ଉଇକିପାଠାଗାର:ବହିତାଲିକା
ଉଇକିପାଠାଗାରକୁ ସମୃଦ୍ଧ କରୁଥିବା ଲେଖକ ଓ ପ୍ରକାଶକ
[ସମ୍ପାଦନା]- ସୃଜନିକା ଦ୍ଵାରା ପ୍ରକାଶିତ ୫୯ଟି ବହି
- ବିଜ୍ଞାନ ତରଙ୍ଗ ପତ୍ରିକାର ୧୦୯ ସଂଖ୍ୟା (୧୯୮୮-୨୦୦୭ ମଧ୍ୟରେ ପ୍ରକାଶିତ)
- ଜଗନ୍ନାଥ ପ୍ରସାଦ ଦାସଙ୍କ ୩୦ଟି ବହି
- ନିର୍ମଳା କୁମାରୀ ମହାପାତ୍ରଙ୍କ ୨୧ଟି ବହି
- ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ୧୯ଟି ବହି
- ଧନେଶ୍ଵର ସାହୁଙ୍କ ୧୩ଟି ବହି
- ଜଗନ୍ନାଥ ମହାନ୍ତିଙ୍କ ୧୧ଟି ବହି
- ରାମକୃଷ୍ଣ ନନ୍ଦଙ୍କ ୧୧ଟି ବହି
- ଚିତ୍ତରଞ୍ଜନ ମିଶ୍ରଙ୍କ ଲିଖିତ ୯ଟି ବହି
- ଭାରତ ମାଝୀଙ୍କ ୫ଟି କବିତା ସଂକଳନ
- ସମଦୃଷ୍ଟି ଦ୍ଵାରା ପ୍ରକାଶିତ ୫ଟି ବହି
- ରବି କାନୁନଗୋଙ୍କ ୪ଟି ବହି
- ମାନବିକ ଦ୍ଵାରା ପ୍ରକାଶିତ ୪ଟି ବହି
- ଶ୍ରୀଶପଟେଲଙ୍କ ୩ଟି ବହି
- ସୁବ୍ରତ କୁମାର ପୃଷ୍ଠିଙ୍କ ୨ଟି ବହି: ଭାଷା ଓ ଜାତୀୟତା, ଜାତି, ଜାଗୃତି ଓ ପ୍ରଗତି
- ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା (ପକ୍ଷୀଘର ପ୍ରକାଶନୀ)
- ମୃଣାଳ ଚାଟାର୍ଜୀଙ୍କ ଗୋଟିଏ ବହି 'ଶକ୍ତି'
- ଆଶିଷ ରଞ୍ଜନ ମହାପାତ୍ରଙ୍କ ଗୋଟିଏ ବହି 'ନନ୍ଦିନୀ ଶତପଥୀ'
- ନନ୍ଦ କିଶୋର ମିଶ୍ରଙ୍କ ଗୋଟିଏ ବହି 'ବୋଉ ଓ ବହ୍ନି'
- ମୋଟ ୨୦୦ଟି ବହି + ବିଜ୍ଞାନ ତରଙ୍ଗ ପତ୍ରିକାର ୧୦୯ ସଂଖ୍ୟା + କୌଣସି ସ୍ଵତ୍ତ୍ଵାଧିକାର ନଥିବା ସମସ୍ତ ପୁରୁଣା ବହି
ସୃଜନିକା ଦ୍ଵାରା ପ୍ରକାଶିତ ବହି
[ସମ୍ପାଦନା]ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମଦିନ (୨୦୧୫) ପାଳନବେଳେ ପୁଷ୍ପଶ୍ରୀ ପଟ୍ଟନାୟକ ଘୋଷଣା କରିବା ସହ ଗୋଟିଏ ସିଡିରେ ସମସ୍ତ ବହିର ପିଡିଏଫ କପି ପ୍ରଦାନ କରିଥିଲେ ।
(ବହିର ନାମ, ପ୍ରକାଶନ ବର୍ଷ)
- ଖେଳି ଖେଳି ଶିଖିବା, ୧୯୮୮
- କାଗଜର ଖେଳ, ୧୯୮୯
- ଆମ ଘର ଏଇ ପୃଥିବୀ, ୧୯୯୦
- ବିଜ୍ଞାନ କ’ଣ?, ୧୯୯୦
- ରହସ୍ୟମୟ ମଙ୍ଗଳ, ୧୯୯୦
- ସୂର୍ଯ୍ୟ ଆମ ବନ୍ଧୁ, ୧୯୯୦
- ଆକାରର ଦୁନିଆ, ୧୯୯୧
- ବୈଜ୍ଞାନିକ ଦୃଷ୍ଟିକୋଣ, ୧୯୯୨
- ଦିବାସ୍ୱପ୍ନ, ୧୯୯୨, ୧୯୯୫
- ଆମ ମନର ଗୀତ, ୧୯୯୪, ୧୯୯୮, ୨୦୦୪
- ଚନ୍ଦ୍ର ଅଭିଯାନ, ୧୯୯୪
- ଆସ ତାରା ଦେଖିବା, ୧୯୯୫
- ବିଶ୍ୱର ରୂପ, ୧୯୯୫
- ଛାଇ ଆଲୁଅର ଖେଳ, ୧୯୯୫
- ଦ ଷ୍ଟୋରି ଅଫ ଆୱାର ୟୁନିଭର୍ସ, ୧୯୯୫
- ଆକାଶ ବିଚିତ୍ରା, ୧୯୯୬
- କାହିଁକି ଭାଇ କାହିଁକି, ୧୯୯୬
- ତୋତ୍ତୋ-ଚାନ୍, ୧୯୯୬
- ଗଛବଇଦ, ୧୯୯୭
- ଜହ୍ନଧରା ବାଇଆ, ୧୯୯୭
- କାଗଜ ଭଙ୍ଗାର ମଜା, ୧୯୯୭
- ପରାଗ, ଗ୍ରହଣ, ଧୂମକେତୁ, ୧୯୯୭
- ବିଜ୍ଞାନ ପହଳି, ୧୯୯୮
- ଗଣିତ କୁହୁକ, ୧୯୯୮
- କାଗଜରୁ ଆକୃତି, ୧୯୯୮
- ଓଡ଼ିଶା ପାଇଁ ଗଛ, ୧୯୯୮
- ପରିବେଶର କଥା ଓ ବଥା, ୧୯୯୮
- ଆକାଶରେ ଲୁଚକାଳି, ୧୯୯୯
- ଅଣୁରୁ ଅନ୍ତରୀକ୍ଷ, ୧୯୯୯
- ଜଳସମ୍ପଦ, ୧୯୯୯
- ପରିବେଶ ଓ ପ୍ରଦୂଷଣ, ୧୯୯୯
- କୀଟ ଓ ତା’ର ଜାତିଭାଇ, ୧୯୯୯
- ପରିବେଶ, ବିକାଶ ଓ ଅଳିଆ, ୧୯୯୯
- ଚିତ୍ର ପାହାଚରେ ଚିଡ଼ିଆଖାନା, ୨୦୦୦
- ଜୀବନର ପିଲାଦିନ, ୨୦୦୦
- କାଗଜ ଭଙ୍ଗାରୁ ଜ୍ୟାମିତି, ୨୦୦୦
- ହାତ ତିଆରି ଖେଳନା, ୨୦୦୧
- ପରିବେଶ ଦର୍ପଣ, ୨୦୦୧
- ସହଜରେ ଆଙ୍କିବା ଗଛଲତା, ୨୦୦୧
- ମୋ ବନ୍ଧୁ ଶ୍ରୀ ଲିକି, ୨୦୦୨
- ପରିବେଶ ଓ ଆତ୍ମନିର୍ଭରଶୀଳତା, ୨୦୦୨
- ପତ୍ରରୁ ଚିତ୍ର, ୨୦୦୨
- ବିଜ୍ଞାନ ପରଖ, ୨୦୦୩
- ବିକାଶ ପାଇଁ ବିନାଶ, ୨୦୦୩
- ପ୍ରକୃତି ପରଖ, ୨୦୦୩
- ଏକ୍ସପ୍ଲୋରିଙ୍ଗ ନେଚର, ୨୦୦୪
- ଗ୍ରହ ସଞ୍ଚାର, ୨୦୦୪
- ପଦେ ଛନ୍ଦେ ପରିବେଶ, ୨୦୦୪
- ପ୍ରଶ୍ନ କରେ ଅନାରକୋ, ୨୦୦୪
- ସାଇକେଲର କାହାଣୀ, ୨୦୦୪
- ଅଠା କୁହୁକ, ୨୦୦୫
- ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ, ୨୦୦୫
- ଗିଜୁଭାଇ ଶିକ୍ଷାନିଧି, ୨୦୦୫
- ହାତ ପାଆନ୍ତାରେ ବିଜ୍ଞାନ, ୨୦୦୫
- କିମିଆର ବିଜ୍ଞାନ, ୨୦୦୫
- ଓଡ଼ିଶାର ବନ୍ୟପ୍ରାଣୀ – ସ୍ତନ୍ୟପାୟୀ, ୨୦୦୫
- ଅଳିଆରୁ ମଜା କାମ, ୨୦୦୭
- ମଜା ବିଜ୍ଞାନ ପରଖ, ୨୦୦୭
- ପଦାର୍ଥ ବିଜ୍ଞାନର କାହାଣୀ, ୨୦୦୭
- ବିଜ୍ଞାନ ତରଙ୍ଗ (୧୦୯ଟି ବ ହି, ଭିନ୍ନ ଭିନ୍ନ ସମୟରେ ନିୟମିତ ୧୯୮୮ରୁ ୨୦୦୭ ଯାଏ)
ଜଗନ୍ନାଥ ପ୍ରସାଦ ଦାସଙ୍କ ବହି
[ସମ୍ପାଦନା]OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୧ ନଭେମ୍ବର ୨୦୧୫)
- ପ୍ରଥମ ପୁରୁଷ (୧୯୭୧)
- ଅନ୍ୟସବୁ ମୃତ୍ୟୁ (୧୯୭୬)
- ଯେ ଯାହାର ନିର୍ଜନତା (୧୯୭୯)
- ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
- ପ୍ରେମ କବିତା (୧୯୮୭)
- ଯାତ୍ରାର ପ୍ରଥମ ପାଦ (୧୯୮୮)
- ଆହ୍ନିକ (୧୯୯୦)
- ସ୍ଥିରଚିତ୍ର (୧୯୯୧)
- ଶ୍ରେଷ୍ଠ କବିତା (୧୯୯୧)
- ସଚରାଚର (୧୯୯୪)
- ସ୍ମୃତିର ସହର (୧୯୯୫)
- ପୂର୍ବାପର - ୧ (କବିତା ସମଗ୍ର ୧୯୭୦-୭୯) (୧୯୯୫)
- ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
- ରଙ୍ଗଲିପି (୧୯୯୭)
- ପରିକ୍ରମା (୧୯୯୮)
- କଥାଯାତ୍ରା (୨୦୦୦)
- ଅସମୟ (୨୦୦୪)
- କବିତା ସମଗ୍ର (୨୦୧୧)
- ଭବନାଥ ଓ ଅନ୍ୟମାନେ (୧୯୮୨)
- ଦିନଚର୍ଯ୍ୟା (୧୯୮୩)
- ଆମେ ଯେଉଁମାନେ (୧୯୮୬)
- ସାକ୍ଷାତକାର (୧୯୮୭)
- ପ୍ରିୟ ବିଦୂଷକ (୧୯୯୨)
- ଶେଷ ପର୍ଯ୍ୟନ୍ତ (୧୯୯୫)
- ଇଚ୍ଛାପତ୍ର (୨୦୦୦)
- ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)
- ଅଳିମାଳିକା (୧୯୯୩)
- ଆଳୁକୁଚି ମାଳୁକୁଚି (୧୯୯୩)
- ଅନାବନା (୨୦୦୮)
- ସ୍ୱପ୍ନ ବିଚାର (୨୦୦୦)
ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ବହି
[ସମ୍ପାଦନା]ଓଡ଼ିଆ ଉଇକିପାଠାଗାର ସଭା (୨୦୧୪) ପାଳନବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ୧୯ଟି ବହିକୁ ସ୍ଵତ୍ତ୍ଵାଧୀକାର ପରିବର୍ତ୍ତିନ କରି ଉପଲବ୍ଧ କରାଇବାକୁ ଘୋଷଣା କରିଥିଲେ, ପରେ (୨୦୧୫) ଅସିତ ମହାନ୍ତି ୧୫ଟି ବହିର ପିଡିଏଫ କପି ପ୍ରଦାନ କରିଥିଲେ ।
(ବହିର ନାମ, ଲେଖକ)
- ଅର୍କକ୍ଷେତ୍ର କୋଣାର୍କ, ଅନିଲ ଦେ
- ଆମ ଓଡ଼ିଆ ବ୍ୟାକରଣ, ଡକ୍ଟର ଧନେଶ୍ୱର ମହାପାତ୍ର
- ଆମ ଓଡ଼ିଆ ଭାଷା, କୀର୍ତ୍ତନ ନାରାୟଣ ପାଢ଼ୀ
- ଆମ ଗଙ୍ଗାଧର, ବାବାଜୀ ଚରଣ ପଟ୍ଟନାୟକ
- ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ଵିତୀୟ ଭାଗ), ସୌମ୍ୟରଞ୍ଜନ ପଟ୍ଟନାୟକ
- ଆମ ଦେବଦେବୀ, ଅସିତ ମହାନ୍ତି
- ଆମ ପାରଳା ଗଜପତି, ସତ୍ୟନାରାୟଣ ମହାପାତ୍ର
- ଆମ ମଧୁସୂଦନ, ସୁରସିଂହ ପଟ୍ଟନାୟକ
- ଆମ ସୁଭାଷ, ଡକ୍ଟର ବିମଳେନ୍ଦୁ ମହାନ୍ତି
- ଆମ ସୁରେନ୍ଦ୍ର ସାଏ, ------
- ଓଡ଼ିଶା ଇତିହାସ, ସଂ: ପ୍ରୀତୀଶ ଆଚାର୍ଯ୍ୟ
- ଓଡ଼ିଶା ରାଜନନୀତିର ଇତିହାସ, ଡ. ଉଦ୍ଧବ ଚରଣ ନାୟକ
- ଓଡ଼ିଶା ଶାସନର ଏକ ସ୍ଵର୍ଣ୍ଣଯୁଗ, ସୌମ୍ୟରଞ୍ଜନ ପଟ୍ଟନାୟକ
- ବିକଳ୍ପ ବିଶ୍ଵ, ଡକ୍ଟର ଭଗବାନପ୍ରକାଶ
- ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ, ଜାନକୀ ବଲ୍ଲଭ ପଟ୍ଟନାୟକ
- ଶ୍ରୀଜଗନ୍ନାଥ, ମହୀମୋହନ ତ୍ରିପାଠୀ
- ସପ୍ତାଶ୍ଚର୍ଯ୍ୟ, ଶିବ କୁମାର ଦାସ
- ସେମାନଙ୍କ ପିଲାଦିନ, ସଂ: ସୌମ୍ୟରଞ୍ଜନ ପଟ୍ଟନାୟକ
- Janaki Ballav Patnaik: The March To a Modern Odisha, ସଂ: ସୌମ୍ୟରଞ୍ଜନ ପଟ୍ଟନାୟକ
ଧନେଶ୍ଵର ସାହୁଙ୍କ ଲିଖିତ ବହି
[ସମ୍ପାଦନା](ଜୁଲାଇ ୨୦୧୬, ପ୍ରଥମ ସପ୍ତାହରେ ମୌଖିକ ପ୍ରତିଶୃତି)
- ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
- ଆବ୍ରାହମ କୋଭୁର, ୧୯୯୮
- ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
- ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
- ଧର୍ମ, ଦର୍ଶନ ଓ ସମାଜ, ୨୦୦୨
- ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
- ସଂସ୍କୃତି ଓ ସର୍ବୋଦୟ, ୨୦୦୯
- ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
- ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
- ଜୀବନ ଜିଜ୍ଞାସା, ୨୦୧୫
- ଜୀବନ ଅନ୍ୱେଷା, ୨୦୧୬
- ବିନୋଦ କାନୁନଗୋ, ୨୦୧୬
- ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬
ଜଗନ୍ନାଥ ମହାନ୍ତିଙ୍କ ଲିଖିତ ବହି
[ସମ୍ପାଦନା]ବହିର ନାମ | ପ୍ରକାଶକ |
---|---|
ଭାରତ ଭ୍ରମଣ | ତକ୍ଷଶିଳା, କଟକ |
କାଉଁରୀ ରାମଚଣ୍ଡୀର ଦେଶ | ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର |
କୃତ୍ରିମ ଉପଗ୍ରହର ଜୟଯାତ୍ରା | ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର |
ଆମରି ଜାତିର ଆଗୁଆ ନେତା | ସାଲୁଜା ପ୍ରକାଶନ, ନୂଆଦିଲ୍ଲୀ |
ମାଟିର ଚାଷୀ ଜାତିର ପଦ୍ମଶ୍ରୀ | ସାଥୀମହଲ, କଟକ |
ଆମରି ମାଟିର ଅମର ଶହୀଦ | କଟକ ପବ୍ଲିସିଂ ହାଉସ, କଟକ |
ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା | କଟକ ଟ୍ରେଡିଂ କମ୍ପାନୀ, କଟକ |
ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ | ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ |
ମୋ ଜୀବନ କଥା | କଟକ ଟ୍ରେଡିଂ କମ୍ପାନୀ, କଟକ |
ନବ ଦିଗନ୍ତ | ଅଗ୍ନି, ଭୁବନେଶ୍ୱର |
ଜୀବନ ଗୀତି | ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର |
ରାମକୃଷ୍ଣ ନନ୍ଦଙ୍କ ଲିଖିତ ବହି
[ସମ୍ପାଦନା]ବହିର ନାମ | ବିଷୟ |
---|---|
ବିଶ୍ୱପରିଚୟ | ଏକ ବିଶାଳ ଏନସାଇକ୍କୋପିଡ଼ିଆ |
ଲେଖନୀର ପାଠଶାଳା | ଓଡ଼ିଆ ବ୍ୟାକରଣ |
ଭାବି ଦେଖନ୍ତୁ | ପ୍ରବନ୍ଧମାଳା |
ପଉଷ ସନ୍ଧ୍ୟାର ଗପ | ୮ଟି ବହି - କାହାଣୀମାଳା |
ଚିତ୍ତରଞ୍ଜନ ମିଶ୍ରଙ୍କ ଲିଖିତ ବହି
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆର ଚତୁର୍ଦ୍ଦଶ ଜନ୍ମୋତ୍ସବ ପାଳନ ସମୟରେ (୦୪ ଜୁନ ୨୦୧୬) OTRS ମାଧ୍ୟମରେ ୯ଟି ବହିର ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କରିବା ସହ ପିଡିଏଫ କପି ପ୍ରଦାନ କଲେ ।
- ବିଜ୍ଞାନର ନବଜନ୍ମ
- ଜ୍ଞାନର ଅର୍ଥନୀତି
- ଜ୍ଞାନର ଐଶ୍ଵର୍ଯ୍ୟ
- ପ୍ରଯୁକ୍ତି ବିଦ୍ୟାର ମହାଦୌଡ଼
- ଚେତନା
- ବିଜ୍ଞାନର ଶଙ୍ଖନାଦ
- ବିଜ୍ଞାନର ମାୟାନଗରୀ
- ବିଜ୍ଞାନର ମାନବୀୟ ରୂପ
- ଭାରତୀୟ କଳିଙ୍ଗ ପୁରସ୍କାର ବିଜେତା
ଶିବରାମ ଶତପଥୀଙ୍କ ଲିଖିତ ବହି
[ସମ୍ପାଦନା]ଓଡ଼ିଆ ଉଇକିପାଠାଗାରର ଦ୍ଵିତୀୟ ଜନ୍ମତିଥି ପାଳନର ପୂର୍ବଦିନ (୨୮ ଜାନୁଆରୀ ୨୦୧୭) ୭ଟି ବହି ଦାନ କଲେ (OTRS ମାଧ୍ୟମରେ ବହିଗୁଡ଼ିକର ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କରିବା ବାକି ଅଛି) ।
- ଜାଫନାର କବିତା,୨୦୦୩
- ଇନ୍ଦ୍ରଧନୁ, ୨୦୦୩
- କୁସୁମାଞ୍ଜଳି,୨୦୦୩
- ଏକହଜାର ଏକପଦୀ, ୨୦୦୪
- ତ୍ରିଭୁଜ, ୨୦୦୪
- ଅସଲ ଶାସନ, ୨୦୧୬
- ଅକୁହା କଥା, ୨୦୧୬
ଭାରତ ମାଝୀଙ୍କ ଲିଖିତ ବହି
[ସମ୍ପାଦନା]ବହିର ନାମ | ପ୍ରକାଶକ |
---|---|
ଢୋ | ଟାଇମପାସ, ଭୁବନେଶ୍ଵର, ୨୦୦୯ |
ହାଇୱେ କୁହିଡ଼ି | ପକ୍ଷୀଘର ପ୍ରକାଶନୀ, ଭୁବନେଶ୍ଵର, ୨୦୦୮ |
ମୂର୍ତ୍ତିକାର | ପେନଇନ, ଭୁବନେଶ୍ଵର, ୨୦୦୬ |
ମହାନଗର ପଦ୍ୟ | ପ୍ରାଚୀ ପ୍ରକାଶନୀ, ଭୁବନେଶ୍ଵର, ୨୦୦୬ |
ସରଳ ରେଖା | ପଶ୍ଚିମା, ଭୁବନେଶ୍ଵର, ୨୦୦୨ |
ଅଗାଧୁଆ ଦୁଆରୀ | ବର୍ଷାପଲ୍ଲବୀ, ୧୯୯୯ |
ରବି କାନୁନଗୋଙ୍କ ଲିଖିତ ବହି
[ସମ୍ପାଦନା]ବହିର ନାମ | ପ୍ରକାଶକ/ପ୍ରକାଶକାଳ |
---|---|
ମନେ ଥାଉ ସେମିତି ସେମିତି | ସୂର୍ଯ୍ୟପ୍ରଭା, ୨୦୧୪ |
ସବୁ ନାରୀ ଟିକେ ଟିକେ ସୀତା | ୨୦୧୩ |
ଆଶା ତମସା | ଆଦ୍ୟା ପ୍ରକାଶନୀ, ୨୦୦୮ |
ଅଇନା | ୧୯୯୮ |
ମୃଣାଳ ଚାଟାର୍ଜୀଙ୍କ ଲିଖିତ ବହି
[ସମ୍ପାଦନା]ବହିର ନାମ | ପ୍ରକାଶକ/ପ୍ରକାଶକାଳ |
---|---|
ଶକ୍ତି | ଶେଫାଳି କମ୍ୟୁନିକେସନ୍ସ, ୨୦୦୦ |
ଓଡ଼ିଶା ଓ ଅନ୍ୟାନ୍ୟା ଗଳ୍ପ | ୧୯୯୧ |
ମାନବିକ ଦ୍ଵାରା ପ୍ରକାଶିତ ବହି
[ସମ୍ପାଦନା]ବହିର ନାମ | ଲେଖକ |
---|---|
ମଜାବିଜ୍ଞାନ | ବିନୟକୃଷ୍ଣ ପଟ୍ଟନାୟକ, ବିଜୟକୃଷ୍ଣ ପଟ୍ଟନାୟକ |
ବୈଦିକ ଗଣିତ | ବିନୟକୃଷ୍ଣ ପଟ୍ଟନାୟକ |
ନିଆଁପେଡ଼ି କୁହୁକ | ବିନୟକୃଷ୍ଣ ପଟ୍ଟନାୟକ |
ଏକ ଉଜ୍ଜଳ ସକାଳରେ ଅକାଳ ସନ୍ଧ୍ୟା | ବିଜୟକୃଷ୍ଣ ପଟ୍ଟନାୟକ |
ଶ୍ରୀଶ ପଟେଲଙ୍କ ବହି
[ସମ୍ପାଦନା]OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୬ ଜୁଲାଇ ୨୦୧୬)
- ଶବ୍ଦ ରସାୟନ
- ଚିନ୍ତା ଓ ଚେତନା
- ଶ୍ରୀଜଗନ୍ନାଥ ଜଗତର ନାଥ
ଆଶିଷ ରଞ୍ଜନ ମହାପାତ୍ରଙ୍କ ବହି
[ସମ୍ପାଦନା]OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୦ ଡିସେମ୍ବର ୨୦୧୫)
- ନନ୍ଦିନୀ ଶତପଥୀ
ନନ୍ଦ କିଶୋର ମିଶ୍ରଙ୍କ ବହି
[ସମ୍ପାଦନା]OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୦ ଜାନୁଆରୀ ୨୦୧୬)
- ବହ୍ନି ଓ ବୋଉ (୧୯୯୦)