ଜୟ ଶ୍ରୀରାମଙ୍କ ଅନୁଜ

ଉଇକିପାଠାଗାର‌ରୁ
Jump to navigation Jump to search
ବିଚିତ୍ର ରାମାୟଣ ଲେଖକ/କବି: ବିଶ୍ୱନାଥ ଖୁଣ୍ଟିଆ
ଆଦ୍ୟକାଣ୍ଡ

ଜୟ ଶ୍ରୀରାମଙ୍କ ଅନୁଜ
ଲକ୍ଷ୍ମଣଙ୍କ ବନ୍ଦନା
ରାଗ କଳଶା

ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି ।
କ୍ଷୀରସିନ୍ଧୁ ମଧ୍ଯରେ ସର୍ବଦା ଯାର ସ୍ଥିତି ॥୧॥