ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୮
'ଅଳଂକାରବୋଧୋଦୟ’ର ସୂଚୀପତ୍ର
| ବିଷୟ | ପୃଷ୍ଠା | |
| ଭୂମିକା | ୮୨ | |
| ମନ୍ତବ୍ୟ (ରାଧାନାଥ ରାୟ) | ୮୪ | |
| (୧) | ପ୍ରଥମ ପରିଚ୍ଛେଦ : | ୮୫ |
| (କାବ୍ୟସ୍ୱରୂପ ନିରୂପଣ) | ୮୬ | |
| କାବ୍ୟଫଳ, କାବ୍ୟସ୍ୱରୂପ ନିରୂପଣ, ରସଲକ୍ଷଣ | ||
| (୨) | ଦ୍ୱିତୀୟ ପରିଚ୍ଛେଦ : | ୮୫ |
| (ବାକ୍ୟସ୍ୱରୂପ ନିରୂପଣ) | ||
| ବାକ୍ୟଲକ୍ଷଣ, ଯୋଗ୍ୟତା, ଆକାଂକ୍ଷା, ଆସରି, ବାକ୍ୟସ୍ୱରୂପ, ମହାବାକ୍ୟ | ||
| ସ୍ୱରୂପ, ପଦସ୍ୱରୂପ, ବାଚ୍ୟାର୍ଥ, ଲକ୍ଷଣା, ବ୍ୟଞ୍ଜନା, ଅଭିଧାମୂଳା ଶାବ୍ଦୀବ୍ୟଞ୍ଜନା, ଲକ୍ଷଣାମୂଳା | ||
| ଶାବ୍ଦୀବ୍ୟଞ୍ଜନା,ଆର୍ଥୀବ୍ୟଞ୍ଜନା, ବାଚ୍ୟାର୍ଥ ବ୍ୟଞ୍ଜନା, ଲକ୍ଷାର୍ଥ ବ୍ୟଞ୍ଜନା, ବ୍ୟଙ୍ଗ୍ୟାର୍ଥ | ||
| ବ୍ୟଞ୍ଜନା, ତାତ୍ପର୍ଯ୍ୟାକ୍ଷାବୃତ୍ତି । | ||
| (୩) | ତୃତୀୟ ପରିଚ୍ଛେଦ : | ୯୩ |
| (ରସ ନିର୍ଣ୍ଣୟ) | ||
| ରସନିର୍ଣ୍ଣୟ, ବିଭାବ, ନାୟକ ଲକ୍ଷଣ ଓ ଭେଦ, ନାୟକର ସାତ୍ତ୍ୱିକ | ||
| ଗୁଣ, ନାୟିକା ଲକ୍ଷଣ ଓ ତଦୀୟଭେଦ, ଭଦ୍ଦୀପନ, ଅନୁଭାବ, | ||
| ସାତ୍ତ୍ୱିକାନୁଭାବ, ବ୍ୟଭିଚାରୀ , ସ୍ଥାୟିଭାବ, ରସଭେଦ, ଶୃଙ୍ଗାର, | ||
| ହାସ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭତ୍ସ, ଅଭୁତ, | ||
| ଶାନ୍ତ, ବତ୍ସଳ, ରସବିରୋଧୀ । | ||
| (୪) | ଚତୁର୍ଥ ପରିଚ୍ଛେଦ : | ୧୦୧ |
| (ଦୋଷ ନିରୂପଣ) | ||
| ଦୁଃଶ୍ରବତା, ବ୍ରୀଡ଼ା ଅଶ୍ଳୀଳତା, ଜୁଗୁପ୍ସା ଅଶ୍ଳୀଳତା, ଅମଙ୍ଗଳ | ||
| ଅଶ୍ଳୀଳତା, ଅନୁଚିତାର୍ଥତା, ଗ୍ରାମ୍ୟତା, ଅପ୍ରଡ଼ୀତତ୍ୱ, ନେୟାର୍ଥତା, | ||
| ନିହତାର୍ଥତା, କ୍ଲିଷ୍ଟତ୍ୱ, ବିରୁଦ୍ଧ ମତିକାରିତା, ଅପ୍ରଯୁକ୍ତତା, | ||
| ସନ୍ଦିଗ୍ଧତା, ଅବାଚକତା, ଅବିମୁଷ୍ଟବିଧେୟାଂଶ । |