ପୃଷ୍ଠା:Ama Deha (BB Patnaik 1940) o.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୯
ଆମ ଦେହ

ଅଙ୍କୁରିକାରୁ ପଘୃଦ୍ଧିକ ପ୍ରଣାଳୀକା (acteals), ସେଠାରୁ ରସ (Thoracic Duct) ଏବଂ ରସରୁ ବାମ ଜଙ୍ଘର ଅକ୍ଷଧର୍ ଶିର୍ (Left Subclavian Yein) କୁ ଯାଇ: ସେଠାରେ ରକ୍ତ ସଙ୍ଗେ ମିରେ । ଏହା ଯକୃତ ବା5ରେ ଯାଏ ନାହିଁ । ଅନାନ୍ତି। ଜାଭୟ ଖାଦ୍ୟର ସାଇ ଛେ ୪ ଛୋ୪ ରକ୍ତାର (Blood Vessels) ରେ ବା ରକ୍ତ ସଙ୍ଗେ ମିଶି ପ୍ରଭହାଣୀ ମହାଣିଗ୍ (Portal Vein) ଓ ଯକୃତ ବା ଦେଇ ହୃଦ୍‌କୁ ଯାଏ ।

ପାନମଣ୍ଡ ଯୁଦ୍ରାରେ ଯାଉ ଯାଉ ବଦକ ଯାଉଥାଏ, ଓ ସଙ୍ଗେ ସଙ୍ଗେ ତାର ସାରଭକ ଶୋS ହୋଇ ଝାଉଥାଏ । ଶେଷରେ ପହି ଅଗ ବେଳକୁ ଜରେ ପ୍ରାୟ ଅଉ ସାର ନ ଥାଏ; ତେଣୁ ଖଦଡ଼ା ଜଳ ବୃହଦନ୍ତ୍ରରେ ପଣେ ।

ଛିଦ୍ରା ଶେଷରୁ ଦର ଆରମ୍ଭ । ସେଠାରୁ ଏହା ଅରମ୍ଭ ହୋଇଅଛୁ, ସେଠାରେ ଏ କବା୪ (Valve) ଅଛି । ଏହା କ୍ଷୁଦ୍ରାନ୍ତ୍ରରୁ ଖଦଡ଼ାତକ ବୃହଦନ୍ତ୍ରକୁ ଶୁଏ, କନ୍ତୁ ବୃହଦନ୍ତ୍ରରୁ କିଛି ୫ ଦ୍ରନ୍ତ୍ରକୁ ଛଡ଼େ ନାହିଁ । ହୃଦକ୍ତ ଲମ୍ବରେ ମୋ5 ୬ ଫୁ କରୁ ଯୁଦ୍ଧାସ୍ତ୍ରଠାରୁ ଅନେକ ମୋ& । ବୃହଦନ୍ତ୍ରର ଶେଷ ଭାଗରୁ ମଇକୋଷ୍ଠ (Rectum) କହନ୍ତି । ଏହା ଲେସ୍କାରରେ ଶେଷ ହୋଇଅଛୁ । ବ ରୁଜା ହେଇ ପର ମଳଦ୍ବାର ସଦାବେଳେ ବନ ଥାଏ, କେଦଳି ଦରକାର ବେଳେ ଖୋଲେ ।

ପାକଣ୍ଡର ଖଦଡ଼ା ସଙ୍ଗେ କିଛି ଜଳଘୁଗ ଝବାରୁ ଜାହା ପ୍ରଥମେ ପାଣିଆ ହୋଇଥାଏ କିନ୍ତୁ ଏହି ହୃଦ ରେ ଯାଉ ଯାଉ ପାହକ ଶେଷ ହୋଇଯାଏ ଏବଂ ଖଦଡ଼ାଇକ ବିଷ୍ଠାରୁ ମଳଦ୍ଧାରଦା ବାହାରିଯାଏ ।