ଓଡ଼ିଶା ରାଜନୀତିର ଇତିହାସ/ପରିଶିଷ୍ଟ-ଗ: ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ
Appearance
←ପରିଶିଷ୍ଟ-ଖ: ଓଡ଼ିଶାର ରାଜ୍ୟପାଳଗଣ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ପରିଶିଷ୍ଟ-ଗ: ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଗଣ |
ପରିଶିଷ୍ଟ-ଘ: ଓଡ଼ିଶାର ବାଚସ୍ପତିଗଣ→ |
ପ୍ରଧାନମନ୍ତ୍ରୀ : | ||
---|---|---|
୧- | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ | ୦୧.୦୪.୧୯୩୭ - ୧୯.୦୭.୧୯୩୭ |
୨- | ବିଶ୍ୱନାଥ ଦାସ | ୧୯.୦୭.୧୯୩୭ - ୦୬.୧୧.୧୯୩୯ |
୩- | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ | ୨୪.୧୧.୧୯୪୧ - ୩୦.୦୬.୧୯୪୪ |
୪- | ଡକ୍ଟର ହରେକୃଷ୍ଣ ମହତାବ | ୨୨୩.୦୪.୧୯୪୬ - ୧୨.୦୫.୧୯୫୦ |
ମୁଖ୍ୟମନ୍ତ୍ରୀ: | ||
୫- | ନବକୃଷ୍ଣ ଚୌଧୁରୀ | ୧୨.୦୫.୧୯୫୦ - ୧୯.୧୦.୧୯୫୬ |
୬- | ଡକ୍ଟର ହରେକୃଷ୍ଣ ମହତାବ | ୧୯.୧୦.୧୯୫୬ - ୨୫.୦୨.୧୯୬୧ |
୭- | ବିଜୟାନନ୍ଦ ପଟ୍ଟନାୟକ | ୨୩.୦୬.୧୯୬୧ - ୦୨.୧୦.୧୯୬୩ |
୮- | ବୀରେନ୍ ମିତ୍ର | ୦୨.୧୦.୧୯୬୩ - ୨୧.୦୨.୧୯୬୫ |
୯- | ସଦାଶିବ ତ୍ରିପାଠୀ | ୨୧.୦୨.୧୯୬୫ - ୦୮.୦୩.୧୯୬୭ |
୧୦- | ରାଜେନ୍ଦ୍ର ନାରାୟଣ ସିଂହଦେଓ | ୦୮.୦୩.୧୯୬୭ - ୦୯.୦୧.୧୯୭୧ |
୧୧- | ବିଶ୍ୱନାଥ ଦାସ | ୦୩.୦୪.୧୯୭୧ - ୧୪.୦୬.୧୯୭୨ |
୧୨- | ନନ୍ଦିନୀ ଶତପଥୀ | ୧୪.୦୬.୧୯୭୨ - ୦୩.୦୩.୧୯୭୩ |
୧୩- | ନନ୍ଦିନୀ ଶତପଥୀ | ୦୬.୦୩.୧୯୭୪ - ୧୬.୧୨.୧୯୭୬ |
୧୪- | ବିନାୟକ ଆଚାର୍ଯ୍ୟ | ୨୯.୧୨.୧୯୭୬ - ୩୦.୦୪.୧୯୭୭ |
୧୫- | ନୀଳମଣି ରାଉତରାୟ | ୨୬.୦୬.୧୯୭୭ - ୧୭.୦୨.୧୯୮୦ |
୧୬- | ଜାନକୀ ବଲ୍ଲଭ ପଟ୍ଟନାୟକ | ୦୯.୦୬.୧୯୮୦ - ୦୭.୧୨.୧୯୮୯ |
୧୭- | ହେମାନନ୍ଦ ବିଶ୍ୱାଳ | ୦୭.୧୨.୧୯୮୯ - ୦୪.୦୩.୧୯୯୦ |
୧୮- | ବିଜୁ ପଟ୍ଟନାୟକ | ୦୫.୦୩.୧୯୯୦ - ୧୫.୦୩.୧୯୯୫ |
୧୯- | ଜାନକୀ ବଲ୍ଲଭ ପଟ୍ଟନାୟକ | ୧୫.୦୩.୧୯୯୫ - ୧୭.୦୨.୧୯୯୯ |
୨୦- | ଡକ୍ଟର ଗିରିଧର ଗମାଙ୍ଗ | ୧୭.୦୨.୧୯୯୯ - ୦୬.୧୨.୧୯୯୯ |
୨୧- | ହେମାନନ୍ଦ ବିଶ୍ୱାଳ | ୦୬.୧୨.୧୯୯୯ - ୦୫.୦୩.୨୦୦୦ |
୨୨- | ନବୀନ ପଟ୍ଟନାୟକ | ୦୫.୦୩.୨୦୦୦ - ୧୫.୦୫.୨୦୦୪ |
୨୩- | ନବୀନ ପଟ୍ଟନାୟକ | ୧୬.୦୫.୨୦୦୪ - ୨୦.୦୫.୨୦୦୯ |
୨୪- | ନବୀନ ପଟ୍ଟନାୟକ | ୨୧.୦୫.୨୦୦୯ - |