ଉଇକିପାଠାଗାର ଆଲୋଚନା:ବହିତାଲିକା

Page contents not supported in other languages.
ଉଇକିପାଠାଗାର‌ରୁ

ମୂଳ ନେମସ୍ପେସ ବାବଦରେ[ସମ୍ପାଦନା]

MKar ଭାଇ, ଏଇଟା ଖୁବ ଏକ ବିସ୍ତୃତ ଓ ସହଜରେ ଜଣାପଡ଼ିବା ଭଳି ତାଲିକାଟିଏ । ମୋ ମତରେ ଏଇଟାକୁ ଉଇକିପାଠାଗାର ନେମସ୍ପେସ ରଖିଲେ ଭଲ ହୁଅନ୍ତା ।--!!!ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୧:୪୧, ୨୫ ଜାନୁଆରୀ ୨୦୧୬ (IST)[reply]

ଉପଯୁକ୍ତ ସ୍ଥାନ ଓ ନାମକୁ ଘୁଞ୍ଚାଗଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୦୫, ୨୫ ଜାନୁଆରୀ ୨୦୧୬ (IST)[reply]