ଓଡ଼ିଶା ରାଜନୀତିର ଇତିହାସ/ପରିଶିଷ୍ଟ-ଖ: ଓଡ଼ିଶାର ରାଜ୍ୟପାଳଗଣ
←ପରିଶିଷ୍ଟ-କ: ବ୍ରିଟିଶ-ଉତ୍କଳର କମିଶନରମାନେ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ପରିଶିଷ୍ଟ-ଖ: ଓଡ଼ିଶାର ରାଜ୍ୟପାଳଗଣ |
ପରିଶିଷ୍ଟ-ଗ: ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ→ |
ପରିଶିଷ୍ଟ ‘ଖ’
ଓଡ଼ିଶାର ରାଜ୍ୟପାଳଗଣ
(୧୯୩୬-୨୦୧୩)
୧- | ସାର୍ ଜନ୍ ଅନ୍ ହକ୍ | ୦୧.୦୪.୧୯୩୬ - ୧୧.୦୮.୧୯୩୮ |
୨- | ଜର୍ଜ ଟାଉସେଣ୍ଡ ବୋର୍ | ୧୧.୦୮.୧୯୩୮ - ୦୭.୧୨.୧୯୩୮ |
୩- | ସାର୍ ଜନ୍ ଅଷ୍ଟିନ୍ ହକ୍ | ୦୮.୧୨.୧୯୩୮ - ୩୧.୦୩.୧୯୪୧ |
୪- | ସାର୍ ହମୋ ଲୁଇସ୍ | ୦୧.୦୪.୧୯୪୧ - ୩୧.୦୩.୧୯୪୬ |
୫- | ଚନ୍ଦୁଲାଲ ତ୍ରିବେଦୀ | ୦୧.୦୪.୧୯୪୬ - ୧୪.୦୮.୧୯୪୭ |
୬- | ଡ. କୈଳାସ ନାଥ କାଟ୍ଜୁ | ୧୫.୦୮.୧୯୪୭ - ୨୦.୦୬.୧୯୪୮ |
୭- | ମି. ଏମ୍. ଆସଫ୍ ଅଲି | ୨୧.୦୬.୧୯୪୮ - ୦୫.୦୫.୧୯୫୧ |
୮- | ଭି.ପି. ମେନ୍ (ଅସ୍ଥାୟୀ) | ୦୬.୦୫.୧୯୫୧ - ୧୬.୦୭.୧୯୫୧ |
୯- | ମି. ଏମ୍. ଆସଫ୍ ଅଲି | ୧୮.୦୭.୧୯୫୧ - ୦୬.୦୬.୧୯୫୨ |
୧୦- | ସୟଦ୍ ଫଜଲ ଅଲି (ବାରିଷ୍ଟର ଆର୍ଟ-ଲ) | ୦୭.୦୬.୧୯୫୨ - ୦୯.୦୨.୧୯୫୪ |
୧୧- | ପି.ଏସ୍. କୁମାରସ୍ୱାମୀରାଜା | ୧୦.୦୨.୧୯୫୪ - ୧୧.୦୯.୧୯୫୬ |
୧୨- | ଭୀମସେନ ସାଚାର | ୧୨.୦୯.୧୯୫୬ - ୩୧.୦୭.୧୯୫୭ |
୧୩- | ଯଶୋବନ୍ତ ନାରାୟଣ ସୁକ୍ତଙ୍କର | ୩୧.୦୭.୧୯୫୭ - ୧୫.୦୯.୧୯୬୧ |
୧୪- | ଡ. ଅଯୋଧ୍ୟାନାଥ ଖୋସଲା | ୧୬.୦୯.୧୯୬୨ - ୦୫.୦୮.୧୯୬୬ |
୧୫- | ଜଷ୍ଟିସ୍ ଖଲିଲ ଅହମ୍ମଦ୍ (ଅସ୍ଥାୟୀ) | ୦୫.୦୮.୧୯୬୬ - ୧୧.୦୯.୧୯୬୬ |
୧୬- | ଡ. ଅଯୋଧ୍ୟାନାଥ ଖୋସଲା | ୧୨.୦୯.୧୯୬୬ - ୩.୦୧.୧୯୬୮ |
୧୭- | ଡ. ସକୌତଲା ସାହା ଆସାରୀ | ୩୧.୦୧.୧୯୬୮ - ୨୦.୦୯.୧୯୭୧ |
୧୮- | ସର୍ଦାର ଯୋଗେନ୍ଦ୍ର ସିଂହ ( ଅସ୍ଥାୟୀ) | ୨୦୦୯.୧୯୭୧ - ୩୦.୦୬.୧୯୭୨ |
୧୯- | ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର (ଅସ୍ଥାୟୀ) | ୦୧.୦୭.୧୯୭୨ - ୦୮.୧୧.୧୯୭୨ |
୨୦- | ବାସପ୍ପା ଦାନପ୍ପା ଜତି | ୦୮.୧୧.୧୯୭୨ - ୨୦.୦୮.୧୯୭୪ |
୨୧- | ଜଷ୍ଟିସ୍ ଗତିକୃଷ୍ଣ ମିଶ୍ର (ଅସ୍ଥାୟୀ) | ୨୧.୦୮.୧୯୭୪ - ୨୫.୧୦.୧୯୭୪ |
୨୨- | ଆକବର ଅଲି ଖାଁ | ୨୫.୧୦.୧୯୭୪ - ୧୭.୦୪.୧୯୭୬ |
୨୩- | ଜଷ୍ଟିସ ଶିବନାରାୟଣ ଶଙ୍କର (ଅସ୍ଥାୟୀ) | ୧୭.୦୪.୧୯୭୬ - ୦୭.୦୨.୧୯୭୭ |
୨୪- | ହର ଚରଣ ସିଂହବ୍ରାର | ୦୭.୦୨.୧୯୭୭ - ୨୨.୦୯.୧୯୭୭ |
୨୫- | ଭଗବତ୍ ଦୟାଲ ଶର୍ମା | ୨୩.୦୯.୧୯୭୭ - ୩୦.୦୪.୧୯୮୦ |
୨୬- | ପୁଦିରା ମୁଥାନା ପୁନାବା | ୩୦.୦୪.୧୯୮୦ - ୩୦.୦୯.୧୯୮୦ |
୨୭- | ଜଷ୍ଟିସ ଏସ୍. କେ. ରାୟ ( ଅସ୍ଥାୟୀ) | ୦୧.୦୧.୧୯୮୦-୦୩.୧୧.୧୯୮୦ |
୨୮- | ପୁଦିରା ମୁଥାନା ପୁନାଚା | ୦୪.୧୧.୧୯୮୦- ୨୪.୦୬.୧୯୮୨ |
୨୯- | ଜଷ୍ଟିସ୍ ରଙ୍ଗନାଥ ମିଶ୍ର (ଅସ୍ଥାୟୀ) | ୨୫.୦୬.୧୯୮୨ - ୩୧.୦୮.୧୯୮୨ |
୩୦- | ଚେପୁଦିରା ମୁଥାନା ପୁନାଚା | ୦୧.୦୯.୧୯୮୨ - ୧୭.୦୮.୧୯୮୩ |
୩୧- | ବିଶ୍ବମ୍ଭରନାଥ ପାଣ୍ଡ | ୧୭.୦୮.୧୯୮୩ - ୨୦.୧୧.୧୯୮୮ |
୩୨- | ସୟଦ ନୁରୁଲ ହାସାନ୍ | ୨୦.୧୧.୧୯୮୮ - ୦୬.୦୨.୧୯୯୦ |
୩୩- | ଯଜ୍ଞଦତ୍ତ ଶର୍ମା | ୦୭.୦୨.୧୯୯୦- ୦୧.୦୨.୧୯୯୩ |
୩୪- | ସୟଦ ନୁରୁଲ ହାସାନ୍ | ୦୧.୦୨.୧୯୯୩ - ୩୧.୦୫.୧୯୯୩ |
୩୫- | ବି. ସତ୍ୟନାରାୟରଣ ରେଡ଼ି | ୦୧.୦୬.୧୯୯୩ - ୧୭.୦୬.୧୯୯୫ |
୩୬- | ଗୋପାଳ ରାମାନୁଜମ୍ | ୧୮.୦୬.୧୯୯୫ - ୩୦.୦୧.୧୯୯୭ |
୩୭- | କେ.ଭି. ରଘୁନାଥ ରେଷ୍ଟି | ୩୧.୦୧.୧୯୯୭ - ୧୨.୦୨.୧୯୯୭ |
୩୮- | ଗୋପାଳ ରାମାନୁଜମ୍ | ୧୩.୦୨.୧୯୯୭ - ୧୩.୧୨.୧୯୯୭ |
୩୯- | କେ. ଭି. ରନୁନାଥ ରେଢ଼ି | ୧୩.୧୨.୧୯୯୭ - ୨୭.୦୪.୧୯୯୮ |
୪୦- | ଡକ୍ଟର ସି. ରଙ୍ଗରାଜନ୍ | ୨୬.୦୪.୧୯୯୮ - ୧୪.୧୧.୧୯୯୯ |
୪୧- | ଏମ୍.ଏମ୍. ରାଜେନ୍ଦ୍ରନ୍ | ୧୫.୧୧.୧୯୯୯ - ୧୬.୧୧.୨୦୦୪ |
୪୨- | ରାମେଶ୍ବର ଠାକୁର | ୧୭.୧୧.୨୦୦୪ - ୨୦.୦୮.୨୦୦୭ |
୪୩- | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ | ୨୧.୦୮.୨୦୦୭ - ୧୭.୦୩.୨୦୧୩ |
୪୪- | ସେବାୟା ବ୍ଳବାତୋଷି ଜମିର୍ | ୨୧.୦୩.୨୦୧୩ - |
ରାଜ୍ୟପାଳ ଡକ୍ଟର ଜମିର : ଏକ ସଂକ୍ଷିପ୍ତ ପରିଚୟ
ଓଡ଼ିଶାର ୪୧ତମ ରାଜ୍ୟପାଳ ଭାବରେ ତକ୍ଟର ସେବାୟଙ୍ଗବା ବ୍ଳବାତୋସୀ ଜମିର ୨୧.୩, ୨୦୧୩ ତାରିଖରେ ରାଜଭବନର ଅଭିଷେକ ହଲରେ ଶପଥ ଗ୍ରହଣ କରିଲେ । ତାଙ୍କୁ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଚୋକଲିଙ୍ଗମ୍ ନାଗସ୍ତାନ ଶପଥ ଗ୍ରହଣ କରାଇଥିଲେ । ଶପଥ ଗ୍ରହଣ ପରେ ରାଜ୍ୟପାଳଙ୍କ ସମ୍ମାନାର୍ଥ ୧୭ଟି ତୋପ ସଲାମୀ ଦିଆଯାଇଥିଲା । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ
ମନ୍ତ୍ରୀ ମଣ୍ଡଳର ସଦସ୍ୟ, ହାଇକୋର୍ଟର ବିଚାରପତି, ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ଉଚ୍ଚପଦସ୍ଥ ଅଧୁକାରୀ ଓ କେତେକ ବି ଧାୟକ ଉପସ୍ଥିତ ଥୁଲେ । ନୂତନ ରାଜ୍ୟପାଳଙ୍କ ପତ୍ନୀ ଶ୍ରୀମତୀ ଆଲୋମିଆ ଜମିର ଓ ତାଙ୍କ ପରିବାରବର୍ଗ ମଧ୍ୟ ଉପସ୍ଥିତ ଥୁଲେ । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡକ୍ଟର ଜମି ର ନିଜର ପ୍ରତିକ୍ରିୟାରେ କହିଲେ, "ଜୀବନର ଅନ୍ତିମ ପର୍ଯ୍ୟାୟ ରେ ଏକ ବିଶାଳ ଲକ୍ଷ୍ୟନେଇ ଓଡ଼ିଶାକୁ ଆସିଛି । ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବି । ମୋର ଦ୍ବାର ସମସ୍ତଙ୍କ ପାଇଁ ସର୍ବଦା ଖୋଲାରହିବ । ୧୯୩୧ ମସିହା ଅକ୍ଟୋବର ୧୭ ତାରିଖରେ ଏସ୍.ସି. ଜମିର ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଲ୍ଲାର ଜଙ୍ଗମା ଗ୍ରାମରେ ଜନ୍ମ ଗ୍ରହଣ କରିଲେ । ସେ ହେଉଛନ୍ତି ଭାରତ ସହ ନାଗାଲ୍ୟାଣ୍ଡ ମିଶ୍ରଣର ଅନ୍ୟତମ ବିନ୍ଧାଣି ଆଧୁନିକ ନାଗାଲାଣ୍ଡର ନିର୍ମାତା। ତକ୍ଟର ଜମିର ୧୯୮୦, ୧୯୮୨ରୁ । ୧୯୮୬ ଓ ୧୯୯୩-୨୦୦୩ ପର୍ଯ୍ୟନ୍ତ ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥୁଲେ । ୨୦୦୪-୦୮ ଯାଏ ଗୋଆର ଓ ୨୦୦୮ରେ ମହାରାଷ୍ଟ୍ରର ରାଜ୍ୟପାଳ ହେବା ସହ ୨୦୦୯ ରେ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇଲେ । ସେ ହେଉଛନ୍ତି ନାଗା ଜନଜାତି ସମ୍ପ୍ରଦାୟର ପ୍ରମୁଖ ନେତା ଓ ଖ୍ରୀଷ୍ଟଧର୍ମାବଲମ୍ବୀ ।
୧୯୬୧ରେ ଡକ୍ଟର ଜମିର ପ୍ରଥମ କରି ଲୋକସଭାକୁ ମନୋନୀତ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ସଂସଦୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରର ବୈଦେଶିକ ବିଭାଗ ଦାୟିତ୍ବରେ ସେ ରହିଥିଲେ । କେନ୍ଦ୍ର ସରକାରରେ ରେଳବାଇର ଉପମନ୍ତ୍ରୀ, ଶ୍ରମମନ୍ତ୍ରୀ, କୃଷି ଓ ଖାଦ୍ୟ ଉତ୍ପାଦନ ମନ୍ତ୍ରୀ ଭାବରେ ସେ ଦାୟିତ୍ବ ଗ୍ରହଣ କରିଲେ । ୧୯୭୧ରେ ସେ ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଲେ । ତାଙ୍କର ତିନିପୁଅ, ଦୁଇ ଝିଅ ଓ ୧୨ ଜଣ ନାତି ନାତୁଣୀ ଅଛନ୍ତି । ୨୦୧୩ ମାର୍ଚ୍ଚ ମାସ ୯ ତାରିଖରେ ତାଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିଲା ।