ବାସୁଦେବ ଗ୍ରନ୍ଥାବଳୀ ଲୁପ୍ରୋପମା ଏ ଆଠ ପ୍ରକାର, ଯଥା, ବାଚକ ଲୁଡ୍ରୋପମା, ଧର୍ମ ଲୁଡ୍ରୋପମା, ଧର୍ମବାଚକ ଲୁଡ୍ରୋପମୀ, ବାଚକୋପମେୟ ଲୁପ୍ଲେୟାପମା, ଉପମାନ ଲୁପ୍ତା, ବାଚସ୍କୋପମାନ ଲୁପ୍ତା, ଧମୈପମାନ ଲୁପ୍ତ, ଧମେର୍ଦାପମାନ ବାଚକ ଲୁପ୍ତ । ବାଚକଳୁଷ୍ଟ୍ରେପ୍ତାପମା - ଯଥା, ତଡ଼ିଦ୍ଗୌରୀ । ଅତ୍ର ବାଚକ (ଇବା ଶବ୍ଦ)। ଲୋପ ହୋଇଅଛି । ଧର୍ମନୁଷ୍ଟ୍ରେପ୍ତାପମା - ଯଥା, ଇନ୍ଦୁତୁଲ୍ଯମୁଖୀ ଅତ୍ର କାନ୍ତି ରୂପ ସମାନ ଧର୍ମର ଲୋପ ହୋଇଅଛି । ଧର୍ମବାଚକ ଲୁପ୍ତେପମା - ଯଥା, କର୍ପୂରନ୍ତୀ ଦୃଶୋର୍ମମ ।” ଅତ୍ର ଧର୍ମ (ଶୈତ୍ୟ), ବାଚକ (ଇବ) ଏ ଦୁହିଁଙ୍କର ଲୋପ ହେଲା । ବାଟକୋପମେୟ ଲୁଡ୍ରୋପମା - ଯଥା, କାନ୍ତବ୍ଯାସୁରବଧୂୟନ୍ତୀ !” ଅତ୍ର ବାଚକ (ଇବ), ଉପମେୟ (ଆମ୍ବା ନଂ ) ଏ ଦୁହିଁଙ୍କର ଲୋପ ହେଲା । ଅପର ଚାରିଗୋଟି ବିଶେଷ ଦୁର୍ବୋଧ ହେବ ବୋଲି ଉଲ୍ଲେଖ ନ କର୍ଜୁ । ଅନନ୍ମୟାନଂକାର - ଏକ ପଦାର୍ଥର ଯେଉଁଠାରେ ଉପମାନ ଉପମେୟ ଭାବ ଇନ୍ଦୁ, ଇନ୍ଦୁଙ୍କ ପରି, ସୁନ୍ଦର ସାଗର, ସାଗର ପରି ଇତ୍ୟାଦି । ଅତ୍ର ଏହାଙ୍କ ପରି ଅନ୍ୟ ପଦାର୍ଥର ଅପ୍ରାପ୍ତି ହେତୁରୁ ଅନ୍ୱୟର ଅଭାବ ! - ଉପମେଯୋପମାଳୀ - ଦୁଇ ବନ୍ୟକ୍ତିଙ୍କର ବାକ୍ୟାଭେଦରେ ଯେବେ ଉପମାନ ଉପମେୟ ଭାବ ହୁଏ [ ଏକ ବାକ୍ୟରେ ଯେ ଉପମାନ ହୋଇଥାଏ, ସେ ଅନ୍ୟ ବାକ୍ୟରେ ଉପମେୟ ହୁଏ] - ଯଥା, ଧର୍ମ, ଅର୍ଥପରି ପୂର୍ଣ୍ଣଶ୍ରୀ ହୋଇଅଛି । ଅର୍ଥ, ଧର୍ମପରି ପୂର୍ଣ୍ଣଶ୍ରୀ ହୋଇଅଛି । ଅତ୍ର ଏହି ଦୁଇ ବାକ୍ୟରେ ଧର୍ମବ୍ୟକ୍ତି, ଅର୍ଥବ୍ୟକ୍ତି, ପ୍ରତ୍ୟେକରେ ଉପମାନୋପମେୟଭାବ ଘଟିତ ହୋଇଅଛନ୍ତି । ପ୍ରତୀପାଳୀ - ଯେଉଁଠାରେ ଉପମାନର ଉପମେୟତୃ କଳ୍ପନା ହୁଏ, ଯଥା, ତୁମ୍ବର ଲୋଚନସମାନ ପଦ୍ମ ଓ ମୁଖପରି ଚନ୍ଦ୍ର । ଅତ୍ର ପଦ୍ମ ଓ ଚନ୍ଦ୍ର ଏହି ଦୁଇ ଉପମାନର ଉପମେୟତ୍ନ କଚ୍ଛନା ହେଲା । ଦ୍ବିତୀୟ ପ୍ରତୀପାଳୀ - ଅନେନ୍ଲେପମେୟ ଲାଭଦ୍ବାରା ଯେଉଁଠାରେ ବର୍ଣ୍ଣ ବ୍ୟକ୍ତିର ଶୈଜେତ୍ୟନ, ଆମ୍ବା ନଂ କର୍ପୂରମିବ ଆଚରଡୀ । * କାନ୍ତା ସୁରବଧୁମ୍ପିବ ଆପ୍ଳାନଙ୍କ ଆଚରନ୍ତା ।
ପୃଷ୍ଠା:Alankara Bodhodaya.pdf/୫୭
Appearance