମ୍ପାଦନା]- ଆଗରୁ ଉଇକିପିଡ଼ିଆରେ ଆକାଉଣ୍ଟ ଥିଲେ "Log in" କରନ୍ତୁ କିମ୍ବା https://wikisource.org କୁ ଯାଇ "Create Account"ରୁ ନୂଆ ଆକାଉଣ୍ଟଟିଏ ଖୋଲନ୍ତୁ ।
- ଏହି ଲିଙ୍କଟି ଖୋଲି ଓଡ଼ିଆ ଭାଗବତର ଲେଖା (ହରଷେ ଅଭିମନ୍ୟୁସୁତ...ରେ ଆରମ୍ଭ ହୋଇଛି)କୁ କପି କରନ୍ତୁ ।
- ଏହି ଲିଙ୍କରୁ ଆକୃତି କନଭର୍ଟରରେ ସେହି ଲେଖାକୁ ପକାଇ କନଭର୍ଟ କରନ୍ତୁ । ତଳ ବାକ୍ସରେ ଯେଉଁ ଲେଖା ଆସିବ ତାକୁ କପି କରନ୍ତୁ ।
- କପି କରିସାରିଲା ପରେ ଲେଖାକୁ ଓଡ଼ିଆ ଭାଗବତ/୮ ପୃଷ୍ଠାର [Edit]ରେ କ୍ଲିକ କରି ପେଷ୍ଟ କରନ୍ତୁ ।
- ଯଦି କିଛି ଭୁଲ ଥାଏ ତାହାକୁ ସୁଧାରି ତଳକୁ ସ୍କ୍ରୋଲ କରି ସେଭ କରନ୍ତୁ ।
ଅସୁବିଧାରେ ପଡ଼ିଲେ ମୋତେ ପଚାରନ୍ତୁ! --Psubhashish (ମୋ ଆଲୋଚନା) ୨୦:୧୨, ୩ ନଭେମ୍ବର ୨୦୧୪ (IST)