ବିଚିତ୍ର ରାମାୟଣ
Appearance
ବିଚିତ୍ର ରାମାୟଣ ଲେଖକ/କବି: ସୂଚୀପତ୍ର |
ଶ୍ରୀ ନୀଳଗିରିଶିଖରେ ବିଜେ ହରି→ |
ବିଚିତ୍ର ରାମାୟଣ କବି ବିଶ୍ୱନାଥ ଖୁଣ୍ଟିଆଙ୍କ ବିରଚିତ ରାମାୟଣ ଆଧାରିତ ଛାନ୍ଦକାବ୍ୟ । ଓଡ଼ିଶାର ରାମଳୀଳା ଗୁଡ଼ିକରେ ଏହାର ଛାନ୍ଦଗୁଡ଼ିକ ବିଶେଷ ଭାବରେ ବ୍ୟବହୃତ । ପ୍ରଥମ ଥର ପାଇଁ ଗୋଟିଏ ଛନ୍ଦରେ ସମ୍ପୂର୍ଣ୍ଣ କାବ୍ୟ ନ ଲେଖି ଏକାଧିକ ଛନ୍ଦରେ କଥାବସ୍ତୁ ପରିବେଷିତ ହୋଇଥିବାରୁ ଏହାକୁ "ବିଚିତ୍ର ରାମାୟଣ" ଭାବେ ନାମିତ କରାଯାଇଛି । କବିଙ୍କ ନାମ ଅନୁସାରେ ଏହା ବିଶି ରାମାୟଣ ଭାବେ ମଧ୍ୟ ସୁପରିଚିତ ।
ସୂଚୀପତ୍ର
[ସମ୍ପାଦନା]ଆଦ୍ୟକାଣ୍ଡ
[ସମ୍ପାଦନା]- ଶ୍ରୀ ନୀଳଗିରିଶିଖରେ ବିଜେ ହରି
- ବନ୍ଦଇ ଶ୍ରୀ ଗଣନାଥ ଗଉରୀକୁମର
- ବୋଲ ହରି ହେ
- ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି
- ଜୟ ଜୟ ସରସ୍ୱତୀ
- ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ
- ଜୟ ଜୟ ରଘୁନାଥ
- ଜୟ ଜୟ ଜାନକୀ ଗୋ
- ଜୟ ଶ୍ରୀରାମଙ୍କ ଅନୁଜ
- ଜୟ ଜୟ ବାଲ୍ମୀକି
- ଏକ ଦିନେ ନାରଦ ମହାଋଷି
- ତମସା ନଦୀ ତଟରେ
- ଶୁଣ ହେ ସୁଜନ ଜନେ ଅପୂର୍ବ ଆଖ୍ୟାନ
- ଦେବତାଙ୍କ ମୁଖୁଁ ଏହା ଶୁଣି ପ୍ରଜାପତି
- ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ
- ଶିରୀ ବାଲମୀକ ମହର୍ଷି
- ବୋଲନ୍ତି ରାଜନ ଶୁଣିଥିଲ ଅବା କାହିଁ
- ଋଷ୍ୟଶୃଙ୍ଗ ଯାଗ କଲେ
- ପଞ୍ଚୁଆତି ଷଷ୍ଠୀଘର ଉତ୍ସବ ଗଲା
- ଧନୁ ଧରି ରାମ ହୋଇଲେ ଉଭା
- ପର୍ଶୁରାମ ଧନୁ ରାମ ଧରିବାର ଦେଖି
- ଜାନକୀ ସଙ୍ଗତେ ବହୁ ବିନୋଦ
- ଗୁରୁ ଗଉରବ ଜ୍ଞାତି ଯେ ଅମାତ୍ୟ
- ରାଜାଙ୍କ ବିନୟ ଦେଖିଣ କୈକେୟୀ
- କଉଶଲ୍ୟା ଆଦି ଯେତେକ ନାରୀ
- ମାତାଙ୍କୁ ଦର୍ଶନ କରି ରାମଚନ୍ଦ୍ର
- କାନ୍ତର ବିମନ ଜାଣି
- ଅଯୋଧ୍ୟାରେ ଭ୍ରତ ହୋଇଲେ ପ୍ରବେଶ
- ଇକ୍ଷ୍ୱାକୁ କୁଳ ସିନ୍ଧୁ ଚନ୍ଦ୍ରମା