ପୃଷ୍ଠା:Alankara Bodhodaya.pdf/୫୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ଶବ୍ଦାଳଂକାର ଓ ଅର୍ଥାଳଂକାର

ଶବ୍ଦାଳଂକାର ଯଥା

ପୁନରୁକ୍ତ ବଦାଭାସ - ଯେଉଁଠାରେ ସାମାନ୍ୟରେ ଅର୍ଥର ପୁନରୁକ୍ତି ଆଭାସ ହୁଏ, ତାକୁ ପୁନରୁକ୍ତ ବଦାଭାସ ବୋଳାଯାଏ, ଯଥା ବୈଦେହୀଶ ବିଳାସ ।

“ବିହି ବିଧି ମଦନ କନ୍ଦର୍ପ କରିଣ,

ବର କାନ୍ତ ପତି ମୋର ହୁଅନ୍ତେ ପୁଣ ।"

ଅତ୍ର ବିହି, ବିଧି, ମଦନ, କନ୍ଦର୍ପ, ବର, କାନ୍ତ, ପତି ଏମାନେ ଏକ ଅର୍ଥପରି ଭାସମାନ ହେଲେ ମଧ୍ୟ ଭିନ୍ନ ଭିନ୍ନ ଅର୍ଥବୋଧ ହେବ, ଅର୍ଥାତ୍ ବିହି=ବିଧାନକରି, ବିଧି=ବିଧାତା, ମଦନ= ଗର୍ବହୀନ, କନ୍ଦର୍ପ = ସୁର, ବର-ଶ୍ରେଷ୍ଠ, କାନ୍ତ=ସୁନ୍ଦର, ପତି=ସ୍ୱାମୀ ।

ବୃତ୍ତ୍ୟନୁପ୍ରାସ - ବର୍ଣ୍ଣର ଆବୃତ୍ତିକୁ, ଯଥା, କବିତାବଳୀ ପୂ୨୯ଷ୍ଠା

“ପ୍ରଚଣ୍ଡ ପାଣ୍ଡବ ଯୋଧେ ଆୟୁଧ ଭାସ୍ୱର, ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର ।"

ଛେକାନୁପ୍ରାସ - ସସ୍ୱର ବ୍ୟଞ୍ଜନ ସମୂହର ଏକ କିବା ଅନେକ ବାର ସାମ୍ୟକୁ, ଯଥା, ଲାବଣ୍ୟବତୀ

ଦେଖି ନବ କାଳିକା ବଜାଳିକା ମାଳିକା ଆଳି, କାଳିକା ଜାନ୍ତ ସୁରି !' ଲାଟୀ ନୁପ୍ରାସ - ଭିନ୍ନଭିପ୍ରାୟ ପୁନରୁକ୍ତିକି, ଯଥା, “ଫୁଟିଲେ ନିଆଳୀ । ଜଳପି ଜଳପି ତୋତେ ଫୁଟିଲେ ନି ଅଳୀ' । ଯମକ* - ଭିନ୍ନାର୍ଥ ସସ୍ମର ବ୍ୟଞ୍ଜନ ସଂହତିର କ୍ରମରେ ଆବୃତ୍ତିକୁ , ଯଥା, ବୈ ବି. । “ବିଭାବରି ସାରି ବିଜୟ ଶୁଣି, ବିଭାବରୀ ହେଉଁ ରମଣୀମଣି, ବିଭାବରୀ ଚରୀ ଘୋଟିଲା ଗ୍ରାସେ, ବିଭାବରୀତିରୁ ନିଦ୍ର ନ ଆସେ, ବିରହେ ଭାସେ ସେ ବୀର, ହେ ଭାଷେ ସେ ତାଡ଼କୀ ତ୍ର ସେ | ବକ୍ରୋକ୍ତି । -- ଅନ୍ୟ ଲୋକ, ଅନ୍ୟ ଅର୍ଥକୁ ଅନ୍ୟ ପ୍ରକାରେ କାକୁ ଶେଷଦ୍ବାରା ଛେଯୀଜନା କଲେ ଯଥ.

  • ଏହି ଯମକ, ଅନେକ ପ୍ରକାର | ଯଥା, ଆଦ୍ୟ ଯମକ, ପ୍ରାନ୍ତ ଯମକ, ମଧ୍ୟ ଯମକ, ସର୍ବଯମକ ଇତ୍ଯାଦି ।