ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୨.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମାୟା [ଲଣ୍ଡନରେ ପ୍ରଦତ୍ତ ବସ୍ତୁତ] ‘ମାୟା' ଶବ୍ଦଟି ଆପଣମାନେ ପ୍ରାୟ ସମସ୍ତେ ଶୁଣିଛନ୍ତି । ଏହା ସାଧାରଣତଃ ଭମଦୃଷ୍ଟି କମ୍ବା ଲୁହୃକ ବା ଏପରି କୌଣସି ଅର୍ଥରେ ବ୍ୟବହୃତ ହୋଇଥାଏ, କିନ୍ତୁ ଜାହା ଏହାର ପ୍ରକୃତ ଅର୍ଥ ନୁହେଁ । ଅଥଚ ମାୟାବାଦରୁପକ ଅନ୍ୟତମ ସ୍ତମ୍ଭ ଉପରେ ବେଦାନ୍ତ ସ୍ଥାପିତ । ତେଣୁ ଏହାର ଯଥାର୍ଥ ତା ପୂର୍ଯ୍ୟ ବୁଝିବା ଆବଶ୍ୟକ । ମାୟୀବାଦ ବୁଝାଇବାକୁ ହେଲେ ତାହା ସହତ୍ସା ସୁଦୟଙ୍ଗମ ନି ହେବାର ଅଣcs ଅଛୁ, ଏହି କାରଣରୁ ଆପଣମାନେ ମନୋଯୋଗପୁର୍ବକ ଶ୍ରହଣ କରିବେ, ଏହା ହିଁ ମୋର ପ୍ରାର୍ଥନା ।। । ବୈଦକ ସାହଜ୍ୟରେ ଲୁକ ଅର୍ଥରେ ହଁ ‘ମାୟୀ’ ଶବ୍ଦର ପ୍ରୟୋଗ ଦେଖାଯାଏ । ଏହା ହଁ ‘ମା’ ଶବ୍ଦର ପ୍ରାଚୀନଜମ ଅର୍ଥ । କନ୍ତୁ ସେ ସୁମରେ ପ୍ରକୃତ ମାୟାବାଦଜର ଅଭ୍ୟୁଦୟ ହୋଇ ନାହିଁ । ଆମେମାନେ ବେଦରେ ଏହି ପ୍ରକାର ବାକ୍ୟ ଦେଖିବାକୁ ପାଉ ଇନ୍ଦ୍ର ମାୟାଭ୍ୟ ଗୁରୁରୁପ ଭୟଭେ, ଇନ୍ଦ୍ର ମାୟାଦ୍ର ନାନା ରୂପ ଧାରଣ କରିଥିଲେ । ଏ ସ୍କୁଲରେ ‘ମା’ ଶବ୍ଦ ଇନ୍ଦ୍ରଜାଲ ବା ଜ୭ ଲ୍ୟାର୍ଥରେ ବ୍ୟବହୃତ ହୋଇଛୁ । ବେଦର ଅନେକ ସ୍ଥଳରେ ‘ମା’ ଶବ୍ଦ ତାଦୃଶ ଅର୍ଥରେ ପ୍ରଯୁକ୍ତ ହେବାର ଦେଖାଯାଏ । ଜା’ପରେ କଛୁଦିନ ପାଇଁ ‘ମାୟା’ ଶବ୍ଦର ବ୍ୟବହାର ସମ୍ପର୍ଷ ଲୁପ୍ତ ହୋଇଗଲ୍ । ମାନ ସେହି ଅବକାଶରେ ତଡ଼ିଶବ୍ଦପ୍ରପପାଦ୍ୟ ଭୂବ ବମଶ୍ରୀ ହଁ ପରିପୁଷ୍ଟ ହେଉଥିଲା । ପରବର୍ତ୍ତୀ ସମୟରେ ଦେଖାଯାଏ, ପ୍ରଶ୍ନ ହେଉଛୁ, ଆମେମାନେ ଜଗତର ଗୁପ୍ତ ରହସ୍ୟ ଜାଣିପାରୁ ନାହୁଁ କାହଁକି ?” ଏହାର ଏ ପ୍ରକାର ନଗୃଢ଼ଭବବ୍ୟଞ୍ଜକ ଉତ୍ତର ପ୍ରାପ୍ତ ହୁଏ‘ଆମେମାନେ ଜଳ୍ପକ, ଇନ୍ଦୁ ସୁଖରେ ପରଭୃପ୍ତ ଓ ବାସନାପର ବୋଲ ଏହି ସଭ୍ୟକୁ ମହାଗ୍ରସ୍ତୁତ କରି ରଖିଛୁ'—“ମହାରେଣ ପ୍ରାକୃଢା କଲ ଷ୍ଟୁସୁଭୂପ ଉର୍ଥଶାସଷ୍ଟ6) ।* ଏ । ସ୍ଥଳରେ ‘ମା’ ଶବ୍ଦ ଆଦୌ ବ୍ୟବହୃତ ହୋଇ ନାହଁ; କିନ୍ତୁ ସେଥିରେ ଏହି ଭବ ପରବ୍ୟକ୍ତି ହେଉଛି ଯେ, ଆମମାନଙ୍କର ଅଜ୍ଞତାର କାରଣ ହେଲ, ଏହି ସଭ୍ୟ ଓ । ଆମମାନଙ୍କ ମଧ୍ୟରେ ଭୂ କୋ ବୃତ୍ତମାନ । ଅନେକ ପରିବତ୍ତା ସମସ୍ତରେ ଅପେକ୍ଷାକୃତ ଆଧୁନିକ ଉପରେ ‘ମା’ ଶବ୍ଦର ପୁନର୍ଭାବ ଦେଖା ଯାଏ । କିନ୍ତୁ ଏହା ମଧ୍ୟରେ ଏହାର ପ୍ରଭୁଭ ରୂପାନ୍ତର ସଂଘଡେ ହୋଇଛୁ, ନୃଭନ ଅର୍ଥଶି ଏହା ସହଭ ସଂଯୋକିତ ହୋଇଛୁ, ନାନାବଧ ମତବାଦ ପ୍ରସ୍ତୁରତ ଓ ପୁନରୁକ୍ତ। ହୋଇଛୁ, ଅବଶେଷରେ ମାୟାବକ ଧାରଣା ଗୋଟିଏ ସ୍ଥିରବ ପ୍ରାପ୍ତ ହୋଇଛୁ । * ଋଦ୍ମ ମଣ୍ଡଳ, ୮ ସୁକ୍ତ, ୭ମ ହୃକ୍ ।